କମିଶନରେଟ୍ ପୋଲିସର ରାତିଅଧରେ ବିଭିନ୍ନ ବାରରେ ରେଡ୍

ଭୁବନେଶ୍ବର: ଆକ୍ସନ ମୋଡରେ କମିଶନରେଟ୍ ପୋଲିସ୍  । ରାତିଅଧରେ ବିଭିନ୍ନ ବାରରେ ରେଡ୍ କରିଛି କମିଶନରେଟ୍ ପୋଲିସ । କଟକ ରୋଡରେ ଥିବା ୭ଟି ବାରରେ ଏକକାଳୀନ ଭାବେ ଚଢାଉ କରାଯାଇଛି  । ରେଡ୍ ହୋଇଥିବା ବାର୍ ଗୁଡିକ ମଧ୍ୟରେ ରହିଛି ରେନ୍ ବାର୍ , ଜେଏଲପି ବାର୍, ପେଣ୍ଟାଗନ୍ ବାର୍,…

ସ୍ୱାଧୀନତା ଦିବସ ଉତ୍ସବ ପାଇଁ ପ୍ରଦର୍ଶନୀ ପଡ଼ିଆରେ ହୋଇଛି ଫୁଲ୍ ଡ୍ରେସ୍ ରିହର୍ସଲ

ଭୁବନେଶ୍ଵର : ଆଉ ଗୋଟିଏ ଦିନ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପୋଲିସ ଡିଜି ସୁନିଲ୍ ବଂଶଲଙ୍କ ତତ୍ତ୍ଵାବଧାନରେ ଚାଲିଛି…

୩ ମିନିଟରେ ୧୫,୦୦୦ ଫୁଟ ତଳକୁ ଖସିଲା ଆମେରିକୀୟ ବିମାନ

ନୂଆଦିଲ୍ଲୀ: ଆମେରିକାନ୍‌ ଏୟାରଲାଇନ୍‌ସର ଫ୍ଲୋରିଡା ଅଭିମୁଖେ ଯାଉଥିବା ଏକ ବିମାନ ୩ ମିନିଟ୍‌ ମଧ୍ୟରେ ୧୫,୦୦୦ ଫୁଟରୁ ଅଧିକ ତଳକୁ ଖସି ପଡ଼ିଥିଲା। ଫକ୍ସ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାନ୍‌ ଏୟାରଲାଇନ୍‌ସ ବିମାନ ୫୯୧୬ ଆମେରିକାର ଚାର୍ଲୋଟ, ନର୍ଥ କାରୋଲିନାରୁ…

ଓଡ଼ିଶାର ଭୁଞ୍ଜିଆ ଆଦିବାସୀ ଦମ୍ପତିଙ୍କୁ ଦିଲ୍ଲୀ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ…

ନୂଆପଡା: ପ୍ରତିବର୍ଷ ଓଡିଶାରୁ ନିର୍ଦ୍ଦିଷ୍ଟ ଆଦିମ ଜନଜାତି ସଂପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ରାଜ ଅତିଥି ଭାବେ ନିମନ୍ତ୍ରଣ କାରାଯାଇଥାଏ । ତେବେ ଚଳିତ ବର୍ଷ ସ୍ଵାଧିନତା ଦିବସ ପାଳନ ଅବସରରେ ଦିଲ୍ଲୀ ରାଜପଥରେ ଆୟୋଜିତ ହେବାକୁ ଥିବା ସ୍ଵାଧିନତା ଦିବସରେ ଓଡିଶାରୁ ଆଦିମ ଜନଜାତି…

ପାକିସ୍ତାନରେ ଚୀନ ଇଞ୍ଜିନିୟର୍ ଥିବା କନଭୟେ ଉପରକୁ ଆକ୍ରମଣ, 13 ମୃତ

ନୂଆଦିଲ୍ଲୀ : ପାକିସ୍ତାନରେ ଆତଙ୍କୀ ହମଲା। ଚୀନର କନଭୟେ ଉପରକୁ ଆତଙ୍କୀଙ୍କ ଆକ୍ରମଣ। 23 ଜଣ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଚୀନ କନଭୟେ ଉପରକୁ ଆକ୍ରମଣ ହୋଇଛି। ଏଥିରେ 4 ଜଣ ଚୀନ୍ ନାଗରିକ ଓ 9 ଜଣ ପାକିସ୍ତାନ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ପାକିସ୍ତାନର…

ମୋଦୀ ଓ ଶାହା ଆମ ସ୍କୁଲରେ ପଢ଼ିଛନ୍ତି, ଏଭଳି କାହିଁକି କହିଲେ ଖଡ଼ଗେ

ରାୟପୁର: ଆଜି ଛତିଶଗଡରେ ଏକ ସାଧାରଣ ସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡା ଭାଷାରେ ଟାର୍ଗେଟ କରିଛନ୍ତି | ମଲ୍ଲିକାର୍ଜୁନ କହିଛନ୍ତି ଯେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ଉତ୍ତର ଦେଇନାହାଁନ୍ତି। ଏହା ବଦଳରେ ସେ ନେହେରୁ ଜୀ…

ଗୋଟିଏ ହସ୍ପିଟାଲରେ 24 ଘଣ୍ଟାରେ 18 ରୋଗୀ ମୃତ

ଥାନେ : ମହାରାଷ୍ଟ୍ରର ଥାନେରେ ଆଲୋଡନ। 24 ଘଣ୍ଟା ମଧ୍ୟରେ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପରିଚାଳିତ ଡାକ୍ତରଖାନାରେ 18 ରୋଗୀଙ୍କ ମୃତ୍ୟୁ। ଥାନେର କଲୱା ସ୍ଥିତ ସରକାରୀ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ(ସିଏସଏମଏମ) ହସ୍ପିଟାଲରେ ଏହି ଘଟଣା ଘଟିଛି। ଏଠାରେ ଅଗଷ୍ଟ 10 ରେ…

ହୋଟେଲ୍‌ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଯାଜପୁର ରୋଡ୍‌ ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। କେନ୍ଦୁଝର ଜିଲ୍ଲା ନନ୍ଦୀପଦା ଗାଁର ରାଜେନ୍ଦ୍ର ପରିଡା ଆଜକୁ ତିନି…

ବିଜେପିରେ ଯୋଗଦେବାକୁ ମନାଉଛନ୍ତି ଶୁଭେଚ୍ଛୁ: ଶରଦ ପାୱାର

ମୁମ୍ବାଇ :  ବିଜେପିରେ ଯୋଗଦେବାକୁ ଚେଷ୍ଟା କରାଯାଉଛି। କିଛି ଶୁଭେଚ୍ଛୁ ଏଥିପାଇଁ ମୋତେ ମନାଇବାକୁ ଚେଷ୍ଟା କରୁଥିବା କହିଲେ ଏନସିପି ମୁଖ୍ୟ ଶରଦ ପାୱାର୍। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ସାଙ୍ଗୋଲାଠାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଆଜି ଏପରି କହିଛନ୍ତି…

ପତ୍ନୀଙ୍କ ସହ ଝଗଡା କରି ୯ ମାସର ଶିଶୁ ପୁତ୍ର ସହ ନଦୀକୁ ଡେଇଁ ପଡିଲେ ବାପା

କଟକ:ଜୀବନ ପ୍ରତି ମୋହ ଛାଡିଗଲା ସତ ହେଲେ ସନ୍ତାନ ପ୍ରତି ତୁଟାଇ ପାରି ନ ଥିଲେ । ସେଥିପାଇଁ ପତ୍ନୀଙ୍କ ସହ ଝଗଡା କରି  ୯ ମାସର ଛୁଆକୁ ଧରି   ନଦୀକୁ ଡେଇଁଥିଲେ ବାପା । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ …