ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ଦୁଇ ଯୁବନେତା ନିଲମ୍ବିତ…
ଭୁବନେଶ୍ୱର:ବିଜୁ ଯୁବ ଜନତା ଦଳ (ବିଜେଡି) ପକ୍ଷରୁ ବୁଧବାର ୨ ଯୁବ ନେତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଦଳ ବିରୋଧୀ କାମ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ଏହି ଦୁଇ ନେତା ହେଲେ ବିଜୁ ଯୁବ ଜନତା ଦଳର ଉପ ସଭାପତି ସୁଜିତ ପ୍ରସାଦ ଦ୍ୱିବେଦୀ ଏବଂ ବିଜୁ ଯୁବ ଜନତା ଦଳର ଅନୁଗୁଳ…