ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ‘ଇଡି’ ସମନ୍‌

ନୂଆଦିଲ୍ଲୀ: ଜମି ହଡ଼ପ ମାମଲାରେ ଅଗଷ୍ଟ ୨୪ ତାରିଖ ଦିନ ଅଦାଲତରେ ହାଜର ହେବା ପାଇଁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସମନ୍‌ ଜାରି କରିଛି। ଏହି ମାମଲାରେ ଅଗଷ୍ଟ ୧୪ ତାରିଖ ଦିନ ହାଜର ହେବା ପାଇଁ ପୂର୍ବରୁ…

ଅପହରଣର ୧୫ ଘଣ୍ଟା ପରେ ୫ ମତ୍ସ୍ୟଜୀବୀ ଠାବ

ବ୍ରହ୍ମପୁର : ଉଦ୍ଧାର ହେଲେ ନିଖୋଜ ମତ୍ସ୍ୟଜୀବୀ । ଆନ୍ଧ୍ର ମାଛ ମାଫିଆ ସମୁଦ୍ର ମଧ୍ୟରୁ ୫ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ନିଖୋଜ ହେବାର ୧୫ ଘଣ୍ଟା ପରେ ଶ୍ରୀକାକୁଲମ୍…

କ୍ୟାନସରରେ ପୀଡିତ ଥିଲେ ଆନ୍ତର୍ଜାତୀକ ଆଥଲେଟ ଦୂତି ଚାନ୍ଦ

ଭୁବନେଶ୍ବର: ଓଡ଼ିଆ ଧାବିକା ଦୂତି ଚାନ୍ଦ ଷ୍ଟେଜ୍ ଓ୍ବାନ୍ କ୍ୟାନସରରେ ପୀଡିତ ଥିଲେ । ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ଅଲଟ୍ରାସାଉଣ୍ଡ ଏବଂ ଏମଆରଆଇ ମଧ୍ୟ କରିଥିଲେ । ଡାକ୍ତରଙ୍କ ପରାମର୍ଶ…

ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ଓଡ଼ିଆ ଅସ୍ମିତା ସୁରକ୍ଷାରେ ରାଜ୍ୟ ସରକାର ବିଫଳ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ମହିଳା ସୁରକ୍ଷା ଓ ସଶକ୍ତିକରଣ ଦାବି ଫମ୍ଫା ଆବାଜ ।  ୨୦ଟି ଜିଲ୍ଲାର ଶିଶୁଙ୍କ ଓଜନ ବୟସ ତୁଳନାରେ କମ୍‌ । କେବଳ ଅଣଓଡ଼ିଆ ଠିକାଦାରମାନଙ୍କୁ ମେଗା ପାନୀୟଜଳ…

ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ, ଜେଲରେ ବିଷ ଦେଇ ମାରିଦେବାକୁ ହେଉଛି ଷଡଯନ୍ତ୍ର

ଜେଲରେ ବନ୍ଦ ଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରତି ବିପଦ ରହିଛି ବୋଲି ଇମ୍ରାନଙ୍କ ପତ୍ନୀ ବୁଶରା ବିବି କହିଛନ୍ତି। ଅଟକ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ବିଷ ଦେଇ ଜୀବନରୁ…

ଲାଲୁଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ପାଟନା: ବଢିଲା ଲାଲୁ ଯାଦବଙ୍କ ସମସମ୍ୟା। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ରଦ୍ଦ କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସିବିଆଇ। ଲାଲୁଙ୍କ ଜାମିନକୁ ରଦ୍ଦ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ…

ନକଲି ଆରଟିଆଇ କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍…

ଭୁବନେଶ୍ୱର: ସୂଚନା ଅଧିକାର କର୍ମୀ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍  । ଠକ କିଶୋର ମିଶ୍ରଙ୍କୁ କୋରାପୁଟରୁ ଗିରଫ କରାଯାଇଛି  । ସେ  ନିଜକୁ ଜଣେ ସୂଚନା ଅଧିକାର କର୍ମୀ ବୋଲି କହିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି…

ରାହୁଲ ଗାନ୍ଧି ଆମେଠିରୁ ଲଢ଼ିବେ ଲୋକସଭା ନିର୍ବାଚନ, ୟୁପି କଂଗ୍ରେସ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା

ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁପି କଂଗ୍ରେସର ନୂତନ ଅଧ୍ୟକ୍ଷ ଅଜୟ ରାୟ କହିଛନ୍ତି ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆମେଠିରୁ ନିର୍ବାଚନ ଲଢ଼ିବେ। ଉତ୍ତର ପ୍ରଦେଶ କଂଗ୍ରେସ…

ଭିସ୍ତାରା ଫ୍ଲାଇଟରେ ବୋମା ଭୟ: ଦିଲ୍ଲୀ ବିମାନ ବନ୍ଦରରେ ଛାନଭିନ…

ନୂଆଦିଲ୍ଲୀ: ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ । ଏପରି ଧମକ ଶୁଣିବା ପରେ ଚାରିଆଡେ ଖେଳିଗଲା ହଇଚଇ । ଦିଲ୍ଲୀ ଏୟାରପୋର୍ଟରେ ଆଜି ଏପରି ଘଟଣା ଦେଖିବାକୁ ମିଳିଥିଲା । ଆଜି ସକାଳୁ ସକାଳୁ ଦିଲ୍ଲୀ-ପୁଣେ ଫ୍ଲାଇଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା । ୮ଟା ୫୩…

ମୋକିମଙ୍କ ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

କଟକ: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ଦାୟର ଜନସ୍ୱାର୍ଥ ମାମଲାକୁ ଅଗ୍ରାହ୍ୟ କରିଛନ୍ତି  ।  ଏ ନେଇ ଜନସ୍ବାର୍ଥ ମାମଲା  ଦାୟର କରିଥିଲେ ଡାକ୍ତର ରବିରଞ୍ଜନ ସାହୁ ।…