Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ରଣପୁର ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଣ୍ଟୁ ଛୁରିଆଙ୍କ ସୁରରେ ଜମିଲା ମଞ୍ଚ…
ନୟାଗଡ଼,୦୭/୧/୨୫(ନିସର୍ତ୍ତ) ରଣପୁର ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ,ଐତିହାସିକ ସ୍ମୃତି ଓ ସଙ୍ଗୀତର ମାୟାରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରୂପେ ଐତିହାସିକ ରଣପୁରଗଡ଼ ଫଟୋ ପ୍ରଦର୍ଶନୀ ଦର୍ଶକଙ୍କ ଭାରି!-->!-->!-->…
ରଣପୁର ମହୋତ୍ସବ “ଅର୍ଜ୍ଜୁନ ୨୦୨୬” ଉଦ୍ଘାଟିତ :ସୁଗମ ସଙ୍ଗୀତର ଝଙ୍କାରରେ ରଣପୁର ମହୋତ୍ସବର ରାତି…
ନୟାଗଡ଼, ୦୫/୦୧,(ନିସର୍ତ୍ତ):ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ବାଘସାମନ୍ତ ପଡ଼ିଆ ଠାରେ ସୋମବାର ସକାଳ ୮ ଘଟିକା ସମୟରେ ରଣପୁର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି। ମା ମଣିନାଗଙ୍କ ପୀଠରୁ ରଣପୁର ପଞ୍ଚୁଦୋଳ ପଡିଆ!-->…
ଉଦଘାଟିତ ହେବ ରଣପୁର ମହୋତ୍ସବ “ଅର୍ଜୁନ “୨୦୨୬ : ୫ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ମହୋତ୍ସବ…
ରଣପୁର : ୪/୧(ନିସର୍ତ୍ତ): ଆଜି ଉଦଘାଟନ ହେବ ରଣପୁର ମହୋତ୍ସବ "ଅର୍ଜୁନ" ୨୦୨୬ । ରଣପୁରର ଐତିହ୍ୟ, କଳା, ପରମ୍ପରାକୁ ନେଇ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ‘ଅର୍ଜୁନ-୨୦୨୫’ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବାଘସାମନ୍ତ ପଡିଆରେ ସୋମବାର ଦିନ ଅନୁଷ୍ଠିତ ହେବା ପାଇଁ ଯାଉଛି |!-->…
୫ ଦିନିଆ କନ୍ଧମାଳ ମହୋତ୍ସବ : ବହୁ ନାମିଦାମୀ ଓଲିଉଡ କଳାକାର ଙ୍କ ଆଗମନ,କଡା ସୁରକ୍ଷା ବ୍ୟବସ୍ଥା…
କନ୍ଧମାଳ, ତା, ୦୪/୦୧ : ବହୁ ପ୍ରତିକ୍ଷିତ କନ୍ଧମାଳ ମହୋତ୍ସବ- ୨୦୨୬ ଚଳିତ ମାସ ୭ରୁ ୧୧ ତାରିଖ ଦୀର୍ଘ ୫ଦିନ ବ୍ୟାପୀ କନ୍ଧମାଳ ଷ୍ଟାଡିୟମ ରେ ଅନୁଷ୍ଠିତ ହେବ, ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି କେବଳ କନ୍ଧମାଳ ମହୋତ୍ସବ ଗୋଟିଏ ନୁହେଁ, ଦାରିଙ୍ଗବାଡି ରେ ୮ ତାରିଖ ଠାରୁ ୧୧ ତାରିଖ!-->…
କାଲିଆମାଳି ପାହାଡରେ ଆୟୋଜିତ ହେଲା ପରବ ମାଉଣ୍ଟ ଟ୍ରେକିଙ୍ଗ…
କୋରାପୁଟ :କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ବର୍ଷ ପରବ ୨୦୨୫ ର ପର୍ବତାରୋହଣ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆଜି ନାରାୟଣପାଟଣା ବ୍ଲକ ବିଜାଘାଟି ପଂଚାୟତ ଝଡିପଦର ନିକଟ କାଲିଆ ମାଳିପାହାଡରେ ବେଶ ଆଡ଼ମ୍ବର ସହକାରେ ଆୟୋଜିତ ହୋଇଯାଇଛି ।
କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ!-->!-->!-->!-->!-->!-->!-->…
୫୦ ବର୍ଷ ପରେ ବଡ଼ ପରଦାରେ ପୁଣି ଧମାଲ କରିବ ‘ଶୋଲେ’
ମୁମ୍ବାଇ: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ “ଶୋଲେ” ପୁଣି ଥରେ ବଡ଼ ପରଦାରେ ଧମାଲ କରିବାକୁ ଯାଉଛି। ରିଲିଜ୍ କରିବାର ପଚାଶ ବର୍ଷ ପରେ, ଏହି ଫିଲ୍ମଟି 4K ରେ ରିଷ୍ଟୋର ହେଉଛି ଏବଂ ସାରା ଦେଶରେ ୧୫୦୦ ସ୍କ୍ରିନରେ ରି-ରିଲିଜ୍ ହେବାକୁ ଯାଉଛି। ସବୁଠାରୁ ବଡ଼ କଥା ହେଉଛି: ଫିଲ୍ମର ପ୍ରକୃତ!-->…
ଯତରା ର ତୃତୀୟ ସନ୍ଧ୍ୟା – ସଲମାନ୍ ଅଲ୍ଲୀ ଙ୍କ ଦ୍ଵାରା ତାରକା ରାତ୍ରି ଅନୁଷ୍ଠିତ…
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ର ତୃତୀୟ ସନ୍ଧ୍ୟା । ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ ସଦର ବିଧାୟକ ଯୋଗେଶ ସିଂ, ରାଜଗାଙ୍ଗପୁର ବିଧାୟକ ଡ଼ା!-->…
ମଲାଇକାଙ୍କ ପିତାଙ୍କ ଆତ୍ମହତ୍ୟା, ଦୁଃଖ ସମୟରେ ପୂର୍ବତନ ପତ୍ନୀଙ୍କ ବାପଘରେ ପହଞ୍ଚିଲେ ଅରବାଜ
ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପିତୃ ବିୟୋଗ ଘଟିଛି। ସୂଚନା ମୁତାବକ, ଅଭିନେତ୍ରୀଙ୍କ ପିତା ଆତ୍ମହତ୍ୟା କରିଛନ୍ତି। ମଲାଇକାଙ୍କ ପିତା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।!-->…
ନବଜୀବନର ୨୪ତମ ବସନ୍ତ ମହୋତ୍ସବ ଉଦଘାଟିତ…
ସୁନ୍ଦରଗଡ - ୨୬/୦୪/୨୪ ସୁନ୍ଦରଗଡର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ନବଜୀବନ ପ୍ରଯୋଜିତ ବହୁ ପ୍ରତିକ୍ଷୀତ " ବସନ୍ତ ମହୋତ୍ସବ"ର ଶୁଭାରମ୍ଭ ଆଜି ସୁନ୍ଦରଗଡସ୍ଥିତ ସଂସ୍କୃତି ଭବନରେ ହୋଇ ଯାଇଛି। ଏହି ସୁନାମଧନ୍ୟ ମହୋତ୍ସବ ଆରମ୍ଭ ହୋଇଥିଲା ପ୍ରଖ୍ୟାତ ନାଟ୍ୟକାର, ନିର୍ଦ୍ଦେଶକ ଓ!-->…
ନଟରାଜ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ ୨୦୨୪ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ କୋଣ ଅନୁ କଣରେ ପରିଚିତ ନଟରାଜ କଳା ମନ୍ଦିର ଫୁଲବାଣୀ ଦ୍ଵାରା ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ନଟରାଜ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ 2024 ଫୁଲବାଣୀ ସହର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଧୁମଧାମରେ ଆୟୋଜିତ ହୋଇଯାଇଛି।!-->!-->!-->…