ରାହୁଲଙ୍କ ବିରୋଧରେ ଜନସ୍ୱାର୍ଥ ମାମଲା କରିଥିବା ଆବେଦନକାରୀଙ୍କ ଉପରେ କୋର୍ଟ ଲଗାଇଲେ ଜରିମାନା
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଆଇଏଲ ବା ଜନସ୍ୱାର୍ଥ ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି | ସୁପ୍ରିମକୋର୍ଟ କେବଳ ଆବେଦନକୁ ଖାରଜ କରିନାହାନ୍ତି ବରଂ ଆବେଦନକାରୀଙ୍କ ଉପରେ ୧…