Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଆସିକା ଏସ୍ଡ଼ିପିଓ ଙ୍କୁ ବଡ଼ ସଫଳତା : ଛତିଶଗଡ଼ ରୁ ଚୋରୀ ହୋଇଥିବା ୫୦ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ସୋରଡ଼ା…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଏସ୍ଡ଼ିପିଓ ଅଧୀନରେ ଥିବା ସୋରଡ଼ା ଥାନା ଅଞ୍ଚଳରୁ ଛତିଶଗଡ ଅଞ୍ଚଳରୁ ଚୋରୀ ହୋଇଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ପୋଲିସ ଜବତ କରିଛି। ଛତିଶଗଡ଼ ରାଜ୍ୟର ସରଗୁଜା ଜିଲ୍ଲା ଥାନା ସୀତାପୁର ଅଞ୍ଚଳର ଗହଣା ଦୋକାନୀ କାଶୀ ବିଶ୍ଵନାଥ!-->…
ଗଞ୍ଜାମ ଜିଲ୍ଲାରୁ ଅନ୍ୟ ଜିଲ୍ଲା ଗୁଡିକୁ ଅପମିଶ୍ରଣ ଦେଶୀ ମଦ ଚାଲାଣ….!
ଅବକାରୀ ବିଭାଗ ଓ ପୋଲିସ ଜଳକା….!
ସ୍ବାମୀର ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା : ଫାର୍ମ ହାଉସରେ ସ୍ତ୍ରୀକୁ ହତ୍ୟା କରି…
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରୀ ପଞ୍ଚାୟତ ବେଲଦୁଆର ଫାର୍ମ ହାଉସରେ ଗୁରୁବାର ରାତିରେ ସ୍ତ୍ରୀ ତପସ୍ଵିନୀ ସାହୁ(୨୯) ଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରି ହାତ ଗୋଡ଼ ବାନ୍ଧି ନିଜ ଫାର୍ମ ହାଉସ ପୋଖରୀକୁ ଫିଙ୍ଗି ଦେବା ପରେ ଦମକଳ!-->!-->!-->…
ଅଭିଯୁକ୍ତ ଅଶୋକ ନାଗଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ₹୧୪,୦୦୦/- ଜରିମାନାରେ ଦଣ୍ଡିତ କରାଯାଇଛି…
ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଥାନା ତଦନ୍ତକାରୀ ଅଧିକାରୀ ପୂର୍ବତନ ASI ଶ୍ରୀ କେ. ଡି. ପ୍ରଧାନଙ୍କ ଦୃଢ଼, ନିଷ୍ଠାପରାୟଣ ଓ ପ୍ରଶଂସନୀୟ ପ୍ରୟାସ ଯୋଗୁଁ ବିଶ୍ରା ଥାନା କେସ୍ ନଂ. ୩୨, ତା. ୩୦.୦୩.୨୦୨୧, ଧାରା ୩୬୬/୩୫୪/୩୨୩/୩୦୭/୫୦୬/୩୪ IPC ଅନୁଯାୟୀ ରୁଜୁ ମାମଲାରେ ସଫଳତାର!-->…
ଅଧକ୍ଷ ଶ୍ରୀଯୁକ୍ତ ସୁରେଶ କୁମାର ଦାଶଙ୍କୁ ‘ଗୋଦାବରୀଶ ଶିକ୍ଷାରତ୍ନ’ ସମ୍ମାନ…
ଚିଲିକା, ନାଚୁଣୀ ୯/୮: ଶିକ୍ଷା ଓ ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାଚୁଣୀସ୍ଥିତ ଟ୍ୱିଟି ବାର୍ଡସ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସମ୍ପାଦକ ତଥା ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ଦାଶଙ୍କୁ ରାଜ୍ୟସ୍ତରୀୟ ‘ପଣ୍ଡିତ ଗୋଦାବରୀଶ ଶିକ୍ଷାରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି।!-->…
ନାଚୁଣି ଥାନା ପୋଲିସର ବଡ଼ ସଫଳତା :ଟ୍ରକ୍ ରୁ 9.250 ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ…
ବାଲୁଗାଁ //ନାଚୁଣୀ : ନାଚୁଣି ଥାନା ପୋଲିସ ଗତ କାଲି ରାତିରେ ୧୬ ନମ୍ବର ଜାତୀୟ ରାଜପଥର କୌଡିଖଣି ଛକ ନିକଟରୁ ଏକ କଣ୍ଟେନର ଟ୍ରକ୍ KA-53-D-5096 କୁ ଅଟକାଇ 9.250 ଗ୍ରାମ ଗଞ୍ଜେଇ ଜବତ କରିଛି.ନିୟମିତ ପାଟ୍ରୋଲିଂ ସମୟରେ ଟ୍ରକ୍ ଟି ବେପରୁଆ ଭାବେ ଚାଲୁଥିବା ଦେଖି ପୋଲିସ ତାକୁ!-->…
ଆସିକା ଏସ୍ଡ଼ିପିଓ ଙ୍କ ନେତୃତ୍ୱ ରେ ଜୋର ଦାର ଚଢ଼ାଉ : ଗଞ୍ଜାମ ଜିଲ୍ଲାର ମିନି ଶିବକାଶୀ ନଳବଣ୍ଟା ରୁ ବିପୁଳ ପରିମାଣର…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କଡରେ ନଳବଣ୍ଟା ଗ୍ରାମ। ଏହି ଗ୍ରାମର ବାଣର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ମଧ୍ୟ ରହିଛି। ନଳବଣ୍ଟା ଗ୍ରାମରେ ଅଧିକାଂଶ କରି ପିଲାରୁ ବୁଢ଼ା ସମସ୍ତେ ବର୍ଷ ତମାମ ବିଭିନ୍ନ କିସମର ବାଣ ପ୍ରସ୍ତୁତ କରନ୍ତି।!-->…
ପ୍ରେସ୍ ନାଁରେ ବାଲି ଚାଲାଣ ,ନମ୍ବରବିହୀନ ‘ପ୍ରେସ୍’ ଟ୍ରାକ୍ଟର ଜବତ…
ପ୍ରଶାସନ କଣ ନେଉଛି ପଦକ୍ଷେପ...??
ମାଲକାନଗିରି, ୩୦ ଜୁଲାଇ: ପ୍ରେସ୍ ନାଁର ଦୁରୁପଯୋଗ କରି ଚୋରା ବାଲି ଚାଲାଣର ଅଭିଯୋଗରେ କାଲିମେଳା ପୋଲିସ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି। କାଲିମେଳା ଥାନାଠାରୁ ପ୍ରାୟ ୮ କି.ମି. ଦୂରରେ ଏମ୍ଭି-୩୩ ଗ୍ରାମ ନିକଟରେ ଚଢ଼ାଉ ବେଳେ ଏହି!-->!-->!-->…
ରେଳ ଫାଟକ ନିକଟରୁ ଗଂଜେଇ ଜବତ…
ବାଲୁଗାଁ: ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ ପାତ୍ରଙ୍କ ତତ୍ତ୍ୱାବଧାନରେ ବୁଧବାର ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ାଘାଟ ରେଳ ଫାଟକ ନିକଟରେ ଚଢ଼ାଉ କରି ୨ କେଜି ୨୦୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି। ଜବ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏ!-->…
ରଣପୁର ପୋଲିସ ଦ୍ୱାରା ୫.୫ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ…
ନୟାଗଡ଼,:(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ପୋଲିସ ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନକୁ ଜୋରଦାର କରି ଜଣେ ଯୁବକଙ୍କ ନିକଟରୁ ୫.୫ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ଏକ ମୋଟରସାଇକେଲ, ଏକ ମୋବାଇଲ ଫୋନ ଓ ₹୧,୧୦,୩୫୦ ନଗଦ ଟଙ୍କା ମଧ୍ୟ ଜବତ!-->…