ବାଇଡେନଙ୍କୁ ସାଧାରଣତନ୍ତ୍ର ଦିବସ ପାଇଁ ମୋଦିଙ୍କ ନିମନ୍ତ୍ରଣ…

ଆସନ୍ତା ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ତାଙ୍କୁ ଜାନୁଆରୀ ୨୬ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିକଟରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଶେଷ…

ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ୍ ମାଓବାଦୀ ମଧ୍ୟରେ ଗୁଳିବିନିମୟ। ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ। ନାହାଡ଼ି ଜାଙ୍ଗଲରେ ଆଜି ସକାଳୁ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ଖବର ପାଇ…

କାନାଡା ଛାଡ଼ିବାକୁ ଭାରତୀୟ ହିନ୍ଦୁଙ୍କୁ ଆତଙ୍କବାଦୀ ପନ୍ନୁର ଧମକ…

ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ତିକ୍ତତା ଚରମସୀମାରେ ପହଞ୍ଚି ଯାଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ମୃତ୍ୟୁକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୀତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏବେ ଏହାର ଫାଇଦା ଉଠାଇ ବିଦ୍ୱେଷ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ…

ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଲା ଶ୍ରୀଜଗନ୍ନାଥ ସେନା…

ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦୁଆର ଖୋଲାଯିବା ପ୍ରସଙ୍ଗ  । ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା। କାଳିଆ ଠାକୁର ଓ ତାଙ୍କ ଭକ୍ତଙ୍କ ପାଇଁ ଗୋଟିଏ ଦିନ ଅଖଚକ ବନ୍ଦ କରାଯିବ ବୋଲି…

ଶୁକ୍ରବାର ଚନ୍ଦ୍ରପୃଷ୍ଠରେ ସକାଳ ହେବ, ପୁଣି କାର୍ଯ୍ୟ କରିବକି ବିକ୍ରମ-ପ୍ରଜ୍ଞାନ… ?

ସରିବାକୁ ଯାଉଛି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ କୃଷ୍ଣପକ୍ଷ। ଇସ୍ରୋର ଚନ୍ଦ୍ରଯାନ-3 ଅବତରଣ କରିଥିବା ଅଞ୍ଚଳରେ ଆସନ୍ତା ଶୁକ୍ରବାର ରାତି ପାହିବ। ସେଠାରେ ସକାଳ ହେଲେ ଇସ୍ରୋ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନକୁ ଜାଗ୍ରତ କରିବାକୁ ଚେଷ୍ଟା କରିବ।…

ଭାଲୁ ଆକ୍ରମଣ ବୃଦ୍ଧାଙ୍କ ମୃତ୍ୟୁ

ଆନନ୍ଦପୁର: ଭାଲୁ ଆକ୍ରମଣ ଜଣେ ବୃଦ୍ଧାଙ୍କ ମୃତ୍ୟୁ । କେନ୍ଦୁଝର ଆନନ୍ଦପୁର ଥାନା ପଣସଡିହା ପଞ୍ଚାୟତ ଡୁମରିଡିହା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ସୁମୀ ଘାଗରାଇ । ସେ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବା ବେଳେ ସେଠାରୁ ଫେରି ବାଟରେ ଛତୁ ତୋଳୁଥିଲେ ।…

ମହିଳା ସଂରକ୍ଷଣ ବିଲ୍‌କୁ ସୋନିଆ ଗାନ୍ଧିଙ୍କ ସମର୍ଥନ…

ମହିଳା ସଂରକ୍ଷଣ ବିଲ୍‌ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଆଜି ଲୋକସଭାରେ ବିତର୍କ ଆରମ୍ଭ ହୋଇଛି। ବିତର୍କ ବେଳେ ଶ୍ରେୟ ନେବାକୁ ବିଜେପି ଓ କଂଗ୍ରେସ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ପ୍ରଥମ ଭକ୍ତା ଭାବେ ସୋନିଆ ଗାନ୍ଧି ନିଜର ପକ୍ଷ…

ବାଲୁକା କଳାରେ ନୂଆଁଖାଇ ଜୁହାର ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ…

ପୁରୀ: ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ପର୍ବ  ନୂଆଁଖାଇ  ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଛି  ।   ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ ଲିପାପୋଛା କରାଯାଇଛି  । ଘରେ ଘରେ…

କାନାଡାରେ ରହୁଥିବା ଛାତ୍ରଛାତ୍ରୀ ଏବଂ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଭାରତ ସରକାର

ବଢୁଛି ଭାରତ-କାନାଡା ମଧ୍ୟରେ ତିକ୍ତତା। କାନାଡାରେ ରହୁଥିବା ଛାତ୍ରଛାତ୍ରୀ ଏବଂ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଭାରତ ସରକାର। ଏନେଇ ଆଜି ଏକ ସତର୍କତା ଜାରି କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ…

ଗଣେଶ ପୂଜା ଭୋଗ ଖାଇ ୩୫ରୁ ଅଧିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି…

ସୋର : ଗଣେଶ ପୂଜା ଭୋଗ ଖାଇ ୩୫ ରୁ ଅଧିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି। ବାହାନଗା ବ୍ଲକ ପଣପଣା ପଂଚାୟତ ସରସତିଆ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଗତକାଲି ଗଣେଶ ପୂଜା ଭୋଗ ଖାଇ ଅସୁସ୍ଥ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଏହି ଗ୍ରାମର…