ସ୍କୁଲ୍ ପିଲାଙ୍କୁ ସୋଶାଲ୍ ମିଡିଆ ବାରଣ ହେବା ଦେଶ ପାଇଁ ଭଲ: କର୍ଣ୍ଣାଟକ ହାଇକୋର୍ଟ
ସମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନେକ ସମୟରେ ତର୍କ-ବିତର୍କ ହୁଏ। ବିଶେଷ କରି ଛୋଟ ପିଲାଙ୍କର ବ୍ୟବହାରକୁ କିପରି ରୋକାଯାଇ ପାରିବ ସେନେଇ ଅଧିକ ଚିନ୍ତା ଉପୁଜେ। ଏହାରି ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ…