୫୦ ହଜାର ଲେଖାଏଁ କ୍ଷତି ପୂରଣ ପ୍ରଦାନ…

ମୋହନା: ମୋହନା ବନ୍ଧାଗୁଡାରେ ପଥର ବ୍ଲାଷ୍ଟିଂ ବେଳେ ପଥର ତଳେ ଚାପି ହୋଇ ଦୁଇ ଜଣ ମୃତ ଘଟଣା। ମୃତକ ପରିବାରକୁ ୫୦ ହଜାର ଲେଖାଏଁ କ୍ଷତି ପୂରଣ ପ୍ରଦାନ କଲା ଜ଼ିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଲେ ଗଜପତି ଉପ ଜ଼ିଲ୍ଲାପାଳ ଆଲୋକ ପ୍ରଧାନ। ସୂଚନା ଅନୁସାରେ…

ଗୋଟିଏ ସଫଳତାର ପ୍ରେରଣା, ଅନ୍ୟଟି ସଫଳତା

ନୂଆଦିଲ୍ଲୀ: ଜହ୍ନରେ ଯେଉଁ ସ୍ଥାନରେ ଚନ୍ଦ୍ରଯାନ ତାର ପ୍ରଥମ ପାଦ ରଖିଥିଲା ତାର ନାମକରଣ କରାଯାଇଛି । ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସ୍ଥାନର ନାମ ଶିବଶକ୍ତି ରଖାଗଲା ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ଭ୍ରମଣ ପରେ…

ପୁଣି ନଂ୧ ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ…

ପୁଣି ଏକ ସର୍ଭେ । ପୁଣି ନବୀନ ନମ୍ବର ୱାନ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଇଣ୍ଡିଆ ଟୁଡେର ମୁଡ୍ ଅଫ ଦ ନେସନ୍ ପୋଲରେ ଶୀର୍ଷ ସ୍ଥାନରେ ଅଛନ୍ତି…

ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପରେ ଏବେ ଜଳଖିଆ ବ୍ୟବସ୍ଥା କଲେ ତାମିଲନାଡୁ ସରକାର…

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଶୁକ୍ରବାର ଦିନ ରାଜ୍ୟରେ ମାଗଣା ଜଳଖିଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଏକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦେଇ…

ମାଙ୍କଡ ଦଳ ଆକ୍ରମଣ ଭୟରେ ମା’ ଆଖି ଆଗରେ ଚାଲି ଗଲା ଝିଅର ଜୀବନ…

ହିନ୍ଦୋଳ: ମାଙ୍କଡ ଦଳ ଆକ୍ରମଣ ଭୟରେ ମା’ ଆଖି ଆଗରେ ଚାଲି ଗଲା ଝିଅର ଜୀବନ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଳିଙ୍ଗା ଗ୍ରାମପଞ୍ଚାୟତ ପାଳଚକଡା ଗ୍ରାମରେ । ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଗଲେ ମା ଓ ଝିଅ। ମା ଅଳ୍ପକେ…

ଜାତୀୟ ସ୍ମାର୍ଟ ସିଟି ପୁରସ୍କାର: ପୁଣି ବାଜି ମାରିଲା ଇନ୍ଦୋର

ନୂଆଦିଲ୍ଲୀ: “ଜାତୀୟ ସ୍ମାର୍ଟ ସିଟି ପୁରସ୍କାର” ଶ୍ରେଣୀରେ ଶୁକ୍ରବାର ଇନ୍ଦୋର ଶ୍ରେଷ୍ଠ ବାଜି ମାରିଛି। ଏହାପରେ ସୁରଟ ଏବଂ ଆଗ୍ରା ରହିଛି। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ଦିନ ୨୦୨୨ ପାଇଁ ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ଘୋଷଣା କରିଛି। ସେପ୍ଟେମ୍ବର ୨୭ ରେ…

ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ…

ନୂଆଦିଲ୍ଲୀ : ବିଦେଶରୁ ଫେରି ସିଧାସଳଖ ବେଙ୍ଗାଲୁରୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ପ୍ରାୟ  ୭ଟା ୧୫ ମିନିଟରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ପରିଦର୍ଶନ କରିଛନ୍ତି। ବେଙ୍ଗାଳୁରୁ ସ୍ଥିତ…

ଗଞ୍ଜାମ ଗସ୍ତ ପରେ ଗତକାଲି ଗଜପତିରେ ପହଞ୍ଚିଛନ୍ତି 5T ସଚିବ

ଗଜପତି : ଗଜପତି ଜିଲ୍ଳାପାଳଙ୍କ ସହ ଫାଇଭ ଟି ସଚିବଙ୍କ ସମୀକ୍ଷା ବୈଠକ । ଜିଲ୍ଲାପାଳଙ୍କ ସଭାଗୃହରେ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ ଯୋଜନା ଉପରେ ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍ ।…

ଜଳିଗଲା ଟ୍ରେନ୍‌: ୯ ମୃତ, ୨୦ ଗୁରୁତର…

ମଦୁରାଇ : ତାମିଲନାଡ଼ୁର ମଦୁରାଇ ଷ୍ଟେସନ ନିକଟରେ ଆଜି ଭୋର ସମୟରେ ଏକ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଯାତ୍ରୀଙ୍କ ମୃତ୍ୟୁହୋଇଥିବାବେଳେ ୨୦ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, କିଛି ଯାତ୍ରୀ ଟ୍ରେନ୍‌ରେ ଅବୈଧ ଭାବେ ଗ୍ୟାସ୍‌ ସିଲିଣ୍ଡର ନେଇ ଯାଉଥିବା ବେଳେ ତାହା ଫାଟି…

ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା…