ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ନାମୀଦାମୀ ଆଇନଜୀବୀ ହରିଶ ସାଲଭେ
ନୂଆଦିଲ୍ଲୀ: ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ଅନ୍ୟତମ ଅଗ୍ରଣୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ। ସାଲଭେ ୬୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଏହି…