ବିଧାୟକଙ୍କ ନିଲମ୍ବନ ବାତିଲ କଲା ବିଜେପି, ଦେଲା ଟିକେଟ୍
ପାଖେଇ ଆସୁଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ। ଆସନ୍ତା ନଭେମ୍ବର ୩୦ ତାରିଖରେ ଏଥିପାଇଁ ପଡିବ ଭୋଟ। ତେବେ ଏହା ପୂର୍ବରୁ ବିଜେପି ତା’ର ପ୍ରର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଫେଟ ମହମ୍ମଦଙ୍କ ଉପରେ ଟିପ୍ପଣୀ କରିଥିବା ବିଧାୟକ ଟି. ରାଜା ସିଂହଙ୍କ ନିଲମ୍ବନ…