ହାଇକୋର୍ଟ ବିଚାରପତିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଚିଠି…

କଟକ : ହାଇକୋର୍ଟ ବିଚାରପତିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଚିଠି । ଗତ ଜୁଲାଇ ୧୨ ତାରିଖରେ ଏହି ଚିଠି ଲେଖିଥିଲେ । ଯେଉଁଥିରେ କଟକ ଫ୍ୟାମିଲି କୋର୍ଟ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅନୁଭବ ମହାନ୍ତି । ବିଚାର ପ୍ରକ୍ରିୟାରେ ଫ୍ୟାମିଲି କୋର୍ଟ…

ମଣିପୁରରେ ପୁଣି ଅମାନୁଷିକ କାଣ୍ଡ, ଜୁଲାଇରୁ ନିଖୋଜ ଥିବା ଦୁଇ ଛାତ୍ରଙ୍କୁ ହତ୍ୟା…

ମଣିପୁରରେ ଥମୁନି ହିଂସା। ନିକଟରେ ଛୁଟିରେ ଆସିଥିବା ଜଣେ ସେନା କର୍ମଚାରୀଙ୍କୁ ଘରୁ ଉଠାଇ ନେଇ ହତ୍ୟା କରାଯାଇ ଥିବାବେଳେ ପୁଣି ଦୁଇ ଛାତ୍ରଙ୍କ ମୃତଦେହ ମିଳିଛି। ଏ ଦୁଇ ଛାତ୍ର ମଧ୍ୟ ନିଖୋଜ ଥିଲେ। ସେମାନଙ୍କୁ ଜୁଲାଇ 6ରେ ଅପହରଣ କରାଯାଇଥିଲା। ବର୍ତ୍ତମାନ…

ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିଜେଡି…

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ଜଣେ ଅଫିସ କର୍ମଚାରୀ ଏବଂ ଆଉ ଜଣେ ବିଜୁ ଯୁବ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କୁ ଦଳ ବିରୋଧୀ କାମ ପାଇଁ ବିଜେଡିରୁ ନିଲମ୍ବିତ କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ…

କାନାଡାରେ ଭାରତୀୟ ଦୂତାବାସ ସମ୍ମୁଖରେ ବିରୋଧ ପ୍ରଦର୍ଶନ ଆହ୍ୱାନ, ସୁରକ୍ଷା କଡ଼ାକଡ଼ି…

ନୂଆଦିଲ୍ଲୀ : ଭାରତ ଓ କାନାଡା ସମ୍ପର୍କରେ ଦେଖାଦେଇଥିବା ତିକ୍ତତା କମିବା ନାଁ ଧରୁନି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟାକାଣ୍ଡକୁ ନେଇ ଉଭୟ ଦେଶ ସମ୍ପର୍କ ବିଗିଡ଼ିଥିବା ବେଳେ ଖଲିସ୍ତାନୀ ସଂଘ ସିଖ ଫର୍‌ ଜଷ୍ଟିସ୍‌ (SFJ) ପକ୍ଷରୁ କାନାଡାର ପ୍ରମୁଖ ସହରରେ ଭାରତୀୟ…

ବାଇକ୍ ରେ ୩୦କିମି ବୁହାହେଲା ମୃତଦେହ…

ରେଢାଖୋଲ: ମୃତ୍ୟୁ ପରେ ଶବକୁ ଘରେ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଛନ୍ତି ସରକାର କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜିର ଏହି ଘଟଣା ସରକାରଙ୍କ ମହାପ୍ରୟାଣ ଯୋଜନା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ଗାଡ଼ି ମିଳିଲାନି ବୋଲି…

ପଶ୍ଚିମବଙ୍ଗରେ ଡେଙ୍ଗୁ ଆତଙ୍କ; ଆମେରିକା ଗସ୍ତ ବାତିଲ କଲେ ରାଜ୍ୟପାଳ…

ପଶ୍ଚିମବଙ୍ଗରେ ଡେଙ୍ଗୁ ଆକ୍ରାନ୍ତଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିସହ ରାଜ୍ୟର ଅର୍ଥନୈତିକ ସ୍ଥିତି ବି ଖରାପ ହେବାରେ ଲାଗିଛି। ଏପରି ସମୟରେ ରାଜ୍ୟ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ନିଜ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତକୁ ବାତିଲ କରି…

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଆରମ୍ଭ ହେବ ୧୪୩୧ ସାଲ…

ପୁରୀ: ଆଜି ପବିତ୍ର ସୁନିଆ ଉତ୍ସବ। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହେବ ୧୪୩୧ ସାଲ । ଏହି ଅବସରରେ ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜାଙ୍କର ୬୬ ଅଙ୍କ ଆରମ୍ଭ ହେବ । ଜାତକ ଓ…

ଦିଲ୍ଲୀ ମେଟ୍ରୋରେ ପୁଣି ଯାତ୍ରୀ ଲଗାଇଲେ ବିଡି, ଭିଡିଓ ଭାଇରାଲ…

ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ରେ ପୁଣି ଘଟିଛି ଏକ ଅଜବ ଘଟଣା। କେତେବେଳେ ଗଣ୍ଡଗୋଳ ତ କେତେବେଳେ ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ପରେ ଏବେ ଦିଲ୍ଲୀ ମେଟ୍ରୋରେ ଘଟିଛି ଆଉ ଏକ କାରନାମା। ଜଣେ ବୟସ୍କ ବ୍ୟକ୍ତି ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ବିନ୍ଦାସ ଭାବେ…

୯୧ ବର୍ଷରେ ପଦାର୍ପଣ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ…

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଆଜି ୯୧ ତମ ଜନ୍ମଦିନ । ଏହି ଅବସରରେ ସମଗ୍ର ଦେଶରୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।…

ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର, ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା…

ଗଜପତି : ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର । ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକମାନେ ହେଲେ ଘୋଡ଼ାପଙ୍କା ଗାଁର କପିଳେନ୍ଦ୍ର ମଳିକ ଓ ତାଙ୍କ ସ୍ତ୍ରୀ ଶଶୀତା ମଳିକ ।…