ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି…

ପ୍ରଧାନମନ୍ତ୍ରୀ ମୋଦି ୧୦ ଲକ୍ଷ କର୍ମଚାରୀଙ୍କ ଭର୍ତ୍ତି ପାଇଁ ଜାରି ରହିଥିବା ରୋଜଗାର ମେଳା ଅଭିଯାନରେ ଆଜି ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି କାର୍ଯ୍ୟକ୍ରମ ଦେଶର ୪୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ରୋଜଗାର ମେଳାରେ CRPF,…

ବୋଲେରୋକୁ ଧକ୍କା ଦେଲା ଟ୍ରେନ…

ପାରାଦୀପ:ପାରଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରେନ ଧକ୍କା ଦେଲା ବୋଲେରୋକୁ । ପ୍ରାୟ ୩୦ମିଟର ଘୋଷାଡ଼ି ହୋଇଗଲା ବୋଲେରୋ । ଆଜି ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଥିବା ଏମସିଏଚପି କ୍ୟାଣ୍ଟିନ ପାଖରେ ଏହି ଦୁର୍ଘଟଣା ଘଟିଛି । ମାଲବାହୀ ଟ୍ରେନଟି…

ସମସ୍ତ ସ୍କୁଲ-କଲେଜ, ବ୍ୟାଙ୍କ, ଅଫିସ ଇଣ୍ଟରନେଟ୍‌ ବନ୍ଦ, ୧୪୪ ଧାରା ଲାଗୁ

ହରିୟାଣା ନୁହରେ ପୁଣିଥରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ ହେଉଛି । ହରିୟାଣା ସରକାର ଏବଂ ନୁହ ଜିଲ୍ଲା ପ୍ରଶାସନ ଯାତ୍ରାକୁ ମଞ୍ଜୁରୀ ଦେଇନାହିଁ । ନୁହ ବ୍ୟତୀତ ସୋନିପତ ଜିଲ୍ଲାରେ ୧୪୪ ଧାରା ଲାଗିଛି । ଏହା ସହିତ…

ଆଇଜ୍ବାଲ ଚିଡ଼ିଆଖାନାରୁ ନନ୍ଦନକାନନ ଆସିବେ ନୂଆ ଅତିଥି

ବାରଙ୍ଗ: ନନ୍ଦନକାନନରୁ ଆସିଲା ଆଉ ଏକ ଖୁସି ଖବର । ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ହୁଲକ୍ ଗିବନ୍ ଓ ପିଗ ଟେଲ ମକ୍କା ସହ ହିମାଳୟାନ ବିୟର ନନ୍ଦନକାନନ ଆସିବା ନେଇ ସୂଚନା ମିଳିଛି । ଏଥିପାଇଁ ମିଜୋରାମ ଅଭିମୁଖେ ବାହାରିଛନ୍ତି ୬ ଜଣିଆ ଟିମ୍ । ସୂଚନା…

ଉତ୍ତରପ୍ରଦେଶର ଜାଲନ ପାଓ୍ଵର ହାଉସରେ ଭୀଷଣ ଅଗ୍ନିକାଣ୍ଡ…

ଉତ୍ତରପ୍ରଦେଶର ଜାଲନ ପାଓ୍ଵର ହାଉସରେ ଭୀଷଣ ଅଗ୍ନିକାଣ୍ଡ । ନିଆଁ ଯୋଗୁଁ ଅନେକ ଟ୍ରାନ୍ସଫରମର ଧୁ ଧୁ ହୋଇ ଜଳିଯାଇଥିଲା । ଘଟଣା ସ୍ଥଳରେ ୧୨ରୁ ଅଧିକ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ପାଓ୍ଵର ହାଉସରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି…

ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ଚନ୍ଦ୍ରଯାନ-୩ ରାକ୍ଷୀ ପ୍ରସ୍ତୁତ କଲେ ଜୟପୁରର ହସ୍ତଶିଳ୍ପୀ…

ଜୟପୁର: ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା  ।  ଭାଈ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ  । ଏଥିପାଇଁ ସହରର ବିଭିନ୍ନ ରାକ୍ଷୀ ମାର୍କେଟରେ ଲୋକଙ୍କର ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି । ବଜାରରେ ବିଭିନ୍ନ ରକମର ରାକ୍ଷୀ ଉପଲବ୍ଧ ଥିବାବେଳେ ଚଳିତବର୍ଷ…

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା…

ଭାରତୀୟ କ୍ରୀଡାରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପର ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ଆଉ ଦେଶ ପାଇଁ ଏହି ଗୋଲ୍ଡ ମେଡାଲ ଜିତିଛନ୍ତି ଗୋଲଡେନ୍ ବୟ ନୀରଜ ଚୋପ୍ରା। ପାକିସ୍ତାନ…

ଛିଣ୍ଡି ଗଲା ସ୍ୱାମୀର ହାତ, ସ୍ତ୍ରୀ ମୃତ…

ଜଳେଶ୍ୱର: ଶାଶୁଙ୍କ ଶ୍ରାଦ୍ଧ ଉତ୍ସବ ରେ ଯୋଗଦେବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ସ୍ବାମୀ -ସ୍ତ୍ରୀ। ଦୁର୍ଘଟଣାରେ ସ୍ବାମୀଙ୍କ ହାତ ଛିଣ୍ତି ବାହାରି ଯାଇଥିବା ବେଳେ ସ୍ତ୍ରୀଙ୍କ ଦୁଇଟି ଗୋଡ କଟି ଯାଇଥିଲା। ହସ୍ପିଟାଲରେ…

ଚନ୍ଦ୍ରପୃଷ୍ଠରେ ମାଟିର ତାପମାତ୍ରା ମାପିଲା ଚନ୍ଦ୍ରଯାନ-3

ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-3। ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋକୁ ପଠାଉଛି ନୂଆ ନୂଆ ତଥ୍ୟ। ଏହିପରିପ୍ରେକ୍ଷୀରେ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ChaSTE ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ପଠାଇଛି ଆଉ ଏକ ସୂଚନା। ସେଠାରେ ମାଟିର…

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ବତନ୍ତ୍ର ଡେଙ୍ଗୁ ପରୀକ୍ଷା କେନ୍ଦ୍ର…

ଭୁବନେଶ୍ୱର: ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ କାଉଣ୍ଟର ଖୋଲାଯାଇଛି। ସେହିପରି ସୋମବାରଠାରୁ ପଟିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଇଆରସି ଭିଲେଜ ସହରାଞ୍ଚଳ ହସ୍ପିଟାଲରେ ଆଉ ଦୁଇଟି ଟେଷ୍ଟିଂ…