ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି: ନରସିଂହ ମିଶ୍ର
ଭୁବନେଶ୍ବର: ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି। ଗଣତନ୍ତ୍ର କୁ ହତ୍ୟା କରାଯାଉଛି। ବିଧାନସଭାର ଆବଶ୍ୟକତା ନାହିଁ। ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଯାଉନାହିଁ। ପ୍ରଶ୍ନର ଉତ୍ତର ମିଳୁନି। ମତେ କହିବାର ସୁଯୋଗ ଦିଆଗଲା ନାହିଁ। ମାଇକକୁ ବନ୍ଦ କରିଦିଆଗଲା। ଏଭଳି ଅଭିଯୋଗ ଆଣିଛନ୍ତି…