ଫୈଜାନେ-ଏ-ତାଜୁ ଶରିଆ ସୁନ୍ନି ଜାମା ମସଜିଦ କମିଟି ତରଫରୁ ଇଫତାର ପାର୍ଟିର ଆୟୋଜନ…

add-all

ବୀରମିତ୍ରପୁର :ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ସୁନ୍ନି ଜାମା ମସଜିଦର ଖେଳ ପଡ଼ିଆରେ ଏକ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ କାରୀ ସଦ୍ଦାମ ଜମାଲି ସାହିବ ଏବଂ ତାଙ୍କ ସହଯୋଗୀ, ଏମଡି ସୀମାବ ଖାନ, ଆୟନ ରାଜା, ତହସୀନ ରାଜା, ଜାନୁ ଆଲାମ, ଫୈସଲ ଖାନ, ହାଇଦର ଅନସାରୀ, ତାଜ ଖାନ, ଆକିବ ଅହମ୍ମଦ, ଜାହିଦ ଖାନ, ମୌଲାନା ଶାହ ଇମାମ, ଏବଂ ଜାମା ମସଜିଦ ଇମାମ ସାହିବଙ୍କ ସମର୍ଥନରେ ଆୟୋଜିତ ହୋଇଥିଲା ! ବୀରମିତ୍ରପୁର ଅଞ୍ଚଳର ସମସ୍ତ ଉପବାସ ରଖୁଥିବା ମୁସଲିମ ଭକ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଥିଲା ! ଶହ ଶହ ପୁରୁଷ ଏବଂ ଛୋଟ ପିଲା ଇଫତାର ପାର୍ଟିରେ ଯୋଗ ଦେଇଥିଲେ, ଯାହା ଭାଇଚାରା ଏବଂ ବନ୍ଧୁତାର ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲା !

ad-week
Leave A Reply

Your email address will not be published.