ଚିକେନ ସୁରମା ଖାଇ ଚାଲିଗଲା ନାବାଳିକାଙ୍କ ଜୀବନ, ୧୩ ମେଡିକାଲ ଛାତ୍ର ଗୁରୁତର…
ରେଷ୍ଟୁରାଣ୍ଟରୁ ଆସିଥିବା ଚିକେନ ସୁରମା ଖାଇ ଚାଲିଗଲା ୧୪ ବର୍ଷୀୟା ଛାତ୍ରୀଙ୍କ ଜୀବନ । ଏଥିସହ ଉକ୍ତ ରେଷ୍ଟୁରାଣ୍ଟର ଚିକେନ ଦ୍ୱାରା ପ୍ରସ୍ତୁତ ଅନ୍ୟାନ୍ୟ ଡିସ୍ ଖାଇ ଆଉ ୧୩ ମେଡିକାଲ ଛାତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏହାପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଉକ୍ତ…