ସ୍ୱାମୀଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିବା ବେଳେ ହମାସ କଲା ଆକ୍ରମଣ, କେରଳ ମହିଳା ଆହତ…

ଜେରୁଜେଲମ୍ :  ଇସ୍ରାଏଲରେ ନର୍ସ ଭାବେ କାମ କରୁଥିବା କେରଳର ଜଣେ ମହିଳା ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ଆକ୍ରମଣରେ ଆହତ ହୋଇଛନ୍ତି। ମହିଳା ଜଣଙ୍କ ଭାରତରେ ରହୁଥିବା ତାଙ୍କ ସ୍ୱାମୀଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିବା ସମୟରେ ହିଁ ହମାସ ଆକ୍ରମଣ କରିଥିଲା। ଏଥିରେ ମହିଳା ଜଣଙ୍କ ଆହତ…

ଲାଲୁ ଓ ରାବିଡି ବିହାରକୁ ଦିଗହୀନ କରିଦେଇଛନ୍ତି: ପ୍ରଶାନ୍ତ କିଶୋର…

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଓ ଲାଲୁ ପ୍ରସାଦ ଯାଦବ ବିହାରକୁ ଦିଶାହୀନ କରିଦେଇଛନ୍ତି | କିଛି ଏଭଳି କହି ଆଜି ଆରଜେଡିକୁ ଜୋରଦାର ଟାର୍ଗେଟ କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର | ପ୍ରଶାନ୍ତ କିଶୋର ଲାଲୁ, ରାବିଡି ଏବଂ ତାଙ୍କ ପୁଅ ତେଜସ୍ୱୀ…

୨୫ ବର୍ଷର ରେକର୍ଡ ଭାଙ୍ଗିବ, କଂଗ୍ରେସ ସରକାର ଗଠନ କରିବ: ପାଇଲଟ

ଜୟପୁର: ନିର୍ବାଚନ ଆୟୋଗ ଆଜି ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୨୩ ନଭେମ୍ବରରେ ରାଜସ୍ଥାନରେ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ୩ ଡିସେମ୍ବରରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ସେପଟେ ନିର୍ବାଚନକୁ ନେଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

ରେଫ୍ରିଜେରେଟର ଫାଟି ଗୋଟିଏ ପରିବାରର ୫ ଜଣ ମୃତ…

ଚଣ୍ଡୀଗଡ଼ : ଘରେ ଥିବା ରେଫ୍ରିଜେରେଟର ଫାଟି ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଶୋଚନୀୟ ମୃତ୍ୟୁ। ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ରେଫ୍ରିଜରେଟର କମ୍ପ୍ରେସର ବିସ୍ଫୋରଣ ଘଟିବାରୁ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ବାପା ମାଆଙ୍କ…

ନଭେମ୍ବର ୭ରୁ ୫ ରାଜ୍ୟ ବିଧାନସଭା ନିର୍ବାଚନ…

ନୂଆଦିଲ୍ଲୀ : ବାଜିଲା ନିର୍ବାଚନୀ ବିଗୁଲ୍। ୫ ରାଜ୍ୟ- ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ନୂଆଦିଲ୍ଲୀରେ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।…

ସାଙ୍ଗକୁ ଦେଲେ ୨୦୦୦ ଟଙ୍କା, ଆକାଉଣ୍ଟକୁ ଆସିଲା ୭୫୩ କୋଟି ଟଙ୍କା…!

ଚେନ୍ନାଇ : ମନି ଟ୍ରାନ୍ସଫରର ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଫାର୍ମାସି କର୍ମଚାରୀଙ୍କ ଆକାଉଣ୍ଟରେ ହଠାତ୍ କ୍ରେଡିଟ୍ ହୋଇଛି ୭୫୩ କୋଟି ଟଙ୍କା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାମିଲନାଡୁର ମହମ୍ମଦ ଇଦ୍ରିସ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ଆକାଉଣ୍ଟ…

କ୍ଲାଉଡିଆ ଗୋଲଡିନଙ୍କୁ ଅର୍ଥନୀତିରେ ନୋବେଲ…

ନୂଆଦିଲ୍ଲୀ : ଆମେରିକାର ପ୍ରଖ୍ୟାତ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲଡିନ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ଜିତିଛନ୍ତି। କର୍ମଜୀବୀ ମହିଳାଙ୍କ ଗୁରୁତ୍ୱକୁ ବୁଝିବା ଦିଗରେ ସେ କାମ କରି ଏପରି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେ ଦୀର୍ଘ ଦିନ ହେଲା କର୍ମଜୀବୀ ମହିଳାଙ୍କ ଉପରେ…

ହମାସ୍ ଆକ୍ରମଣକୁ ନିନ୍ଦା କରି କହିଲେ ଭାରତୀୟ-ଆମେରିକୀୟ ନିକ୍କି ହେଲି…

ୱାସିଂଟନ୍‌: ହମାସ୍‌ ଆତଙ୍କବାଦୀମାନଙ୍କୁ ନିପାତ କରିଦିଅ ବୋଲି ଇସ୍ରାଏଲ୍‌ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭାରତୀୟ-ଆମେରିକୀୟ ତଥା ରାଷ୍ଟ୍ରପତି ଆଶାୟୀ ‘ରିପବ୍ଲିକାନ୍‌’ ନେତ୍ରୀ ନିକ୍କି ହେଲି କହିଛନ୍ତି। ରବିବାର ଦିନ ହେଲି ‘ଏନ୍‌ବିସି ନିଉଜ୍‌’କୁ କହିଛନ୍ତି, ହମାସ୍‌ ଓ…

ଏଆଇ ଗର୍ଲଫ୍ରେଣ୍ଡ ପ୍ରେମରେ ପାଗଳ ଆମେରିକା ଯୁବପିଢ଼ି, ସଂକ୍ରମଣ କରୁଛି ନିଃସଙ୍ଗତା!

ଦୈନନ୍ଦିନ କାର୍ଯ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ବୃଦ୍ଧି ପାଉଛି। ବିଜ୍ଞାନର ଏହି ଆବିଷ୍କାର ମାନବ କାର୍ଯ୍ୟଭାରକୁ ଅନେକାଂଶରେ ହ୍ରାସ କରିପାରିଛି। ଏହାରି ମଧ୍ୟରେ ଆମେରିକାରେ ଏଆଇ ବ୍ୟବହାରର ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ…

ବିରାଟ କୋହଲିଙ୍କୁ ମିଳିଲା ‘ବେଷ୍ଟ ଫିଲ୍‌ଡର ଅଫ୍ ଦ ମ୍ୟାଚ୍‌’ ପଦକ…

ନୂଆଦିଲ୍ଲୀ : ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ରବିବାର ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ଏହି ଅଭିଯାନ ଆରମ୍ଭ କରିଛି ଦଳ। ପ୍ରବଳ ଚାପ ମଧ୍ୟରେ ଭାରତକୁ ଏକ ଅଡ଼ୁଆ ପରିସ୍ଥିତିରୁ ମୁକୁଳାଇ ବିଜୟୀ କରାଇବାରେ ପ୍ରମୁଖ ଭୂମିକା…