Browsing Category

ଆଞ୍ଚଳିକ

ଏସ୍‌ଆଇଆର୍‌-୨୦୨୬: ବାଲିଗୁଡ଼ା ବିଧାନସଭା ଆସନର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

ବାଲିଗୁଡ଼ା : ୮୨-ବାଲିଗୁଡ଼ା (ଏସ୍‌ଟି) ବିଧାନସଭା ନିର୍ବାଚନମଣ୍ଡଳୀର ଏସ୍‌ଆଇଆର୍‌-୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ବାଲିଗୁଡ଼ା ଉପଖଣ୍ଡ ମୁଖ୍ୟାଳୟରେ ପ୍ରକାଶ ପାଇଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)-ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସ ଙ୍କ ଦ୍ୱାରା ଏହି ଚୂଡ଼ାନ୍ତ

ଦଶମନ୍ତପୁରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି…

64 ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ, ୯ ଟିର ହେଲା ତତ୍କାଳ ସମାଧାନ... କୋରାପୁଟ : ଦଶମନ୍ତପୁର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟଠାରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଣାଣିରେ

ସରକାରୀ ବିଦ୍ୟାଳୟରେ ମୌଳିକ ଭିତ୍ତିଭୂମି ଓ ଶିକ୍ଷକ ଅଭାବ ଚିନ୍ତା ଜନକ…

ଘରୋଇ ବିଦ୍ୟାଳୟ ଗୁଡ଼ିକର ସ୍ବାର୍ଥ ପାଇଁ ସରକାରୀ ସ୍କୁଲ ଗୁଡିକୁ ଅବହେଳା କରାଯାଉଛି: ମଞ୍ଚ ନିର୍ଭୁଲ ପାଠ୍ୟ ପୁସ୍ତକ ତୁରନ୍ତ ଯୋଗାଣ ସହ ୧୪ ଦଫା ଦାବି ପ୍ରଦାନ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ ବ୍ରହ୍ମପୁର : ବ୍ରହ୍ମପୁର ସହରର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ

କବିସୂର୍ଯ୍ୟନଗରରେ ଜିଲ୍ଲାସ୍ତରୀୟ ଜନଶୁଣାଣି

୧୫୫ଟି ଅଭିଯୋଗ ଦାଖଲ, ୪ଟିର ତତ୍କାଳ ସମାଧାନ କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ ମୁଖ୍ୟାଳୟଠାରେ ଆଜି ଜିଲ୍ଲାସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ୧୫୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୩୯ଟି ବ୍ୟକ୍ତିଗତ ସମସ୍ୟା ଓ ୧୬ଟି ଗ୍ରାମ

ବ୍ରହ୍ମପୁର ଉପଖଣ୍ଡ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ବ୍ରହ୍ମପୁର : ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନର ନିରବଚ୍ଛିନ୍ନ ପ୍ରକ୍ରିୟା ପରେ ବ୍ରହ୍ମପୁର ଉପଖଣ୍ଡରେ ବହୁ ପ୍ରତୀକ୍ଷିତ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି l ଏଥିନିମନ୍ତେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାଚନ ଉପବିଭାଗ ସମ୍ମିଳନୀ କକ୍ଷରେ ଏକ ବୈଠକ

ଗଞ୍ଜାମ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ : ଜିଲ୍ଲାରେ ୨୮ ଲକ୍ଷ ୧୦ ହଜାର ୯୫୧ ଜଣ ଭୋଟର ଚୂଡ଼ାନ୍ତ…

ବିଏଲଓ, ନିର୍ବାଚନ ଅଧିକାରୀଙ୍କ ପରିଶ୍ରମକୁ ସାଧୁବାଦ ଜଣାଇଲେ ଜିଲ୍ଲାପାଳ ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର ସମସ୍ତ

ମାଲକାନଗିରିରେ ସେବା ସଂକଳ୍ପ ଅଭିଯାନ ସମୀକ୍ଷା

ଜନଭାଗିଦାରୀ ଓ ଜନଜାତି ଶିକ୍ଷାର ବିକାଶ ଉପରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଗୁରୁତ୍ୱ, ଚିତ୍ରକୋଣ୍ଡାରେ ମାଛ ଚାଷ ଓ ଜିଲ୍ଲାରେ ଶିଳ୍ପଦ୍ୟୋଗୀ ସୃଷ୍ଟି ପାଇଁ ଆହ୍ୱାନ ମାଲକାନଗିରି : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସେବା ସଂକଳ୍ପ ଅଭିଯାନର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଅଧା ରାସ୍ତାରେ ଯୋଜନା ,ପଇସା ସରିଲା, ଯୋଜନା ସରିଲା; ହସ୍ତାନ୍ତର ଅପେକ୍ଷାରେ ପ୍ରଧାନିଗୁଡ଼ା ବଟାନିକାଲ୍ ଗାର୍ଡେନ

ମାଲକାନଗିରି : ସରକାରୀ ଅର୍ଥରେ ନିର୍ମିତ ପ୍ରଧାନିଗୁଡ଼ା ବଟାନିକାଲ୍ ଗାର୍ଡେନ ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ ହୋଇଛି। ବନ ବିଭାଗ ପକ୍ଷରୁ ଏହି ଉଦ୍ୟାନର କାର୍ଯ୍ୟ କେବେ ଆରମ୍ଭ ହୋଇଥିଲା, ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ, ସ୍ଥଳରେ ଥିବା ଫଳକରେ ୧୯/୦୧/୨୦୨୪ ତାରିଖ

ନୟାଗଡ଼ ସାମ୍ବାଦିକ ସଂଘର ନିର୍ବାଚନ ଫଳାଫଳ : ଇତିହାସ ରଚିଲେ ନୂତନ ସଭାପତି ରଜତ ଏବଂ ସମ୍ପାଦକ ଅନୱର

ନୟାଗଡ଼ : ନୟାଗଡ଼ ଜିଲ୍ଲା ହେଡ଼କ୍ୟାର୍ଟରରେ ଥିବା ସାମ୍ବାଦିକ ସଂଘ ତଥା ସାମ୍ବାଦିକ ଭବନରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନୂତନ ସଭାପତି ଭାବେ ରଜତ ପଟ୍ଟନାୟକ ଏବଂ ସମ୍ପାଦକ ଭାବେ ଅନୱର ଅଲ୍ଲୀ ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି l ଦୀର୍ଘ ବର୍ଷ ଧରି

ଜି. ପି. ଏସ- ସାନ କୁସ୍ଥଳୀ ରେ ‘ଉଲ୍ଲାସ’ର ମହକ, ଶିକ୍ଷାର ଆଲୋକରେ ଉଜ୍ଜ୍ୱଳ ହେଲା ସାନ କୁସ୍ଥଳୀ ଗ୍ରାମ…

ବ୍ରହ୍ମପୁର //ରଙ୍ଗେଈଲୁଣ୍ଡା : ଶିକ୍ଷା ହେଉଛି ସମାଜର ମେରୁଦଣ୍ଡ। ଶିକ୍ଷାର ଆଲୋକ ଅଜ୍ଞାନତାର ଅନ୍ଧକାରକୁ ଦୂର କରି ଜୀବନକୁ ଜ୍ଞାନର ଦୀପ୍ତିରେ ଆଲୋକିତ କରେ। ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ‘ଉଲ୍ଲାସ–ନବ ଭାରତର ଏକ ପ୍ରୟାସ’ ଶୀର୍ଷକରେ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ସାନ କୁସ୍ଥଳୀ ଜି ପି