Browsing Category

ବିଶେଷ ଖବର

ଭାଷା ଓ ଅସ୍ମିତା ର ସ୍ୱର ଗଞ୍ଜାମ ଭାଷା ସମ୍ମିଳନୀ ଆୟୋଜନ ଐତିହାସିକ ସ୍ମରଣୀୟ ହୋଇ ରହିବ…

ବ୍ରହ୍ମପୁର : ଐତିହାସିକ ସ୍ମାରକୀ ର ସ୍ୱାକ୍ଷର ବହନ କରୁଥିବା ଉତ୍କଳ ଆଶ୍ରମ ପରିସର ରେ "ଗଞ୍ଜାମ ଭାଷା ସମ୍ମିଳନୀ" ଭାଷା ଆନ୍ଦୋଳନ ବ୍ରହ୍ମପୁର, ସଭାପତି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଆଜି ସନ୍ଧ୍ୟା ରେ ଅନୁଷ୍ଠିତ ହୋଇ ଯାଇଛି। ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ

ନେସନାଲ ଟିଚର ଆୱ୍ବାର୍ଡ ପାଇଁ ଯୋଗ୍ୟ ବିବେଚିତ ହେଲେ ଡ: ଦ୍ବିତୀଚନ୍ଦ୍ର ସାହୁ…

ଭୁବନେଶ୍ୱର : ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶୀକ୍ଷକରାୟଗଡା ଜିଲ୍ଲା ପଦ୍ମପୁର ବିଜୟାନନ୍ଦ ହାଇସ୍କୁଲର ପୂର୍ବତନ ଛାତ୍ର, ସେଜଣେ ସୁ ସାହିତ୍ଯିକ ,ଗାଳ୍ପିକ ଡ: ଦ୍ବିତୀଚନ୍ଦ୍ର ସାହୁ ସର୍ବ ଭାରତୀୟ ନେସନାଲ ଶୀକ୍ଷକ ଆୱ୍ବାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଯାହାକୁ ନେଇ

ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇଛନ୍ତି। ୧୫ ବର୍ଷ ସତ୍ତାରେ ରହିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ଏପରିକି ଶେଖ୍ ହସିନା ମଧ୍ୟ ଦେଶ ଛାଡ଼ି ବିଦେଶ ପଳାଇ ଯାଇଥିବା ଚର୍ଚ୍ଚା ହେଉଛି। ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦେଶରେ ଚାଲିଥିବା

ସଫଳ ହେଲା ଭରତଙ୍କ ସ୍ବପ୍ନ, ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଟାଙ୍ଗରା ଭୂଇଁ ପାଲଟିଲା ଫଳ ଉଦ୍ୟାନ…

ବ୍ରହ୍ମପୁର, ୩ ୧ /୦୫: ଛତ୍ରପୁର ଅନ୍ତର୍ଗତ ବିପିଲିଙ୍ଗି ଗ୍ରାମର ଚାଷୀ ଭରତ ରେଡ୍ଡୀଙ୍କ ସ୍ବପ୍ନ ପୂରଣ ହୋଇଛି। ଟାଟା ଷ୍ଟିଲ ଫାଉଣ୍ଡେସନର (ଟିଏସ୍ଏଫ୍) ସହଯୋଗ ଓ ନିଜର କଠିନ ପରିଶ୍ରମ ଦ୍ଵାରା ସେ ପ୍ରାୟ ଦେଢ଼ ଏକରରୁ ଊର୍ଦ୍ଧ୍ୱ ଜମିରେ ଫଳାଇ ପାରିଛନ୍ତି ସୁନାର ଫସଲ। ଦିନେ ଟାଙ୍ଗରା

ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ପାଇଲେ ନନ୍ଦୀ ପୁରସ୍କାର…

ବ୍ରହ୍ମପୁର, ତା. ୧୪/୦୪ : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଟ କଳାକାର ମହାସଂଘ' ସଭାପତି ସୀମାନ୍ତ ନଟରାଜ ଡା ତିରୁପତି ସାହୁ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ସ୍ଥିତ 'ଧର୍ମଂଚରା କମ୍ୟୁନିଟି ହଲ୍' ପରିସରରେ ଗ୍ଳୋବାଲ୍ କ୍ରିଏଟିଭ୍ ଆର୍ଟସ୍ ଏକାଡେମୀ (ଆମେରିକା) ଓ

ଉଦ୍ୟାନ କୃଷି ବିଭାଗ, ଫୁଲବାଣୀ ସହାୟତାରେ ଢ଼ିଙ୍ଗୀରି ଛତୁ ଚାଷ କରି ୧୩ ମହିଳା ସ୍ବାବଲମ୍ବୀ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ବିଶିପଡା ଗ୍ରାମ ପଞ୍ଚାୟତର ଦେହୁରୀ ସାହି ର ମା ସୀତା ଠାକୁରାଣୀ ସ୍ବୟଂ ସହାୟିକା ଗୋଷ୍ଠୀର ୧୩ ଜଣ ସଦସ୍ୟା ଏବେ ଢ଼ିଙ୍ଗୀରିଛତୁ ଚାଷ କରି ବେଶ୍ ସଫଳ ହୋଇଛନ୍ତି l ଆର୍ଥିକ ବର୍ଷ ୨୦୨୩-୨୪ ଏମାନେ ନିଜ ସ୍ଵୟଂ ସହାୟକ ଗୋଷ୍ଠୀ ଗୃହରେ

ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ…

ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ। ୩୪ ବର୍ଷୀୟ ଗାବ୍ରିଏଲ୍‌ ଅଟ୍ଟାଲଙ୍କୁ ମଙ୍ଗଳବାର ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ନିଯୁକ୍ତ କରିଛନ୍ତି। ଗାବ୍ରିଏଲ ଏବେ ଫ୍ରାନ୍ସର ଯୁବ ଓ ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ…

ପ୍ରତିକୂଳ ପରିସ୍ଥିତିରେ ସଫଳତାର ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀନିବାସ…

ମାଲକାନଗିରି/ଚିତ୍ରକୋଣ୍ଡା:(୨୭/୧୧) ସମସ୍ତ ପ୍ରକାରର ସାଧନୀ ଥାଇ ମଧ୍ୟ ଅନେକ ସମୟରେ ସେଭଳି କୌଣସି ବିରାଟ ସିଦ୍ଧି ଦେଖାଯାଇ ପାରେନି ହୁଏତ ତାହା ସାଧନାର ଅଭାବ ବା ଅଧ୍ୟବସାୟର ଅଭାବ କିମ୍ବା ମନୋବଳର ଅଭାବ ହୋଇଥାଇପାରେ । କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ସମ୍ଭାବନାରେ ଯେ ନୂତନ