ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ଭୁବନେଶ୍ଵର: ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା । ‘ସୁଭଦ୍ରା’ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତା ଗଲା ୧ ଟଙ୍କା । ଏନେଇ ‘ସୁଭଦ୍ରା’ଶୋଭାଯାତ୍ରାରେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶେଷ…

ବ୍ଳକ ଓ ଜୋନସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଗୁରୁବାର ଠାରୁ ଅନୁଷ୍ଠିତ ହୋଇଥିବା ବ୍ଳକ ଓ ସବଜୋନ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ପୈାର କାର୍ଯ୍ୟ ନିର୍ବାହୀ…

ଆସୁଛନ୍ତି ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ଶେଷ ପର୍ଯ୍ୟାରେ, ସୁରକ୍ଷାରେ ୮୧ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୨ କମ୍ପାନୀ…

ଭୁବନେଶ୍ୱର : ଦିନକ ପରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବର ଜନତା ମୈଦାନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ । ମୋଦିଙ୍କ ଗସ୍ତ ପ୍ରସ୍ତୁତି ଜୋରଦାର । ମୁଖ୍ଯମନ୍ତ୍ରୀ ମୋହନ ମାଝୀ ମୋଦିଙ୍କ ଗସ୍ତ ନେଇ ଜନତା ମୈଦାନରେ ପ୍ରସ୍ତୁତି ବୁଲି ଦେଖିଛନ୍ତି । ସମଗ୍ର…

ନବରଙ୍ଗପୁରଠାରେ ସୁଭଦ୍ରା ଶୋଭାଯାତ୍ରା ମାଧ୍ୟମରେ “ଘରେ ଘରେ ସୁଭଦ୍ରା” କାର୍ଯ୍ୟକ୍ରମ

ନବରଙ୍ଗପୁର : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ ସରକାରଙ୍କର ସୁଭଦ୍ରା ଯୋଜନାର ବ୍ୟାପକ ସଚେତନତା ପାଇଁ ଆଜି ଜିଲ୍ଲାସ୍ତରୀୟ ଘରେ ଘରେ ସୁଭଦ୍ରା ଯୋଜନାର ଶୁଭାରମ୍ବ ହୋଇଯାଇଛି । ଏହି ଅବସରରେ ଆଜି ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ପାଞ୍ଚଶହ ରୁ…

‘କ୍ଷମତାକୁ ଆସିଲେ ଘଣ୍ଟାଏ ମଧ୍ୟରେ ମଦ ଉପରୁ ବ୍ୟାନ୍ ହଟାଇ ଦେବି’

'କ୍ଷମତାକୁ ଆସିଲେ ଘଣ୍ଟାଏ ମଧ୍ୟରେ ବିହାରରୁ ମଦ ଉପରୁ ବ୍ୟାନ୍ ହଟାଇ ଦେବି...' ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଏପରି କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋର। ଅକ୍ଟୋବର ୨ରେ ତାଙ୍କ ଦଳ ଜନ ସୁରାଜର ପ୍ରତିଷ୍ଠା ପାଇଁ ଚାଲିଥିବା…

ରୁଷିକୂଲ୍ୟା ନଦୀ କଂସାରୀଗଣ୍ଡରେ ଗାଧେଇବାକୁ ଯାଇ ଜଣେ ନିଖୋଜ, ସନ୍ଧାନ ଜାରି

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀ କଂସାରୀଗଣ୍ଡ ରେ ଗାଧେଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଛନ୍ତି l ନିଖୋଜ ବୃଦ୍ଧ ଜଣକ ହେଲେ ମୁନିସିପେଣ୍ଠ ଗ୍ରାମ ର ଭଗବାନ ହାତୀ l ଭଗବାନ ରବିବାର ସକାଳେ କଂସାରୀଗଣ୍ଡ କୁ ଗାଧେଇବାକୁ ଯାଇଥିବା ବେଳେ କୌଣସି କାରଣ…

ରାଜ୍ୟବ୍ୟାପୀ ‘ସୁଭଦ୍ରା’ ସ୍ଵାଗତ ପଦଯାତ୍ରା, ୬୦ ଲକ୍ଷରୁ ଅଧିକ ମହିଳା କଲେଣି ପଞ୍ଜୀକରଣ

ଭୁବନେଶ୍ୱର : ସାରା ରାଜ୍ୟରେ ସୁଭଦ୍ରା ସ୍ବାଗତ ପଦଯାତ୍ରା । ସୁଭଦ୍ରା ଯୋଜନା ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱର ଗିରି ଦୁର୍ଗା ମନ୍ଦିରରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ହୋଇଛି । ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଓ…

ସୁରକ୍ଷା ସାମଜିକ ସଂଗଠନ ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଉପରେ ସଚେତନତା କର୍ମଶାଳା

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ର ନାଉଳି ଗ୍ରାମ ରେ ସୁରକ୍ଷା ସାମାଜିକ ସଂଗଠନ ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଉପରେ ସଚେତନତା କର୍ମଶାଳା ସଂଗଠନ ର ସଭାପତି ଅଜିତ କୁମାର ପରିଡା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା | ହିଞ୍ଜିଳିକାଟୁ ସରକାରୀ…

ସୁଭଦ୍ରା ସ୍ବାଗତ ପଦଯାତ୍ରା

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ପ୍ରଦକ୍ଷିଣ ଗୃହ ପରିସରରୁ ସୁଭଦ୍ରା ସ୍ବାଗତ ପଦଯାତ୍ରା ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ମାଦିକୁନ୍ଦା ଛକ ଠାରୁ ଆରମ୍ଭ ହୋଇ ଗୋପବନ୍ଧୁ ଛକ ଦେଇ ବିଜୁ କଲ୍ଯାଣ ମଣ୍ଡପ ଠାରେ…

ଅସହାୟ ଅବସ୍ଥାରେ ବୃଦ୍ଧା, ସହାୟତା ପାଇଁ କେହି ନାହିଁ

ଉମରକୋଟ : ବୃଦ୍ଧାଙ୍କ ସବୁ ଥାଇ କିଛି ନାହିଁ, ଉପଯୁକ୍ତ ତିନି ତିନିଟି ପୁଅ ଥାଇ ଅତିରୁ ଅତି ଦୟନୀୟ ଭାବରେ ଗୋଟିଏ ଭଙ୍ଗା ଦଦରା ଘରର ଗୋଟିଏ ପାର୍ଶ୍ବରେ ପଡ଼ି ରହିଛି। ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ, ଗଞ୍ଜାପାରା ପଞ୍ଚାୟତ ଅନ୍ତର୍ଗତ ହାତୀବେନା…