ଆସନ୍ତାକାଲି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର…

କାମାକ୍ଷାନଗର: ଆସନ୍ତାକାଲି ପହଞ୍ଚିବ ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ସହିଦ ହୋଇଥିବା ଓଡିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଏନେଇ ସୂଚନା ମିଳିବା ପରେ ଗ୍ରାମରେ ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ଚାଲିଛି ପ୍ରସ୍ତୁତି। ବଡ ଭାଇ ମନୋଜ କୁମାର ଦାସଙ୍କୁ…

ଖଡ଼ଗେ-ରାହୁଲଙ୍କୁ ଭେଟିଲେ ଏନସିପି ସୁପ୍ରିମୋ ଶରଦ ପାୱାର…

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ତିନି ପ୍ରମୁଖ ନେତା ଆଜି ପୁଣି ଥରେ ଏକାଠି ନଜର ଆସିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସୂତ୍ରରୁ ପ୍ରକାଶ ଯେ ବିରୋଧୀ ଦଳର ମିଳିତ ମଞ୍ଚ…

ମାଆ ଓ ଦୁଇ ଶିଶୁ ଗୁରୁତର

ସୁବଣ୍ଣର୍ପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ମର୍ମନ୍ତୁଦ ଦୁର୍ଘଟଣା । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଗାଡି ଏକ ସ୍କୁଟିକୁ ଧକ୍କା ଦେଇଛି । ଫଳରେ ସ୍କୁଟି ଚାଳକ ମାଆ ଏବଂ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ସୋନପୁର ସହରର ଏକ ଘରୋଇ ସ୍କୁଲରୁ ପରୀକ୍ଷା ଦେଇ…

ଭାରତର ନିର୍ଦ୍ଦେଶ ପରେ ଅଧିକାଂଶ କୂଟନୀତିଜ୍ଞଙ୍କୁ କୁଆଲାଲମ୍ପୁର ଓ ସିଙ୍ଗାପୁର ପଠାଇଲେ କାନାଡା ସରକାର

ନୂଆଦିଲ୍ଲୀ: କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜା‌ର ହତ୍ୟା ମାମଲା ନେଇ ଭାରତ-କାନାଡ଼ା ସଂପର୍କ ଅତି ତିକ୍ତ ହୋଇଉଠିଛି। ଏହି ହତ୍ୟାରେ ଭାରତର ହାତ ଅଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ‌ଟ୍ରୁଡ଼ୋ କରି ଆସୁଥିବା ଦାବିକୁ ଭାରତ ସରକାର ଦୃଢ଼ଭାବେ…

ଆଗାମୀ ୨ରୁ ୩ ଦିନ ମଧ୍ୟରେ ଫେରିଯିବ ମୌସୁମୀ…

ରାଜ୍ଯରୁ ଫେରିଯିବ ମୌସୁମୀ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ । ଏଥିପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏବେ ରାଜ୍ୟର…

ସିକିମ ମୁଖ୍ୟମନ୍ତ୍ରୀ କଲେ ଖୁଲାସା – ନିମ୍ନମାନର କାମ ଯୋଗୁ ଧୋଇ ହୋଇଗଲା ଚୁଙ୍ଗଥାଙ୍ଗ ଡ୍ୟାମ୍‌…

ବାଦଲ ଫଟା ବର୍ଷା ଯୋଗୁ ସିକିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ରଚିଛି ତାଣ୍ଡବ । ଏହି ପ୍ରଳୟଙ୍କାରୀ ବନ୍ୟାର ସିକିମା ଚୁଙ୍ଗଥାଙ୍ଗ ଡ୍ୟାମ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି। ନିମ୍ନମାନର କାମ ହେତୁ ଡ୍ୟାମଟିର ଚିହ୍ନବର୍ଣ୍ଣ ଲୋପ ପାଇ ଯାଇଥିବା ବେଳେ ତାହା ମାଟିରେ ମିଶି…

ବାତ୍ୟା ସମ୍ଭାବନାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆରମ୍ଭ କଲେ ପ୍ରସ୍ତୁତି…

ଭୁବନେଶ୍ୱର: ଓଡ଼ିଶା ସରକାର ଆଗାମୀ ଦିନରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କାରଣ ରାଜ୍ୟରେ ସାଧାରଣତଃ ଅକ୍ଟୋବର ମାସରେ ଏହି ବାତ୍ୟା ହୋଇଥାଏ। ଗୁରୁବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ…

ବିଜେପି-କଂଗ୍ରେସ ମଧ୍ୟରେ ତୀବ୍ର ହେଲା ପୋଷ୍ଟର ଯୁଦ୍ଧ, ରାହୁଲଙ୍କୁ ରାବଣ ଓ ମୋଦୀଙ୍କୁ କଣ୍ଢେଇ ଭାବେ କଟାକ୍ଷ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି (ପୋଷ୍ଟ) ମଧ୍ୟରେ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି। ବିଜେପି ରାହୁଲ ଗାନ୍ଧୀଙ୍କୁ ରାବଣ ବୋଲି କହିଥିବାବେଳେ, କଂଗ୍ରେସ…

ଦୁଇ ଘଣ୍ଟା ପଡିରହିଲା ଆରଟିଓ କର୍ମଚାରୀଙ୍କ ମୃତଦେହ, ନବରଙ୍ଗପୁର RTO ଅଫିସରଙ୍କ ପ୍ରତିଶୃତି ପରେ ହଟିଲା ଧାରଣା…

ନବରଙ୍ଗପୁର  : ରାସ୍ତା ଉପରେ ଶବ । ଶବ ପାଖରେ ଧୂମ ଆଉ ମାଳ ଦେଇ ରାସ୍ତାକୁ ଅବରୋଧ କଲେ ଲୋକେ । ଆଉ ଦାବି ଥିଲା ମୃତକଙ୍କ ପରିବାରକୁ ଥଇଥାନ କରାଇବା । ରାଜରାସ୍ତା ଉପରେ ଥିବା ଏହି ଶବ ଯୋଉ ଆପଣ ଦେଖୁଛନ୍ତି ତାହା ହେଉଛି ଜଣେ ଆରଟିଓ କର୍ମଚାରୀଙ୍କର । ଅଜଣା ଗାଡି ଧକ୍କାରେ ତାଙ୍କ…

ଜାତିଭିତ୍ତିକ ସର୍ଭେ ଡାଟା ପ୍ରକାଶନରୁ ବିହାରକୁ ଅଟକାଇ କରିପାରିବେ ନାହିଁ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଯୋଜନା-ପ୍ରସ୍ତୁତି ନିଷ୍ପତ୍ତିରେ ହସ୍ତକ୍ଷେପ କରିପାରିବେ ନାହିଁ କହିବା ସହିତ ଜାତିଭିତ୍ତିକ ଜନଗଣନା ଉପରେ ସବିଶେଷ ତଥ୍ୟାବଳି ପ୍ରକାଶନରୁ ବିହାର ସରକାରଙ୍କୁ ନିବୃତ କରାଯାଇ…