୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି…

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମ ବଙ୍ଗ ଓ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ ରାଜ୍ୟବ୍ୟାପୀ ଲାଗି ରହିଛି ବର୍ଷା। ଆଜି ଓ ଆସନ୍ତାକାଲି ବର୍ଷାର ପ୍ରଭାବ ଅଧିକ ରହିବ । କିଛି ସ୍ଥାନରେ ତୁହାକୁ ତୁହା…

ଯାଜପୁରରେ ସୁନା ଅଳଙ୍କାର ଓ ମୋବାଇଲ ଲୁଟ ଘଟଣା : ୪ ଲୁଟେରା ଗିରଫ…

ଯାଜପୁର: ଯାଜପୁର ପୋଲିସକୁ ବଡ ସଫଳତା ମିଳିଛି  । ଘରେ ପଶି ସୁନା ଅଳଙ୍କାର ଲୁଟି ନେଉଥିବା ଲୁଟେରା ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି  । ସୂଚନା ଅନୁସାରେ ଏହି ଲୁଟେରା ଗ୍ୟାଙ୍ଗ ରାମବାଗ ବାମଦେବପୁର ଗାଁର ସୁଦୀପ ମହାରଣାଙ୍କ ଘରେ ପଶି ସୁନା , ରୂପା ଅଳଙ୍କାର ଓ ମୋବାଇଲ ଫୋନ୍ ଲୁଟି…

ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ…

ସମ୍ବଲପୁର : ନୂଆଁଖାଇ ପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା। ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ। ପୂର୍ବ ନିର୍ଦ୍ଧାରିତ ସମୟରେ ଇଷ୍ଟଦେବୀଙ୍କ ପାଖରେ ରୀତିନୀତି ଅନୁସାରେ ନବାନ୍ନ ଲାଗି ହୋଇଛି। ମାଆ ସମଲେଶ୍ୱରୀଙ୍କୁ ଲାଗି ହୋଇଛି ନୂତନ ସରିଆ ଧାନରେ…

ଆଉ ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଲା…

ସୁନ୍ଦରଗଡ଼: ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୭ ଜଣ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହା ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି। ଜଣେ ସ୍ବାସ୍ଥ୍ୟ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ନମୁନା…

ଜାତିସଂଘରେ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଲା ତୁର୍କିଏ…

ନୂଆଦିଲ୍ଲୀ: ମିଳିତ ଜାତିସଂଘର ୭୮ତମ ସାଧାରଣ ଅଧିବେଶନରେ ତୁର୍କିଏ ରାଷ୍ଟ୍ରପତି ରିସେପ୍ ତୈୟପ୍ ଏର୍ଡୋଗାନ୍ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ମଙ୍ଗଳବାର ସାଧାରଣ ସଭାର ସାଧାରଣ ବିତର୍କରେ ବିଶ୍ୱନେତାମାନଙ୍କୁ ସମ୍ବୋଧିତ କରି ଏର୍ଡୋଗାନ୍ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ…

ଥାନାରେ ଏତଲା ଦେଲେ ଶ୍ରୀକାନ୍ତ ସାହୁ…

ପୁରୁଷୋତ୍ତମପୁର //ପୋଲସରା: ପୋଲସରା ବିଧାୟକ ତଥା ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର କରା ଯାଉଥିବା ସମ୍ପର୍କରେ ନିଜେ ବିଧାୟକ ଶ୍ରୀ ସାହୁ ପୋଲସରା ଥାନା ରେ ଏତଲା ଦେଇଛନ୍ତି। ଶ୍ରୀ ସାହୁ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଚଳିତ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର…

ନୂଆଦିଲ୍ଲୀ: ଆଜି ଭ‌ାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ହରଦୀପ ସିଂହ ନିଜ୍ଜାର୍‌ ହତ୍ୟା ଘଟଣା ନେଇ ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା କୂଟନୈତିକ ବିବାଦ ବିଷୟରେ ସଂକ୍ଷିପ୍ତରେ ସବୁକଥା ଅବଗତ…

ମୃତକର ନଖ, ଚମଡା ଓ ଚୁଟି ଧରାଇ ଦେଲା ହତ୍ୟାକାରୀ: ୩ ଗିରଫ…

ସୁବର୍ଣ୍ଣପୁର: ମୃତକର ନଖ, ଚମଡା ଓ ଚୁଟି ଧରାଇ ଦେଲା ହତ୍ୟାକାରୀ । ହତ୍ୟା କରି ତଥ୍ୟ ଲୁଚାଇଥିବା ୩ ଯୁବକଙ୍କୁ ଗିରଫ କରିଛି ପୋଲିସ୍। ମୃତକ ହେଲେ ସମ୍ୱଲପୁର ଜିଲ୍ଲା ବେହେରା ମୁଣ୍ଡା ଗାଁର କୃଷ୍ଣଚନ୍ଦ୍ର ଭୋଇ । ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ରାଜନଗର…

ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ କହିଲେ ହେମା ମାଳିନୀ…

ମୁମ୍ବାଇ: ସଂସଦରେ ବର୍ତ୍ତମାନ ଆମେ ମାତ୍ର ୮୧ଜଣ ଅଛୁ ଏବଂ ଏହି ‘ବିଲ୍‌’ ପାରିତ ହେଲେ ଆମ ସଂଖ୍ୟା ୧୮୧କୁ ବୃଦ୍ଧି ପାଇବ ବୋଲି ‘ମହିଳା ସଂରକ୍ଷଣ ବିଲ୍‌’କୁ ସମର୍ଥନ କରି ବିଶିଷ୍ଟ ଅଭିନେତ୍ରୀ ତଥା ରାଜନେତ୍ରୀ ହେମା ମାଳିନୀ ମଙ୍ଗଳବାର ଦିନ କହିଥିବା କଥା ‘ଏଏନ୍ଆଇ’ ରିପୋର୍ଟ କରିଛି।…

ଅନୁଗୁଳରେ ହାତୀ ଆକ୍ରମଣରେ ଜଣେ ମୃତ…

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ  । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି  । ତ ଆଉ କେତେବେଳା ହାତୀ-ମଣିଷ ଲଢେଇ ମଧ୍ୟରେ ହାତୀର ଜୀବନ ଯାଉଛି  । ଅନେକ ସ୍ଥାନରେ ଖାଦ୍ୟ ଅନ୍ବେଶଣରେ ଆସି ଗାଁ ମୁହାଁ ହେଉଛନ୍ତି ହାତୀ ପଲ  । ଆଜି ଏମିତି କିଛି ଘଟଣା…