ଜଗତପୁର ଶିଳ୍ପାଞ୍ଚଳରୁ ବନ୍ଧୁକ ଜବତ, ଯୁବକ, ଗିରଫ
କଟକ : କଟକ ଜଗତପୁର ଶିଳ୍ପାଞ୍ଚଳରୁ ବନ୍ଧୁକ ଜବତ ହୋଇଛି । ଜଣେ ଯୁବକ ଠାରୁ ଦେଶୀ ବନ୍ଧୁକ ଜବତ କରିଛି ଜଗତପୁର ଥାନା ପୋଲିସ । ଏଥି ସହ ଏକ ବୁଲେଟ ଓ ଏକ ଫୋନ ମଧ୍ୟ ଜବତ୍ କରିଛି ପୋଲିସ । ବନ୍ଧୁକ ରଖିବା ଅଭିଯୋଗରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳର ଚନ୍ଦନ ବେଶ କୁମାର ସାହୁ ଗିରଫ!-->…