୨୦ ଦିନର ପୁଅକୁ ମାରିଦେଲା ମା…
କେନ୍ଦୁଝର : ମାଆ ନାଁରେ କଳଙ୍କ! ୪ ବର୍ଷ ତଳେ ନିଜ ଗର୍ଭରୁ ଜନ୍ମ ହୋଇଥିବା ବର୍ଷକର ଝିଅକୁ ପାଣିରେ ବୁଡ଼ାଇ ମାରିଥିଲା। ଆଉ ଆଜି ୨୦ ଦିନର ଶିଶୁ ପୁଅକୁ ଟାଙ୍ଗିଆରେ ହାଣି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏପରି ବୀଭତ୍ସ ଘଟଣା ଘଟିଛି।
ତେଲକୋଇ…