ଏସିଡ ଫିଙ୍ଗିଲା ସୁନା ଦୋକାନୀ, ୨ ଗୁରୁତର
ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁଡ଼ିଗଡ଼ିଆ ବଜାରରେ ଜଣେ ସୁନା ଦୋକାନୀଙ୍କ ଏସିଡ୍ ମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଦ୍ୱୟ ହେଉଛନ୍ତି ରାମଚନ୍ଦ୍ର ପାଢ଼ୀ (୪୦) ଓ ଡମ୍ବରୁଧର ମଲ୍ଲିକ (୫୦)। ଉଭୟ ଡାଲଙ୍ଗ ଗାଁର। ରାମଚନ୍ଦ୍ରଙ୍କ!-->…