ଜିଲ୍ଲାସ୍ତରୀୟ ୟୁଥ ରେଡ଼କ୍ରସ ଶିବିର ଉଦଘାଟିତ
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ୟୁଥ ରେଡ଼ କ୍ରସ ଶିବିର ଉଦଘାଟିତ ହୋଇଯାଇଛି । ଏହି ଭଦଘାଟନୀ ଉତ୍ସବରେ ଜିଲ୍ଲାରେ ରେଡ କ୍ରସ ଚେୟାରମେନ ତଥା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଡଃ ସୁବାଶ!-->…