ପରାଜୟ ଲାଗି ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ତୀବ୍ର ସମାଲୋଚନା କଲେ ଲୋକସଭା ସାଂସଦ କୁମାରୀ ସେଲଜା
ଚଣ୍ଡୀଗଡ : ଭୁଲ୍ ହେଲା ଏକଜିଟ୍ ପୋଲ୍। ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ବହୁମତ ପାଇଲା ବିଜେପି। ଆଉ ନିଶ୍ଚିତ ବିଜୟ ଆଶା ରଖିଥିବା କଂଗ୍ରେସ ୩୭ଟି ଆସନ ପାଇବା ପରେ ଏହାର ପ୍ରମୁଖ ନେତାମାନେ ଖୋଲାଖୋଲି ପରସ୍ପର ବିରୋଧରେ ଟିପ୍ପଣୀ ଦେବା ଆରମ୍ଭ କରି ଦେଇଛନ୍ତି।ଫଳାଫଳ ଆସିବା ପରେ ଦଳର!-->…