Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
‘ଚୁକ୍ତି କରିବାରେ ବିଳମ୍ୱ କରିଦେଲ, ଏବେ ମୂଲ୍ୟ ଦେବାକୁ ପଡ଼ିବ’, ଆକ୍ରମଣ ପରେ ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଉପରେ ଜୋରଦାର ଆକ୍ରମଣ କଥା କହିଛନ୍ତି । ଟ୍ରୁଥ୍ ସୋସିଆଲର ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ଇରାନର ମିଲିଟ୍ରୀ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇସାରିଛି । ଏହାର ଅଧିକାଂଶ ଅଂଶ ଯେପରି କି ନୌସେନା ଏବଂ ବାୟୁ ସେନାର ଏବେ!-->…
ଆମ ଜାଗା ଛାଡ ନହେଲେ ଉଡେଇ ଦେବୁ- ଆମେରିକାକୁ ଇରାନର ନାଲି ଆଖି
ବେରୁଟ୍ : ଆମେରିକାକୁ ଇରାନର ନାଲି ଆଖି। କହିଲା ଯଦି ସୁରକ୍ଷିତ ରହିବାକୁ ଚାହୁଁଛ ତେବେ ଆମ ସ୍ଥାନ ଛାଡିଦିଏ। ଆମେରିକାର ଆକ୍ରମଣ ପରେ ଇରାନ ଏପରି ଖୋଲା ଚେତାବନୀ ଦେଇଛି।ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏକ ଆମେରିକୀୟ ଅତ୍ୟାଧୁନିକ ଆପାଚି ହେଲିକପ୍ଟରକୁ ଖସାଇ ଦେବା ପରେ!-->…
ପିଓକେରେ ହେଉଥିବା ଅତ୍ୟାଚାର ବିରୋଧରେ ଲଣ୍ଡନ ରାଜରାସ୍ତାରେ କାଶ୍ମୀରବାସୀଙ୍କ ବିଦ୍ରୋହ
ଲଣ୍ଡନ,୯/୬: ପାକ୍ ଅଧିକୃତ ଜମ୍ମୁ ଏବଂ କାଶ୍ମୀର(ପିଓକେ)ରେ ଚାଲିଥିବା ଉତ୍ତେଜନା ଏବେ ସାତ ସମୁଦ୍ର ପାର ହୋଇ ବ୍ରିଟେନର ରାଜରାସ୍ତା ପର୍ଯ୍ୟନ୍ତ ପହଞ୍ଚିଛି। ୟୁକେରେ ରହୁଥିବା ଶହ ଶହ କାଶ୍ମୀର ପ୍ରବାସୀ ଏବଂ ମାନବାଧିକାର କର୍ମୀ ପାକିସ୍ତାନ ସରକାର ଏବଂ ସେନାର ବର୍ବର କାର୍ଯ୍ୟ, ଇଣ୍ଟରନେଟ୍!-->…
ଭୂକମ୍ପରେ ଥରିଲା କ୍ୟୁବା
ନୂଆଦିଲ୍ଲୀ:ଭୂକମ୍ପରେ ଥରିଲା କ୍ୟୁବା। ଶକ୍ତିଶାଳୀ ଭୂକମ୍ପ କ୍ୟୁବାରେ ଅନୁଭୂତ। ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା । ମେକ୍ପିକୋ ଏବଂ ଆମେରିକାର ଫ୍ଲୋରିଡା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଭୂକମ୍ପର ଝଟକା । ମିଆମି, ଓର୍ଲାଣ୍ଡୋ, ଟାମ୍ପା, ଜ୍ୟାକ୍ସନଭିଲ୍ ଏବଂ ତାଲାହାସୀରେ ଭୂକମ୍ପର ଝଟକା!-->…
ଇରାନରେ ସବୁ ମହଙ୍ଗା : ବଢିଯାଇଛି ଖାଦ୍ୟ ଏବଂ ଔଷଧ ଦାମ୍, EMIରେ ଲୋକେ କିଣୁଛନ୍ତି ଚାଉଳ-ରୁଟି
ତେହେରାନ,୦୯|୦୬:ଇସ୍ରାଏଲ୍ ଓ ଆମେରିକା ସହ ଚାଲିଥିବା ଯୁଦ୍ଧର ସିଧାସଳଖ ପ୍ରଭାବ ଏବେ ଇରାନବାସୀଙ୍କ ଜୀବନକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି। ଦେଶରେ ମହଙ୍ଗା ମାଡ଼ ଏବଂ ଆର୍ଥିକ ସଙ୍କଟ ଏପରି ଚରମ ସୀମାରେ ପହଞ୍ଚିଛି ଯେ, ମାସ ଅଧାରୁ ହିଁ ଲୋକଙ୍କ ଦରମା ଶେଷ ହୋଇଯାଉଛି। ସ୍ଥିତି ଏତେ ସଂଗୀନ!-->…
ଡ୍ରୋନ୍ ପଠାଇ କ୍ଷମା ମାଗିଲା ଦକ୍ଷିଣ କୋରିଆ
ପିୟୋଙ୍ଗୟାଙ୍ଗ୍ / ସିଓଲ୍: ଚଳିତ ବର୍ଷ ଆରମ୍ଭରେ ଉତ୍ତର କୋରିଆକୁ ଡ୍ରୋନ୍ ପଠାଇବା ଘଟଣାରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଏ ମ୍ୟୁଙ୍ଗ (Lee Jae Myung) ଦୁଃଖ ପ୍ରକାଶ କରିବା ସହ ଏହାକୁ ଏକ 'ବେପରୁଆ' କାର୍ଯ୍ୟ ବୋଲି କହିଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ଉତ୍ତର କୋରିଆ ଶାସକ!-->…
ଟ୍ରମ୍ପଙ୍କ ଧମକକୁ ଖାତିର କରୁନି ଇରାନ : ପେଜେସକିଆନ କହିଲେ- ‘କୋଟିଏ ଚାଳିଶ ଲକ୍ଷ ନାଗରିକ ଜୀବନ ଦେବାକୁ…
ନୂଆଦିଲ୍ଲୀ, ୦୭/୦୪ : ମଧ୍ୟପ୍ରାଚ୍ୟ ଅସ୍ଥିର । ସରୁନି ଯୁଦ୍ଧ । ବାରମ୍ବାର ଇରାନ ଉପରେ ଆକ୍ରମଣ କରୁଛନ୍ତି ଇସ୍ରାଏଲ ଏବଂ ଆମେରିକା । ଲଗାତାର ଭାବେ ୟୁଏସ ପ୍ରେସିଡେଣ୍ଟ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସୁଛି । ମଙ୍ଗଳବାର ସେ ଇରାନବାସୀଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି । ଗୋଟିଏ!-->…
ଇରାନକୁ ଜେଡି ଭାନ୍ସଙ୍କ ଚେତାବନୀ; କୂଟନୈତିକ ସମାଧାନ ପାଇଁ ଧୈର୍ଯ୍ୟ ଶେଷ
ବୁଡାପେଷ୍ଟ/ୱାସିଂଟନ: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଜି ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ କାର୍ଯ୍ୟକ୍ରମରେ ଇରାନ ନେତୃତ୍ୱକୁ ଶେଷ ତଥା କଡ଼ା ଚେତାବନୀ ଦେଇଛନ୍ତି। ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନଙ୍କ ସହ ବୁଡାପେଷ୍ଟ ଗସ୍ତରେ ଥିବା ଭାନ୍ସ କହିଛନ୍ତି ଯେ, ଆମେରିକାର ନୀତି!-->…
‘ଟ୍ରମ୍ପ ପାଗଳ’- ଆମେରିକୀୟ ନେତା
ୱାଶିଂଟନ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଆକ୍ରମଣ ଏବଂ ଯୁଦ୍ଧବିରତି ସମ୍ପର୍କରେ ଲଗାତାର ପରିବର୍ତ୍ତନଶୀଳ ବୟାନ ଯୋଗୁଁଁ ରାଷ୍ଟ୍ରପତି ଟ୍ରମ୍ପ ସାରା ବିଶ୍ୱରେ ଉପହାସର ପାତ୍ର ହୋଇଛନ୍ତି। ଏହି ପରିସ୍ଥିତି ଆମେରିକାର ଅନ୍ତର୍ଜାତୀୟ ପ୍ରତିଛବିକୁ!-->…
ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ
ତେହେରାନ: ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ । ଇରାନର ସରକାରୀ ଗଣମାଧ୍ୟମ ଏବଂ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । IRGC ଗୁପ୍ତଚର ସଂସ୍ଥାର ମୁଖ୍ୟ, ମେଜର ଜେନେରାଲ ସୟଦ ମାଜିଦ୍ ଖାଦେମି ଏକ ଆକ୍ରମଣରେ ନିହତ ହୋଇଛନ୍ତି ।!-->…