‘ମେମୋରୀ ଲସ୍‌’ ପାଇଁ ନୀତୀଶ କୁମାରଙ୍କୁ ଖାଦ୍ୟରେ ମିଶାଇ ଦିଆଯାଉଛି ଔଷଧ..!

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତାଙ୍କର ମେମୋରୀ ଲସ୍‌ ତଥା ସ୍ଣରଣ ଶକ୍ତି ହ୍ରାସ କରାଇବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ନୀତୀଶ କୁମାରଙ୍କୁ ଖାଦ୍ୟରେ ମିଶାଇ ଔଷଧ ଦିଆଯାଉଛି। ଏଭଳି କିଛି ବଡ଼ ଦାବି କରିଛନ୍ତି ପୂର୍ବତନ ସାଂସଦ ତଥା ନୀତୀଶ କୁମାରଙ୍କ ପୁରୁଣା ସାଥୀ…

ହମାସର ଟପ୍‌ କମାଣ୍ଡର ବିଲାଲ ଅଲ କଦରାକୁ ହତ୍ୟା କଲା ଇସ୍ରାଏଲ…

ଟଳିଲା ହମାସର ଆଉ ଏକ ଟପ୍‌ କମାଣ୍ଡର। ବିଲାଲ ଅଲ କଦରାକୁ ହତ୍ୟା କରିଛି ଇସ୍ରାଏଲ ସେନା। ଶନିବାର ରାତିରେ ଏୟାର୍‌ ଷ୍ଟ୍ରାଇକ୍ କରି ହମାସର ଏହି ଟପ୍‌ କମାଣ୍ଡରକୁ ହତ୍ୟା କରାଯାଇଥିବା ଇସ୍ରାଲ ସେନା ଦାବି କରିଛି। ଇସ୍ରାଏଲ୍‌ ବାୟୁସେନାର ଲଢ଼ୁଆ ବିମାନ ଶନିବାର ରାତିରେ…

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରନ୍ତି ମହୁଆ, ଟିଏମସି ସାଂସଦଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି…

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଲୋକସଭା ଓ ରାଜ୍ୟସଭାରେ ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରୁଥିବାର ଦେଖିଥିବେ | ସାଂସଦଙ୍କ ପ୍ରଶ୍ନର ଉତ୍ତର ଉକ୍ତ ମନ୍ତ୍ରାଳୟର ମନ୍ତ୍ରୀ ଦେଇଥାନ୍ତି | ତେବେ ସାଂସଦଙ୍କ ଏଭଳି ପ୍ରଶ୍ନକାଳକୁ ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି |…

ଚଳିତ ବର୍ଷ ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ…!

ଭୁବନେଶ୍ବର: ଅକ୍ଟୋବର ୧୬ ତାରିଖ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ତେବେ ଏଥର ବି ସେ ନିଜର ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ମାସରେ ବଡ଼ଭଉଣୀ ଗୀତା ମେହେଟାଙ୍କ ବିୟୋଗ ହୋଇଥିବାରୁ ଚଳିତ ବର୍ଷ…

କୂଅରୁ ମିଳିଲା ମହିଳାଙ୍କ ମୃତଦେହ…

ହିନ୍ଦୋଳ : ନିଜ ଝିଅକୁ ହରାଇଥିବା ଏଇ ବାପାର କୋହଭରା କଥା ଶୁଣିଲେ ଛାତି ଫାଟିପଡିବ। କେତେ ଆଦର ଯତନରେ ଝିଅକୁ ପାଳି ପୋଷି ବଡ କରିଥିଲେ । ସଂସାରର ନିୟମ ଅନୁଯାୟୀ ସବୁ ରୀତିନୀତି ମାନି ଝିଅକୁ ଶେଷ ବିବାହ କରାଇଲେ । ହେଲେ ଯେଉଁ ଘରକୁ ନିଜ ଝିଅକୁ ପଠାଇଥିଲେ ତା…

୨୦୨୪ ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର…

ବଲାଙ୍ଗୀର: ରାଜ୍ୟ ରାଜନୀତିର ଅନ୍ୟତମ ଟାଣୁଆ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କ ସ୍ଥାନରେ ସାନପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଦଳରୁ ଲଢ଼ିବା ଆପାତଃତ ସ୍ଥିର ହୋଇଥିବା ଶ୍ରୀ ମିଶ୍ର ସୂଚନା…

ସାପକୁ ଦେଖି ଭୟଭୀତ ହୋଇ ଟଳି ପଡ଼ିଲେ ବୃଦ୍ଧା, ଉଡ଼ିଗଲା ପ୍ରାଣ ବାୟୁ…

ସତ୍ୟବାଦୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସେବକସାହିରେ ଘଟିଛି ଏକ ଅଭାବନୀୟ ଘଟଣା, ଯାହା କେବଳ କାହାଣୀରେ ଶୁଣିବାକୁ ମିଳୁଥିଲା, ସେହିଭଳି ଏକ ଚାଞ୍ଚଲ୍ୟକର ଘଟଣା ଶନିବାର ସନ୍ଧ୍ୟାରେ ଘଟି ଯାଇଛି ଲକ୍ଷ୍ମୀଧର ଭୋଇଙ୍କ ପରିବାରରେ। ନାଗସାପକୁ ଦେଖି ଭୟଭୀତ…

ଯୁଦ୍ଧଭୂମୀରୁ ଫେରିଲେ ଆଉ ୧୯୭ ଜଣ ଭାରତୀୟ…

ନୂଆଦିଲ୍ଲୀ: ଯୁଦ୍ଧଭୂମୀ ଇସ୍ରାଏଲରୁ ୧୯୭ ଜଣ ଭାରତୀୟ ନାଗରିକଙ୍କୁ ନେଇ ରବିବାର ସକାଳେ ତୃତୀୟ ଚାର୍ଟର ବିମାନ ଦିଲ୍ଲୀରେ ପହଞ୍ଚିଛି। ଇସ୍ରାଏଲରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଏହି ସ୍ୱତନ୍ତ୍ର ବିମାନ ଗୁଡିକ ଅପରେସନ ଅଜୟର ଏକ ଅଂଶବିଶେଷ। ଅକ୍ଟୋବର ୭ ତାରିଖରେ…

ଗର୍ବା ଗୀତ ଲେଖି ଚର୍ଚ୍ଚାରେ ପିଏମ୍ ମୋଦି, ନବରାତ୍ରୀରେ ହେଲା ରିଲିଜ୍

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ପିଏମ ମୋଦୀଙ୍କର ଲୁକ୍କାୟିତ ପ୍ରତିଭା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରୀ ପୂର୍ବ ରୁ ଏକ ଗର୍ବା ଗୀତ ଲେଖିଥିଲେ । ଯାହାକି ଆଜି ରିଲିଜ୍ ହୋଇଛି । ୟୁଟ୍ୟୁବରେ ମୁକ୍ତିଲାଭ ହୋଇଥିବା ଏହି ଗୀତଟିକୁ…

କୋରାପୁଟରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି: ଜଣଙ୍କର ମୃତ୍ୟୁ…

କୋରାପୁଟ: ଗତ କିଛିଦିନର ବ୍ୟବଧାନ ପରେ ପୁଣି କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇଲାଣି ଝାଡାବାନ୍ତି । ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧୀନସ୍ଥ ଦେଓ ଖଡକ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଓ ୪ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କୁ…