Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଅମ୍ବୃତେଶ୍ୱର ଦେଵଙ୍କ ୪୮ତମ ବିଶ୍ଵ ଶାନ୍ତି ମହାଯଜ୍ଞ ଉଦଯାପିତ…
ନୟାଗଡ଼ ନିଃସର୍ତ୍ତ ନିୟୁଜ ,୩୧/୦୩(ନିସର୍ତ୍ତ):ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ନୃସିଂହ ପୁର ଟାଙ୍ଗୀ ସାହିର ଆରଧ୍ୟ ଦେବ ପ୍ରଭୁ ଶ୍ରୀ ଅମ୍ବୃତେଶ୍ୱର ଦେଵଙ୍କ ୪୮ତମ ବିଶ୍ଵ ଶାନ୍ତି ମହାଯଜ୍ଞ ସତ୍ୟ ନାରାୟଣ ମହାପାତ୍ରଙ୍କ ଆବାହକତ୍ୱରେ ଅମ୍ବୃତେଶ୍ୱର ଦେଵଙ୍କ!-->…
ବାସନ୍ତି ମାଙ୍କ ପୂଜା – ଧାର୍ମିକ, ସାମ୍ପ୍ରଦାୟିକ ଓ ଭାଇଚାରାର ପ୍ରତୀକ…
ଉମରକୋଟ / ରାଇଘର ( ୨୬/୦୩/୨୦୨୬) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ, ଗଞ୍ଜାପାରା ପଞ୍ଚାୟତ ଅନ୍ତର୍ଗତ ହାତୀବେନା ୩୧/ଏ ଡିଏନକେ ଗ୍ରାମରେ. ମହାଧୁମଧାମରେ ପାଳିତ ହେଉଛି ଶ୍ରୀ ଶ୍ରୀ ବାସନ୍ତି ମାଙ୍କ ପୂଜା। ଶ୍ରୀ ଶ୍ରୀ ବାସନ୍ତି ମାଙ୍କ ପୂଜା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ, ବରଂ!-->…
ଫୈଜାନେ-ଏ-ତାଜୁ ଶରିଆ ସୁନ୍ନି ଜାମା ମସଜିଦ କମିଟି ତରଫରୁ ଇଫତାର ପାର୍ଟିର ଆୟୋଜନ…
ବୀରମିତ୍ରପୁର :ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ସୁନ୍ନି ଜାମା ମସଜିଦର ଖେଳ ପଡ଼ିଆରେ ଏକ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ କାରୀ ସଦ୍ଦାମ ଜମାଲି ସାହିବ ଏବଂ ତାଙ୍କ ସହଯୋଗୀ, ଏମଡି ସୀମାବ ଖାନ, ଆୟନ ରାଜା, ତହସୀନ ରାଜା, ଜାନୁ ଆଲାମ, ଫୈସଲ ଖାନ, ହାଇଦର!-->…
ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ
ଆସିକା :-୧୫/୦୩/୨୬ ଦକ୍ଷିଣ ଓଡିଶା ର ଅଧିଷ୍ଠାତ୍ରୀ ତଥାଆସିକାର ଆରାଧ୍ୟ ଦେବୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ ହୋଇଛି lଅପରାହ୍ନ ମାହେନ୍ଦ୍ର ବେଳାରେ ତିଥି ଓ ନକ୍ଷତ୍ର ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ ପାଇଁ ମା ଙ୍କ ଠାରେ ପୂଜା ଅର୍ଚନା ଅନୁଷ୍ଠିତ ହୋଇଥିଲା!-->…
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା: ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ପାଟଖଣ୍ଡା
ବାଲିଗୁଡା, ତା, ୧୦/୦୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଯାଇଛି | ଏହି ଅବସରରେ ପ୍ରଥମ ମଙ୍ଗଳ ବାର ରେ ମା'ପାଟଖଣ୍ଡା ମନ୍ଦାର ମାଳିନୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l ସମଗ୍ର କନ୍ଧମାଳ!-->…
ଚନ୍ଦ୍ରମlଦେଇପୁରରେ ୩ୟ ବାର୍ଷିକ ବିଶ୍ୱଶlନ୍ତି ଶ୍ରୀମଦ ଗୀତା ମହାଯଜ୍ଞ ଅନୁଷ୍ଠିତ..
(କଳସ ଯାତ୍ରାରେ ଯୋଗଦେଲେ ଶତାଧିକ ବ୍ରତଧାରୀ)
ନୟାଗଡ଼, ୨୫/୧(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମପଞ୍ଚୟତ ଅନ୍ତର୍ଗତ ଚନ୍ଦ୍ରମା ଦେଇପୁର ଗ୍ରାମସ୍ଥିତ ମା, ବ୍ରlହ୍ମଣୀ ଦେବୀଙ୍କ ପୀଠରେ ନୟାଗଡ଼ସ୍ଥିତ ଶ୍ରୀ ଯୋଗବେଦାନ୍ତ ସମିତି ଓ ଚନ୍ଦ୍ରମlଦେଇପୁରୁ!-->!-->!-->…
ଅଷ୍ଟ ପ୍ରହରୀ ହରେ ରାମ, ହରେ କୃଷ୍ଣ ନାମ ଯଜ୍ଞ ଭକ୍ତି ଓ ଆଧ୍ୟାତ୍ମିକ ଚେତନାର ମହାମିଳନ…
ଉମରକୋଟ / ରାଇଘର (୪/୧/୨୦୨୬) : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ପଞ୍ଚାୟତର ବିରିପୁର ଡିଏନକେ (DNK) ୩୧/ବି ଗ୍ରାମରେ ଗତ ୩/୧/୨୦୨୬ ତାରିଖରେ ମହା ଧୁମଧାମ ଓ ଭକ୍ତିମୟ ପରିବେଶ ମଧ୍ୟରେ ଅଷ୍ଟ ପ୍ରହରୀ “ହରେ ରାମ, ହରେ କୃଷ୍ଣ” ନାମ ଯଜ୍ଞ ଆରମ୍ଭ ହୋଇ, ଆଜି ଭୋର!-->…
ଆଲୋକର ପର୍ବ ଦୀପାବଳିରେ କୋଦଭାଟାର ମା ଶ୍ୟାମା କାଳୀ ପୂଜା ଧୁମଧାମ ରେ ପାଳିତ…
ଉମରକୋଟ / ରାଇଘର, :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ଅନ୍ତର୍ଗତ କୋଦଭାଟା ସାହିରେ ଥିବା ମା କାଳୀ ମନ୍ଦିର ପ୍ରାଙ୍ଗଣରେ ଏ ବର୍ଷ ମା ଶ୍ୟାମା କାଳୀ ପୂଜା ଧର୍ମିୟ ଉତ୍ସାହ ଓ ହର୍ଷଉଲ୍ଲାସର ମଝିରେ ମହା ଧୁମଧାମରେ ଅନୁଷ୍ଠିତ ହୋଇଛି। ବିଗତ କାଲି ରାତିରେ ମାଙ୍କ ପୂଜା ଶାସ୍ତ୍ରୋକ୍ତ ଭାବରେ!-->…
ଧୋଦ୍ରା ଗ୍ରାମଠାରେ ମାଝୀ ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ…
ଉମରକୋଟ / :-( ୧୮/୦୯/୨୦୨୫) ଭାରତ ବର୍ଷ ଏକ କୃଷିପ୍ରଧାନ ଦେଶ। ଆମ ଓଡ଼ିଶା ରାଜ୍ୟରେ ବସବାସ କରୁଥିବା ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ସେଥିପାଇଁ କୃଷି ସମ୍ପର୍କିତ ପର୍ବଗୁଡ଼ିକ ଓଡ଼ିଆ ସଂସ୍କୃତିରେ ବିଶେଷ ମାନ୍ୟତା ରଖିଥାଏ। ପଶ୍ଚିମ ଓଡ଼ିଶାର ମୁଖ୍ୟ ଗଣପର୍ବ ନୂଆଖାଇ କେବଳ ସେଠିକି!-->…
ବ୍ରହ୍ମପୁର ରେ ଇଦ୍-ମିଲାଦୁନ ନବୀ ପାଳିତ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସିଲକ୍କ ସିଟି ବ୍ରହ୍ମପୁର ଠାରେ ମହାପୁରୁଷ ମହମ୍ମଦଙ୍କ ୧୫୦୦ ତମ ଇଦ୍- ମିଲାଦୁନ ନବୀ ଜାମିଆ ମସଜିଦ ଠାରୁ ପ୍ରଜ୍ଞାପନ ମେଢ଼ ମକ୍କା ମଦିନା, ଇସ୍ଲାମିକ ଓ ଜାତୀୟ ପତାକା ଉତ୍ତୋଳନ କରି ସଦଭାବନା ପୂର୍ଣ୍ଣ ରେଲି ବାହାରି ଦଳୁଆ ସାହି, ପୁରୁଣା!-->!-->!-->…