ଟୁଇଟରେ ବିଜେଡିକୁ ଜବାବ ମାଗିଲା ବିଜେପି

ଭୁବନେଶ୍ୱର:ଟୁଇଟରେ ଟାର୍ଗେଟ । ବିଜେଡିକୁ ଜବାବ ମାଗିଲା ବିଜେପି । ବିଜେପି ଓଡ଼ିଶା ମୁଖପାତ୍ର ତେଜେଶ୍ୱର ପରିଡା ବିଜେଡି ସାଂସଦଙ୍କୁ କରିଛନ୍ତି ଟାର୍ଗେଟ । ସାଂସଦ ସସ୍ମିତ ପାତ୍ର ଗତକାଲି ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ କରି ଆକ୍ଷେପ କରିଥିଲେ । ଏହାକୁ ଟାଗ କରି  …

ଦିଲ୍ଲୀ ସେବା ଆଇନର ପରୀକ୍ଷା କରିବେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ନୋଟିସ…

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଦିଲ୍ଲୀ ସର୍ଭିସ ଆଇନର ସମୀକ୍ଷା କରିବେ ସୁପ୍ରିମକୋର୍ଟ। ନିକଟରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ବିଲ୍‌ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପନ କରି ପାରିତ…

ଆସନ୍ତା ୨ ଦିନ ଯାଏ ପ୍ରବଳ ବର୍ଷା…

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଦେଖା ଯାଇଛି। ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବଦ୍ରପାତ ହେବା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି…

ମୋଦିଙ୍କ ସହ ଜିନପିଙ୍ଗଙ୍କ ଆଲୋଚନା…

ଭାରତର ଅନୁରୋଧକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କଥାବାର୍ତ୍ତା କରିଥିବା ଦାବିକୁ ନୂଆଦିଲ୍ଲୀ ପକ୍ଷରୁ ଖଣ୍ଡନ କରାଯାଇଛି। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୫ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁଇ ନେତା ଆଲୋଚନା…

ବିଦ୍ୟୁତ ଆଘାତରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଯାଜପୁର: ପ୍ରକଳ୍ପ କାମ କରୁଥିବାବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । କାମ କରୁଥିବାବେଳେ ବିଦ୍ୟୁତ ଆଘାତ ଯୋଗୁ ଉଭଙ୍କର ମୃତ୍ୟୁ ଘଟିଛି ।  ମୃତ ଦୁଇ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଥାନା ଅଞ୍ଚଳରେ । ପଶ୍ଚିମବଙ୍ଗ ରାଜ୍ୟ ମାଲଦାରୁ କିଛି ଶ୍ରମିକ ଆସି ଏଠାରେ ରହି  ପ୍ରକଳ୍ପ…

ଭିଜିଲାନ୍ସ ଜାଲରେ ବଲାଙ୍ଗିର ବିଇଓ ଅଫିସ ଆକାଉଣ୍ଟାଣ୍ଟ…

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ପେନସନ ପାଇଁ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ଆଜି ଲାଞ୍ଚ ନେବା ସମୟରେ ଧରାପଡିଛନ୍ତି । ଜଣେ…

ମଧୁମିତା ଶୁକ୍ଳା ମର୍ଡର କେସ୍‌; ୨୦ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ଅମରମଣି ତ୍ରିପାଠୀ ଓ ପତ୍ନୀ…

ନିଃସର୍ତ୍ତ ଅଫିସ : ଦୀର୍ଘ ୨୦ ବର୍ଷ କାଳ ଜେଲ୍‌ରେ ରହିବା ପରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ମଧୁମଣି ତ୍ରିପାଠୀ ଖୁବ୍‌ ଶୀଘ୍ର ମୁକ୍ତ ହେବେ। ମଧୁମିତା ଶୁକ୍ଳା ନାମ୍ନୀ କବି ମର୍ଡର କେସ୍‌ରେ ଫସିଥିବା ଏହି ଦମ୍ପତିଙ୍କ ଆଜୀବନ କାରାଦଣ୍ଡରେ…

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା !

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି। ନିର୍ବାଚନ ଜିତିବା ଲକ୍ଷରେ ସମସ୍ତ ଦଳର ନେତା। ରାଜ୍ୟରେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ପରିପେକ୍ଷୀରେ ଅକ୍ଟୋବରର…

ରାଗିଂ ରୋକିବ ଇସ୍ରୋ, ପଶ୍ଚିମବଙ୍ଗରେ ହେବ ଆରମ୍ଭ

କଲେଜ କ୍ୟାମ୍ପସରେ ରାଗିଂ ରୋକିବାକୁ ନିଆଯିବ ଶକ୍ତ ପଦକ୍ଷେପ । ଏଥିରେ ସାହାଯ୍ୟ କରିବ ଇସ୍ରୋ । ଇସ୍ରୋର ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋରୁ କଲେଜ କ୍ୟାମ୍ପସରେ ରାଗିଂର ମାତ୍ରା ବହୁତ କମିଯିବ ବୋଲି ଆକଳନ କରାଯାଉଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଓ ବିଶ୍ୱବିଦ୍ୟାଳୟ…

ଜି-୨୦ ପାଇଁ ଭାରତ ଆସିବେନି ପୁଟିନ…

ଭାରତର ରାଜଧାନୀ ଦିଲ୍ଲୀରେ ଆସନ୍ତା ମାସରେ ଜି-୨୦ର ମୁଖ୍ୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ଅନେକ ଦେଶର ମୁଖିଆମାନେ ସାମିଲ ହେବେ। କିନ୍ତୁ ଜି-୨୦ ବୈଠକରେ ଯୋଗ ଦେବାକୁ ରୁଷ ରାଷ୍ଟ୍ରପତି…