‘ପୁଷ୍କରା’ର ସଫଳତା ନେଇ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ…

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ପୁଷ୍କରାର ସଫଳତାକୁ ନେଇ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ ମିଶ୍ର । ୟୁନିଟ ୧ ଉଚ୍ଚ ବାଳକ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର, ପୋଲିସ…

ରାଜ୍ୟରେ ଆଉ ୫୮ଟି ନୂଆ ଏନଏଏସି ଗଠନ ପାଇଁ ଦାବି…

ଭୁବନେଶ୍ୱର : ରାଜ୍ୟରେ ଆଉ ୫୮ଟି ନୂଆ ଏନଏଏସି(ବିଜ୍ଞାପିତ ଅଂଚଳ ପରିଷଦ) ଗଠନ ପାଇଁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ମିଳିଛି । ରାଜ୍ୟ ସରକାର ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି(ରୁରାଲ ଅର୍ବାନ ଟ୍ରାଞ୍ଜିସନ୍ ପଲିସି)ର ପ୍ରାବଧାନ ଅନୁସାରେ ଗ୍ରାମାଂଚଳକୁ ସହରାଂଚଳ ଘୋଷଣା…

ସିକିମ୍ ବନ୍ୟାରେ ଭାସିଗଲେ ଓଡ଼ିଆ ଯବାନ ସରୋଜ…

କାମାକ୍ଷାନଗର: ସିକିମ୍‌ରେ ବାଦଲଫଟା ବର୍ଷାରୁ ପ୍ରଳୟଙ୍କାରୀ ବନ୍ୟା । ଏହିି ବନ୍ୟାରେ ୨୩ ଜଣ ଯବାନ ନିଖୋଜ ହୋଇ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯୁବକ । ସେ ହେଲେ ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ରାମ ଚନ୍ଦ୍ର…

ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ବାତିଲ…

ବାଲେଶ୍ବର : ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ରେଳ ଚଳାଚଳ ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରୁନି। ପ୍ରବଳ ବର୍ଷା କାରଣରୁ ବାଲେଶ୍ଵର – ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ରେଳ ଟ୍ରାକ ଦବି ଯାଇଥିଲା। ରେଳ…

ବିବାହ ପାଇଁ କୋର୍ଟରେ ଆବେଦନ କଲେ ବିଜୟ ଶଙ୍କର…

ଭୁବନେଶ୍ୱର: ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବା ବେଳେ ବିବାହ ପାଇଁ କୋର୍ଟରେ ଆବେଦନ କଲେ ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ । କଟକ ସବରେଜିଷ୍ଟ୍ରାର ଅଫିସରେ ଏନେଇ ସେ ଆବେଦନ କରିଛନ୍ତି । ଆବେଦନରେ ଯେଉଁ ଯୁବତୀଙ୍କ ସହ…

୨୬ଟି ନୂତନ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୬ଟି ଅତ୍ୟାଧୁନିକ ‘108’ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ନିଜସ୍ୱ…

କିଶୋର ଜେନାଙ୍କୁ ଦେଢ଼ କୋଟି ର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର। ଚୀନର ହଙ୍ଗଝୌରେ ଜାରି ଏସୀୟ କ୍ରୀଡ଼ା ୨୦୨୩ର ଜାଭେଲିନ ଥ୍ରୋରେ ଇତିହାସ ରଚିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଥାଉକି, ଫାଇନାଲ୍‌ରେ କିଶୋର…

ଫଳକ ପଡି ଚାଲିଗଲା ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଜୀବନ…

ଭଦ୍ରକ: ରାସ୍ତା କାମ ପାଇଁ ଲାଗିଥିବା ଫଳକ ଖସି ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା ଗାଁରେ । ମୃତକ ଜଣକ ହେଲେ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଅସିତ ନାୟକ। ଏନେଇ ସ୍କୁଲ…

ଜାଭେଲିନ ଥ୍ରୋରେ ରୌପ୍ୟ ଜିତି ଇତିହାସ ରଚିଲେ କିଶୋର ଜେନା, ସ୍ବର୍ଣ୍ଣ ଜିତିଲେ ନୀରଜ୍…

ହାଙ୍ଗଝୁ : ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତ । ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ହାତେଇଛି ଭାରତ । ଭାରତର ଷ୍ଟାର୍ ଖେଳାଳି ନୀରଜ ଚୋପ୍ରା ପୁଣି ଥିରେ ଚାମ୍ପିଅନ ପରି ପ୍ରଦର୍ଶନ କରି ସ୍ବର୍ଣ୍ଣ ଜିତିଛନ୍ତି । ସେ…

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ପଦକ୍ଷେପ ନେଇଛି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଇଡି ଆଜି ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି। ଦିଲ୍ଲୀ ମଦ ନୀତି ମାମଲାରେ ସମ୍ପୃକ୍ତ ଥିବା କାରଣରୁ ଆଜି ସକାଳ…