Browsing Category

ସମ୍ପାଦକୀୟ

ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ପୁନର୍ଗଠନ :କିଏ ହେବେ ନୂଆ ମନ୍ତ୍ରୀ ? ଚର୍ଚ୍ଚାରେ ଗଞ୍ଜାମର ୩ ବିଧାୟକ…

ଭୁବନେଶ୍ୱର : ଆସନ୍ତା କାଲି (ସମବାର ) ହେବ ମନ୍ତ୍ରୀମଣ୍ଡଳର ପୁର୍ନଗଠନ । ସୋମବାର ସକାଳେ ଲୋକସେବା ଭବନରେ ହେବ ଶପଥଗ୍ରହଣ ଉତ୍ସବ ହେବ । ଏପଟେ କେଉଁ କେଉଁ ମନ୍ତ୍ରୀ ଶପଥ ନେବେ ଓ କାହାର ବିଭାଗ ବଦଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ଶୁକ୍ରବାର ଦିନ ମନ୍ତ୍ରୀମଣ୍ଡଳରୁ

ନକଲି ପାଠରେ ଅସଲି ଚାକିରୀ

ଜୟନ୍ତ ପଟ୍ଟନାୟକ ଆଜିକାର ଯୁଗ ନାଁ ସିନା ଡିଜିଟାଲ, ଆମେ ସେଇ ପ୍ରସ୍ତର ଯୁଗର ସଭ୍ୟତାରେ ରହି ଯାଇଛେ ଲାଗୁଛି । କାରଣ ଏବେ ବି ସେଇ ଭୂତ, ପ୍ରେତ, ଡାହାଣୀ, ଚିରୁଗୁଣୀ, ଗୁଣି,ଗାରେତି-ରେ ଆମର ଅଖଣ୍ଡ ବିଶ୍ଵାସ ! ଗାଁ ଗହଳି କଥା ଛାଡ,ସହରତଳି ଅଞ୍ଚଳରେ ମଧ୍ୟ ଗୁଣିଆ, ଚେଙ୍କ ବାଲା,ଠକ

ଅଣ ଓଡ଼ିଆଙ୍କ ହାତରେ ଓଡ଼ିଶାର ଭାଗ୍ୟ…

ହରିହର ତ୍ରିପାଠୀ ୧୯୧୭ ମସିହାରେ ବ୍ରିଟିଶ ପାର୍ଲାମେଣ୍ଟ ମିଷ୍ଟର ମଣ୍ଟେଗୁଙ୍କୁ ଭାରତର ଶାସନ ସଂସ୍କାର ବିଷୟରେ ଖସଡା ପ୍ରସ୍ତୁତ କରିବାପାଇଁ ପଠାଇଲା । ସେତେବେଳେ ଭାରତର ବଡଲାଟ ଥିବା ମିଷ୍ଟର ଚେମ୍ସଫୋର୍ଡଙ୍କ ସହ ମିଶି ମଣ୍ଟେଗୁ ଗୋଟିଏ ରିପୋର୍ଟ ପ୍ରସ୍ତୁତ କଲେ । ସେଥିରେ ସେମାନେ

ବିଜ୍ଞାନ ଲୋକାଭିମୁଖୀ ହେବା ଆବଶ୍ୟକ…

ହରିହର ତ୍ରିପାଠୀ ବିଜ୍ଞାନ ଏକ ବିଦ୍ୟା ନୁହେଁ ବରଂ ଏକ ଧାରା, ଏକ ମାର୍ଗ । ବିଜ୍ଞାନକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଜାତୀୟ ବିଜ୍ଞାନ ଦିବସ ପାଳନ ଅନ୍ୟତମ । ଭାରତର ବିଶିଷ୍ଟ ବୈଜ୍ଞାନିକ ତଥା ନୋବେଲ ପୁରସ୍କାର ବିଜେତା

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସିଦ୍ଧାନ୍ତ ଙ୍କ ଆବିର୍ଭାବ ଓ ପ୍ରଦୀପ ଙ୍କ ପୁନରୁତ୍ଥାନ ପରେ ଚର୍ଚ୍ଚା ଜୋର…

ଆସୁଛି ୨୦୨୪ ନିର୍ବାଚନ, ପ୍ରଦୀପଙ୍କ ପାଇଁ ସତର୍କ ଘଣ୍ଟି ବ୍ରହ୍ମପୁର : ଆଗକୁ ଆସୁଛି ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ । ସେଥିପାଇଁ ରାଜ୍ୟରେ ପୁଣି ଥରେ କ୍ଷମତା ହାସଲ କରି ସରକାର ଗଠନ ଲକ୍ଷ୍ୟରେ ରହିଛି ବିଜେଡି । ତେଣୁ ନିର୍ବାଚନ ପୂର୍ବରୁ ନିଜର ସଂଗଠନକୁ ମଜବୁତ କରିବାରେ

ଶିବ ସାଧନା ନୁହେଁ, ସାରା ଦେଶରେ ଚାଲିଛି ଶବ ସାଧନା !

ହରିହର ତ୍ରିପାଠୀ ଆଜି ଶିବରାତ୍ରୀ । ଭଗବାନଙ୍କ ଶଙ୍କରଙ୍କ ଆରାଧନାର ଦିବସ । ଦେଶ ଓ ରାଜ୍ୟର ସବୁ ଶିବମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ । ଆଶୁତୋଷଙ୍କୁ ସନ୍ତୁଷ୍ଟ କରିବା ସହଜ ବୋଲି ଭକ୍ତମାନେ ଏହି ବ୍ରତଟିକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି । ତ୍ୟାଗର ଦେବତାଙ୍କ ପାଖେ ଭୋଗ ଲାଗି

୨୦୨୩ – ନବବର୍ଷ ସକାଶେ ବିଶ୍ୱପିତା ଶିବ ପରମାତ୍ମାଙ୍କ ଦିବ୍ୟ ସନ୍ଦେଶ…

ବ୍ରହ୍ମପୁର : ଗିରିରୋଡ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ସେବାକେନ୍ଦ୍ର ତରଫରୁ ନବବର୍ଷ ୨୦୨୩ ଉପଲକ୍ଷେ ସର୍ବ ମନୁଷ୍ୟ ଆତ୍ମାଙ୍କୁ ଚିନ୍ତାମୁକ୍ତ, ବିଘ୍ନ ଓ ସମସ୍ୟାମୁକ୍ତ ଜୀବନଯାପନ ଉଦ୍ଦେଶ୍ୟରେ ବିଶ୍ୱପିତା ପରମାତ୍ମା ଶିବଙ୍କ ଦିବ୍ୟ ସନ୍ଦେଶ

ଗଣମାଧ୍ୟମ ଲୋକଙ୍କ ପାଇଁ, ଲୋକ ମାନଙ୍କର ଓ ଲୋକଙ୍କ ଦ୍ବାରା ବିଚାର ଅକ୍ଷୁର୍ଣ୍ଣ ରହୁ…

(ଜାତୀୟ ପ୍ରେସ୍ ଦିବସ ଅବସରରେ ପଦେ...) ଜାତୀୟ ପ୍ରେସ୍ ଦିବସ ପାଳନ କରିବା ଗଣମାଧ୍ୟମ ସହିତ ଯୋଡ଼ି ହୋଇଥିବା ପ୍ରତ୍ୟେକ ବ୍ଯକ୍ତି ବିଶେଷ ଙ୍କ ପାଇଁ ଗୌରବ ଦିନ। ଦୈନିକ ଗାଁ ରୁ ସହର ଦେଶ ବିଦେଶ ପର୍ଯ୍ୟନ୍ତ ଖବର ସଂଗ୍ରହ କରି ଲୋକ ମାନଙ୍କ ପାଖରେ ନୈତିକ ଦାୟିତ୍ୱ ବହନ କରି

ଚନ୍ଦ୍ରଗ୍ରହଣ ରେ ହେତୁ ବାଦୀ ଙ୍କୁ କଡ଼ା ବିରୋଧ କରି ଜବାବ୍ ଦେଲେ ପରମ୍ପରା ବାଦୀ…

ସବୁ ବର୍ଗରେ ନିନ୍ଦା ଓ ବୁଦ୍ଧିଜୀବୀ ମହଲରେ କ୍ଷୋଭ... ବ୍ରହ୍ମପୁର : ହେତୁବାଦୀ ସଙ୍ଗଠନ ପକ୍ଷରୁ ଚନ୍ଦ୍ରଗ୍ରହଣରେ ଆୟୋଜିତ ସାମୁହିକ ଭୋଜନ କାର୍ଯ୍ୟକ୍ରମ କୁ ତୀବ୍ର ବିରୋଧ କରିଛି ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି।ଏଥିପାଇଁ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି।