ମନ୍ଦିରରେ ଗର୍ଭଗୃହରେ ପଶିଲା ପାଣି; ମା’ ଭଟ୍ଟାରିକାଙ୍କ ବିଗ୍ରହ ସ୍ଥାନାନ୍ତର

ଆଠଗଡ: ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସବୁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଠଗଡ ବଡମ୍ବା ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟା ଜଳ ପଶିଛି । ମନ୍ଦିର ବେଢ଼ା ଦେଇ ମନ୍ଦିରରେ ପ୍ରବେଶ କରିଛି ବନ୍ୟା ପାଣି ।…

ଲକ୍ଷ୍ମୌରେ ଘର ଭୁଶୁଡି ଗୋଟିଏ ପରିବାରର ୫ ଜଣ ମୃତ…

ଲକ୍ଷ୍ମୌ: ଏକାସାଙ୍ଗରେ ଚାଲିଗଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ। ଘର ଭୁଶୁଡି ପଡିବାରୁ ଏପରି ଏକ ଦୁଃଖଦ ଘଟଣା ଘଟିଛି। ଉତ୍ତର ପ୍ରଦେଶରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ସୂଚନା ଅନୁସାରେ, ଲକ୍ଷ୍ମୌର ଏକ କଲୋନୀରେ ଥିବା ଏକ ପୂରୁଣା ଘର ଭୁଶୁଡି…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କୀ ନିପାତ…

ଜାରି ରହିଛି ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ। ବିଗତ 4 ଦିନ ହେବ ବିଭିନ୍ନ ଜିଲ୍ଲାରେ ହମଲା କରୁଛନ୍ତି ଆତଙ୍କୀ। ଏହାର ପ୍ରତିଜବାବ ଦେଉଛନ୍ତି ସୁରକ୍ଷାକର୍ମୀ। ଏହିପରିପ୍ରେକ୍ଷୀରେ ଆଜି ଆଉ ଦୁଇ ଜଣ ଆତଙ୍କୀଙ୍କୁ ନିପାତ ହୋଇଥିବା…

କେରଳରେ ନିପା ଭାଇରସ ଆତଙ୍କ; ୨୪ ଯାଏ ଶିକ୍ଷାନୁଷ୍ଠାନ ଛୁଟି…

କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ଏଯାଏ କେରଳରେ ଏହି ଭାଇରାସରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚି ସାରିଲାଣି। ମହାମାରୀ କରୋନା ଭାଇରସ ତୁଳନାରେ ନିପା ଭାଇରସର ମୃତ୍ୟୁହାର ଯଥେଷ୍ଟ ଧିକ ବୋଲି ଆଇସିଏମଆର…

ମା’ ହେଲେ ଆଇଏଏସ୍‌ ଟିନା ଡାବି, ଘରକୁ ଆସିଛି ଶିଶୁ ପୁତ୍ର…

ମା’ ହେଲେ ବହୁ ଚର୍ଚ୍ଚିତ ରାଜସ୍ଥାନର ଜୈସଲମେରର ଜିଲ୍ଲାପାଳ ଟିନା ଡାବି। ଗତକାଲି ଜୟପୁରର ଏକ ହସ୍ପିଟାଲରେ ଟିନା ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଇଏଏସ୍‌ ଟିନା ଡାବି ଓ ସ୍ୱାମୀ ପ୍ରଦୀପ ଗାୱେଣ୍ଡେଙ୍କ ଘରକୁ ଆସିଛି ଶିଶୁ ପୁତ୍ର । ପୁଅ ଜନ୍ମ କଥା…

ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର…

ବାଲେଶ୍ଵର : ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଢ଼ୋଲପୁର ଗାଁରେ । ଗାଁର ରମାକାନ୍ତ ସିଂ ଛେଳି ଚରାଇବା ପାଇଁ ନିକଟରେ ଥିବା ଦେବଗିରି ପାହାଡ଼କୁ…

ରାସ୍ତା କଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ…

ଅନୁଗୁଳ : ରାସ୍ତାରେ ପଡ଼ିଛି ମୃତଦେହ, ହତ୍ୟା ସନ୍ଦେହ । ଅନୁଗୁଳ ସଦର ଥାନା ଛେଳିଆପଡ଼ା ନିକଟରେ ଜଣେ ବ୍ଯକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । କେହି ହତ୍ଯାକରି ଫିଙ୍ଗି ଦେଇଥିବା ସନ୍ଦେହ । ମୃତ ବ୍ୟକ୍ତି ଜଣଙ୍କ ହେଲେ କାଙ୍ଗୁଲା ଗାଁର ସଗେଇ ବେହେରା ବୋଲି…

ଏଣିକି ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ ପରିବହନ ବିଭାଗ ପଠାଇବ ଇ-ଚାଲାଣ

ଭୁବନେଶ୍ୱର: ବିନା ହେଲମେଟ୍ ରେ ଗାଡ଼ି ଚଲେଇଲେ, ଟ୍ରାଫିକ୍ ନିୟମ ଅବମାନନା କଲେ ଏବେ ଗାଡ଼ି ମାଲିକଙ୍କ ପାଖକୁ ଯିବ ଇ-ଚାଲାଣ । ଆପଣ ଯଦି ଗାଡ଼ି ଚଲଉଛନ୍ତି କିମ୍ବା ଆପଣଙ୍କ ନାଁରେ କୌଣସି ଗାଡ଼ି ଅଛି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏଣିକି ଯେକୌଣସି ଲୋକ ବି…

ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନ୍‌କାଉଣ୍ଟର…

କଟକ : ଆସୁଛି ପାର୍ବଣ ଋତୁ । କିନ୍ତୁ ତାପୂର୍ବରୁ ଅଶାନ୍ତ ହୋଇପଡିଛି କଟକ ସହର । ପୂଜା ପୂର୍ବରୁ କଟକରେ ଏନକାଉଣ୍ଟର ହୋଇଛି । କନ୍ଦରପୁର ଥାନା ମତ୍ତଗଜପୁର ଅଂଚଳ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ଉତ୍ତମାପୁର…

ନଷ୍ଟ ହୋଇଯାଉଛି ଜମାକାରୀଙ୍କ ସତ୍ୟପାଠ, ଚିନ୍ତାରେ ଚିଟଫଣ୍ଡ କ୍ଷତିଗ୍ରସ୍ତ…

ଭୁବନେଶ୍ୱର: ଚିଟଫଣ୍ଡ କମିସନଙ୍କ କଟକସ୍ଥିତ କାର୍ଯ୍ୟାଳୟରେ ଟଙ୍କା ଫେରସ୍ତ ପାଇଁ ଦାଖଲ ହୋଇଥିବା ସତ୍ୟପାଠ ନଷ୍ଟ ହୋଇଯିବା ଏହଂ ହୋଇଯିବା ଭଳି ସ୍ଥିତି ପରେ ଓଡ଼ିଶାର ହଜାର ହଜାର ଚିଟଫଣ୍ଡ କ୍ଷତିଗ୍ରସ୍ତ ନିରାଶ ହୋଇଛନ୍ତି। କାଗଜପତ୍ରକୁ ଏକ କୋଠରୀର ଏକ କୋଣରେ ପୋକ ଖାଇବାକୁ ଦେଇ…