Browsing Category

ବାଣିଜ୍ୟ

ବ୍ରହ୍ମପୁର ସହରରେ ବିଜୁଳି ଭିତ୍ତିଭୂମିକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍…

ବ୍ରହ୍ମପୁର, ଏପ୍ରିଲ: ବ୍ରହ୍ମପୁର ସହରରେ ଅଧିକ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ) ପକ୍ଷରୁ ଉଦ୍ୟମ ଜାରି ରହିଛି । ସହରର ପ୍ରମୁଖ ସ୍ଥାନଗୁଡ଼ିକରେ କମ୍ପାନୀ ପକ୍ଷରୁ ନୂଆ ଡିଷ୍ଟ୍ରିବ୍ୟୁସନ୍

ମୁଖ୍ୟମନ୍ତ୍ରୀଙ୍କ ଆମ ବ୍ୟାଙ୍କ ସେବା ବିଶିପଡାରେ ଉଦଘାଟିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଲକ ଆନ୍ତଗତ ବିଶିପଡା ଗ୍ରାମପଞ୍ଚାୟତରେ ଆମ ବ୍ୟାଙ୍କ ଉଦଘାଟିତ ହୋଇଯାଇଛି l ଆଜିର ଆମ ବ୍ୟାଙ୍କ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ବ୍ଲକ ଚେୟାରମ୍ୟାନ ସସ୍ମିତା କହଁର ଯୋଗଦାନ କରିଥିବା ବେଳେ ସନମାନୀତ ଅତିଥିଭାବେ ଫୁଲବାଣୀ ପଂଚାୟତ

ଧନତେରାସ ରେ କୋଟି କୋଟି ଟଙ୍କାର ସୁନା ବ୍ୟବସାୟ : ସରକାର ଙ୍କ ଟିକସ ଫାଙ୍କୁ ନାହାନ୍ତି ତ ବ୍ୟବସାୟୀ…?

ବ୍ରହ୍ମପୁର : ୧୦-୧୧ ଆଜି ଧନତେରାସ ଗଞ୍ଜାମ ଜିଲ୍ଲା ରେ କୋଟି କୋଟି ଟଙ୍କା ର ସୁନା ବ୍ୟବସାୟ ହୋଇଛି। ଜିଲ୍ଲା ର ବ୍ରହ୍ମପୁର, ଆସିକା, ହିଞ୍ଜିଳି, ଭଞ୍ଜନଗର, ବୁଗୁଡ଼ା, ସୋରଡ଼ା, ଶେରଗଡ଼ ଆଦି ଅଞ୍ଚଳ ରେ ଆଜି କୋଟି କୋଟି ଟଙ୍କା ର ବିଭିନ୍ନ କିସମର ସୁନା ଅଳଙ୍କାର ବିକ୍ରି ହେଇଛି। ଆଜି ସୁନା

‘ଗାଁ ଆମ୍ବ ପସରା’ ସପନ୍ନ ୭ ଲକ୍ଷ ୫୪ ହଜାର ଟଙ୍କା ର ହେଲା ବ୍ଯବସାୟ…

ସୁନ୍ଦରଗଡ /ରାଉରକେଲା-୧୫ ଜୁନ୍ ୨୦୨୩:ରାଉରକେଲା ମହାନଗରବାସୀଙ୍କୁ ସୁଲଭ ମୂଲ୍ଯ ରେ ଆମ୍ବ ଉପଲବ୍ଧ କରିବା ଉଦ୍ଦେଶ୍ଯ ରେ ଆମବାଗାନ ରେ ୬ ଜୁନ ରୁ ଚାଲିଥିବା 'ଗାଁ ଆମ୍ବ ପସରା' ଆଜି ସଂପନ୍ନ ହୋଇଯାଇଛି। ଜିଲ୍ଲାପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହାର ଆୟୋଜନ

ଆଇଏମ୍‌ଏଫର ଆକଳନ: ଚୀନ୍‌, ଯୁକ୍ତରାଷ୍ଟ୍ର ଆମେରିକାର ଜିଡିପିକୁ ପଛରେ ପକାଇପାରେ ଭାରତ

ନୂଆଦିଲ୍ଲୀ : ଚୀନ୍‌, ଯୁକ୍ତରାଷ୍ଟ୍ର ଆମେରିକା ପରି ବିକାଶଶୀଳ ଦେଶଙ୍କ ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇପାରେ ଭାରତ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି(GDP) ଦେଖାଇପାରେ ଏପରି ଚମତ୍କାର। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ଏହାର ଇକୋନୋମିକ୍‌ ଆଉଟ୍‌ଲୁକ୍‌ ରିପୋର୍ଟରେ ଏଭଳି

ରେପୋ ରେଟ୍‌କୁ ୬.୫%ରେ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ରେପୋ ରେଟ୍‌ ବା ସୁଧ ହାରକୁ ପୁଣିଥରେ ୬.୫%ରେ ଅପରିବର୍ତ୍ତିତ ରଖିଛି ଆରବିଆଇ। ଗୁରୁବାର ମାସିକ ମନିଟାରୀ ନୀତି ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମନିଟାରୀ ପଲିସି କମିଟି ସର୍ବସମ୍ମତିକ୍ରମେ ରେପୋ ରେଟକୁ ଅପରବର୍ତ୍ତିତ

ବିଏସ୍‌ଏନ୍‌ଏଲ୍‌କୁ ୪ଜି, ୫ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ ପାଇଁ ୮୯,୦୪୭ କୋଟି ଟଙ୍କା ଅନୁମୋଦନ କଲା କ୍ୟାବିନେଟ୍‌

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ପାଇଁ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ମୋଟ ୮୯,୦୪୭ କୋଟି ଟଙ୍କା ବ୍ୟୟ ଅଟକଳର ତୃତୀୟ ପ୍ୟାକେଜ୍‌କୁ ଅନୁମୋଦନ କରିଛି। ଏହି ପ୍ୟାକେଜ୍‌ରେ ବିଏସ୍‌ଏନ୍‌ଏଲ୍‌ ପାଇଁ ଇକ୍ୱିଟି ଇନ୍‌ଫ୍ୟୁଜନ୍‌ ଜରିଆରେ ୪ଜି ଓ ୫ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ

ନୂତନ ଜୀବିକାର ବାଟ ଦେଖାଇଲା ବନ ସୁରକ୍ଷା ସମିତିର ଆଳୁଚାଷ…

ଟନ ଟନ ଆଳୁ ଉତ୍ପାଦନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ସ୍ବାବଲମ୍ବୀ ହେଲେ ବନ ସୁରକ୍ଷା ସମିତି ସଦସ୍ୟ ୧୨୫ ଏକର ଜମିରେ ଆଳୁଚାଷ କରୁଛନ୍ତି ୫୫୬ ବନ ସୁରକ୍ଷା ସମିତି ସଦସ୍ୟ୨୫୦୦ କ୍ଵିଣ୍ଟାଲ ଉତ୍ପାଦନ କଲେଣି, ଆହୁରି ହେବ ୫୦୦ କ୍ଵିଣ୍ଟାଲସୁନ୍ଦରଗଡ : ଓଡିଶା ବନାଞ୍ଚଳ ଉନ୍ନୟନ

ନୀଳକଣ୍ଠେଶ୍ବର ଆମ୍ବବଜାର ଚଳ ଚଞ୍ଚଳ : ଆସୁଛି ଆନ୍ଧ୍ର, ଓଡ଼ିଶା ସମେତ ପଶ୍ଚିମବଙ୍ଗ ରୁ ବିଭନ୍ନ କିସମର ଆମ୍ବ…

ବ୍ରହ୍ମପୁର: ମୀନାକ୍ଷୀନଗର ସ୍ଥିତ ନୀଳକଣ୍ଠେଶ୍ବର ଆମ୍ବବଜାରରେ ଏବେ ଭଳିକି ଭଳି ଆମ୍ବର ପସରା ଦେଖିବାକୁ ମିଳୁଛି, ଆଉ ଦିନ କେଇଟା ପରେ ପବିତ୍ର ସାବିତ୍ରୀ ଅମ‌ାବାସ୍ୟା ଥିବାରୁ ଆମ୍ବର ଚାହିଦା ବଢ଼ିବା ସହ ବଜାର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇପଡ଼ିଛି। ଦିନସାରା ଭିଡ଼ ପରିଲକ୍ଷିତ ହେଉଛି।