କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି: ଡକାୟତ ଲୁଟିଲେ ୨୫ଭରି ସୁନା

ଧର୍ମଗଡ : କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି  । ଘର ଆଲମିରା ଭାଙ୍ଗି ଡକାୟତମାନେ ଲୁଟିଛନ୍ତି ୨୫ ଭରି ସୁନା ଅଳଙ୍କାର  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଓଲମା ଗାଁରେ  । ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଧନଞ୍ଜୟ ସାହୁଙ୍କ ଘରେ…

ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତକୁ ଛଡାଇ ନେଲେ ଦୁର୍ବୁତ୍ତ…

ସୋରୋ: ଵାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ଅନନ୍ତପୁର ଫାଣ୍ଡି ପୋଲିସ ଜଣେ ଅଭିଯୁକ୍ତ ବଂଶୀଧର ମଲ୍ଲିକକୁ…

ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପୂର୍ବରୁ କ୍ରାସ ହେଲା ଲୁନା-୨୫

ମସ୍କୋ: ଅନ୍ତରୀକ୍ଷକୁ ପଠାଯାଇଥିବା ଋଷର ମିଶନ ମୁନକୁ ବଡ ଝଟକା ଲାଗିଛି । ଚନ୍ଦ୍ରର ପୃଷ୍ଠ ସହିତ ଧକ୍କା ହୋଇ ବିଫଳ ହୋଇଛି ଲୁନା-୨୫। ରୁଷ୍‌ ୫୦ ବର୍ଷ ପରେ ଦ୍ୱିତୀୟ ଥର ମୁନ୍‌ ମିଶନ ଲଞ୍ଚ୍‌ କରିଥିଲା। ଅଧିକାରୀଙ୍କ ସୂଚନା ଅନୁସାରେ ଋଷର ଅନ୍ତରୀକ୍ଷ ଯାନ ଅନିୟନ୍ତ୍ରିତ କକ୍ଷରେ ବୁଲିବା…

ଅଯୋଧ୍ୟା ରାମ ମନ୍ଦିରର ସମ୍ମୁଖ ପାର୍ଶ୍ୱର ପ୍ରଥମ ଫଟୋ ଜାରି

ଲକ୍ଷ୍ନୌ :  ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମନ୍ଦିରର ଭୂତଳ କାମ ପ୍ରାୟତଃ ସମାପ୍ତ ହୋଇଗଲାଣି। ଏହାସହିତ ପ୍ରଥମ ତାଲା ପାଇଁ ୧୦ ଫୁଟ୍‌ର ପିଲର୍‌ ବି ପ୍ରସ୍ତୁତ ହୋଇଯାଇଛି। ଏବେ ମନ୍ଦିର ଟ୍ରଷ୍ଟ୍‍ ତରଫରୁ ନିର୍ମାଣ କାର୍ଯ୍ୟର ଏକ…

ରାଉରକେଲା NITରୁ ୪ ନକଲି ପରୀକ୍ଷାର୍ଥୀ ଗିରଫ

ରାଉରକେଲା : ରାଉରକେଲାରେ ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ । ଜାତୀୟ ବୈଷୟିକ ପ୍ରତିଷ୍ଠାନ -ଏନ୍ଆଇଟି ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷାରେ ଧରାପଡିଲେ ଜାଲ ପରୀକ୍ଷାର୍ଥୀ। ଏହି ଚାରି ଅଭିଯୁକ୍ତ ହେଉଛନ୍ତି- ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର…

ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡିଂ ତାରିଖ ଓ ସମୟ ଘୋଷଣା କଲା ଇସ୍ରୋ…

ନୂଆଦିଲ୍ଲୀ: ସମୟ ଯେତେ ପାଖଉଛି ଉତ୍କଣ୍ଠା ସେତେ ବଢୁଛି । ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ସହ ଜଡ଼ିତ କୋଟି କୋଟି ଭାରତୀୟଙ୍କ ସ୍ଵପ୍ନ, ଆଶା ଓ ଆକାଂକ୍ଷା । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସଫଳ ଅବତରଣ କଲେ ଇତିହାସ ରଚିବ ଭାରତ । ବିଶ୍ଵ ସମେତ ଦେଶବାସୀ ସେହି ଐତିହାସିକ…

ରୁଟି ପୋଡ଼ିଯିବାରୁ ତାୱାରେ ବୋହୂକୁ ଚେଙ୍କ, ଶାଶୁ ଓ ସ୍ବାମୀ ଗିରଫ

କାମାକ୍ଷାନଗର: ବୋହୂକୁ ଗରମ ତାୱା ଚେଙ୍କ । ରୁଟି ପୋଡ଼ିଯିବାରୁ ତାୱାରେ ବୋହୂକୁ ଚେଙ୍କ ଦେଇ ଗିରଫ ହେଲେ ଶାଶୁ ଓ ସ୍ବାମୀ । ଭୂବନ ଥାନା ଲତାବିଲ ଅଞ୍ଚଳର ଭାଗିରଥୀ ବେହେରାଙ୍କ ଝିଅ ରଶ୍ମିତା ବେହେରା ଜଗତସିଂହପୁର ଖାରବେଳର ଦିଗବିଜୟଙ୍କୁ ବିବାହ କରିଥିଲେ ।…

କଂଗ୍ରେସର ନୂତନ କାର୍ଯ୍ୟକାରୀ କମିଟି ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ନୂତନ ଦଳ ପ୍ରସ୍ତୁତ କରିଛି। କଂଗ୍ରେସର ନୂତନ କାର୍ଯ୍ୟକାରୀ କମିଟିର ତାଲିକା ପ୍ରକାଶ ପାଇଛି ଯେଉଁଥିରେ ସୋନିଆ…

ସ୍କୁଲ ଭିତରେ ବନ୍ଧୁଙ୍କ ସହ ମଦ୍ୟପାନ କଲେ ଶିକ୍ଷକ

ବୌଦ୍ଧ:  ସରକାରୀ ସ୍କୁଲରେ ପିଲାଙ୍କୁ ଶିକ୍ଷାଦାନ ଦେବା ବଦଳରେ ଏକ କୋଠରୀରେ କବାଟ ବନ୍ଦ କରି ମଦ୍ୟପାନ କରୁଛନ୍ତି ଶିକ୍ଷକ । ଜଣେ ଶିକ୍ଷକ ଏବଂ ତାଙ୍କର ଅନ୍ୟ ଜଣେ ବନ୍ଧୁ ମିଶି ମଦ୍ୟପାନ କରୁଥିବା ମୁହୂର୍ତ୍ତର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବୌଦ୍ଧ…

ଜ୍ୟୋତିଷ ହିଁ କହିପାରିବେ କେତେ ଆସନ ଜିତିବୁ: ଶାହା

ଭୋପାଳ: ଚଳିତବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆଉ ନିର୍ବାଚନକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ଏବେ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି | ତେବେ ବର୍ତ୍ତମାନ ମଧ୍ୟପ୍ରଦେଶ ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଥିବାବେଳେ ନିର୍ବାଚନରେ…