ବିଭିନ୍ନ ଆଳ ଦେଖାଇ ସ୍ମାର୍ଟ ମିଟର ସଂଯୋଗ କରାଯାଉଛି…!
ଲୋକଙ୍କୁ ଭକୁଆ ବନାଉଛି ଟାଟା ପାୱାର……!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଏବେ ଟାଟା ପାୱାର ସ୍ମାର୍ଟ ମିଟର ସଂଯୋଗ କରବା ଅଭିଯାନ ଆରମ୍ଭ କରିଛି । ସ୍ମାର୍ଟ ମିଟର କୁ ଗ୍ରାହକ ସହଜ ରେ ଗ୍ରହଣ କରୁନାହାନ୍ତି। ବିଭିନ୍ନ ଗ୍ରାହକଙ୍କ ଗୃହରେ ପୂର୍ବରୁ ଲାଗିଥିବା ଇଲୋ!-->…