ନିଲମ୍ବନ ପରେ ମୁହଁ ଖୋଲିଲେ ମନ୍ମଥ; କହିଲେ, ‘ଭଲ ହେଲା

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବିତ ହେଲା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କହିଲେ, ‘ଦଳରୁ ବାହାର କରି କରି ଭଲ କଲେ । ମତେ ଆଗକୁ ଯିବା ପାଇଁ ରାସ୍ତା ଦେଖାଇ ଦେଲେ ।’ ଦଳରେ ଥାଇ ଦଳ ବିରୋଧୀ ମନ୍ତବ୍ୟ ଦେବା ପରେ ଜଟଣୀ ବିଧାୟକ…

ବେଙ୍ଗାଲୁରୁ ବିମାନବନ୍ଦରରେ ବ୍ୟାଗ୍‌ରୁ ମିଳିଲା ୭୨ଟି ଛୁଆ ଅଜଗର! ୬ଟି ମୃତ ମାଙ୍କଡ଼ ମଧ୍ୟ ଜବତ

ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବ୍ୟାଗରୁ ମିଳିଛି ୭୨ଟି ବିଦେଶୀ ସାପ। ଏହାସହିତ ୬ଟି କାପୁଚିନ୍ ମାଙ୍କଡ଼ର ମୃତଦେହ ମଧ୍ୟ ଜବତ କରାଯାଇଛି। କଷ୍ଟମ୍‌ ଅଧିକାରୀଙ୍କ ସୂଚନା ମୁତାବକ, ବିମାନବନ୍ଦରରୁ ୫୫ଟି ବଲ୍ ଅଜଗର ସହିତ ୧୭ଟି ଅହିରାଜ…

ଗରା, ମାଠିଆ ରଖି ରାଜରାସ୍ତା ଅବରୋଧ କଲେ ଶତାଧିକ ମହିଳା…

ଗଞ୍ଜାମ: ଖରାଦିନେ ପାଣି ଅଭାବର କଥା ଶୁଣିଛନ୍ତି କିନ୍ତୁ ବର୍ଷା ଦିନେ ପାଣି ସମସ୍ୟା କଥା କେବେ ଶୁଣିଛନ୍ତି କି ? ରାଜ୍ୟରେ ଲଗାଣ ବର୍ଷା ଜନଜୀବନକୁ ଦୁର୍ବିସହ କରୁଥିବା ଥିବା ବେଳେ ଲୋକେ ପାଣି ପାଇଁ ଆନ୍ଦୋଳନ କରିଛନ୍ତି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜଗନ୍ନାଥ…

ଦିଲ୍ଲୀରେ ପହଞ୍ଚିଲେ ବ୍ରିଟେନ୍‌ ପିଏମ୍‌ ରୁଷି ସୁନକ୍‌, ଜାପାନ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ମଧ୍ୟ ଆସିଲେ

ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ରାଜଧାନୀ ଦିଲ୍ଲୀ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରୁଷି ସୁନକ୍‌ ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ତଥା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର…

ଟ୍ରେନ୍‌ ଆଗକୁ ଡେଇଁ ଯୁବକ-ଯୁବତୀ ଜୀବନ ହାରିବା ଘଟଣା ! ପୋଲିସ୍‌ର ତନାଘନା ଆରମ୍ଭ…

ପୁରୀ: ପୁରୀରେ ଟ୍ରେନ୍ ଆଗକୁ ଡେଇଁ ଯୁବକ-ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ । କାହିଁକି ଜୀବନ ହାରିଲେ ତନାଘନା ତଦନ୍ତ କରୁଛି ରେଳବାଇ ଥାନା ପୋଲିସ । ଗତକାଲି ପୁରୀ ରେଳ ଷ୍ଟେସନ ପ୍ଲାଟଫର୍ମ ନିକଟରେ ଏହି ଘଟଣା ଘଟିଥିଲା । ତାଳବଣିଆ ଲେଭଲ କ୍ରସିଂଠାରୁ ୨୦୦…

ଜି୨୦ ରାତ୍ରିଭୋଜନକୁ ଯିବି କେମିତି? ନିମନ୍ତ୍ରଣ କରି ଦିଲ୍ଲୀକୁ ନୋ ଫ୍ଲାଇଂ ଜୋନ୍ କରିଛନ୍ତି: ଭୂପେଶ ବାଘେଲ

ରାୟପୁର: ୨୦୨୩ ପାଇଁ ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଦେଶରୁ ଆସୁଥିବା ସବୁ ଅତିଥିଙ୍କ ପାଇଁ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରିଭୋଜନର ଆୟୋଜନ…

ଲୋକଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା, ଗ୍ରାମ୍ୟ ବ୍ୟାଙ୍କରେ ଲୋକଙ୍କ ଭିଡ଼…

କେନ୍ଦ୍ରାପଡା : ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା। ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼। ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବାଟିପଡା ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ । ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ଲକ୍ଷ ଲକ୍ଷ…

ଏନଏସି ଅଞ୍ଚଳରେ ମୌଳିକ ସୁବିଧା ମିଳୁନଥିବା କୁ ନେଇ ଅଭିଯୋଗ

ହିନ୍ଦୋଳ : ୧୨ ଘଣ୍ଟିଆ ହିନ୍ଦୋଳ ବନ୍ଦ  । ହିନ୍ଦୋଳ ଏନଏସିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି  । ସକାଳ ୭ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ବିଜେପି ବନ୍ଦ ଡାକରା ଦେଇଛି । ହିନ୍ଦୋଳ ଏନଏସିର ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଏହି ବନ୍ଦ ପାଳନ…

ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନଙ୍କ ପରଲୋକ…

ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କର୍ଣ୍ଣାଟକାର ମହୀଶୂର ସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା…

ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷାର ଓଏମଆର ସିଟ ୱେବସାଇଟରେ ଉପଲବ୍ଧ

ଭୁବନେଶ୍ୱର: ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷାର ଓଏମଆର ସିଟ ଉପଲବ୍ଧ। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ ହେଉଛି ଓଏମଆର ସିଟ। www.bseodisha.ac.in ୱେବସାଇଟରେ ହେଉଛି ଉପଲବ୍ଧ। ପରୀକ୍ଷାର୍ଥୀ…