ଦୁଇ ଦିନିଆ ଆଞ୍ଚଳିକ ବାଳିକା କବାଡି ପ୍ରତିଯୋଗିତା
ଛତ୍ରପୁର : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପରିସରରେ ସିଆଇସିଏସଇ ସ୍ପୋର୍ଟ୍ସ ଏଣ୍ଡ ଗେମ୍ ପକ୍ଷରୁ ଦୁଇ ଦିନିଆ ଆଞ୍ଚଳିକ ବାଳିକା କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି | ଏଥିରେ ୫ଟି ଜୋନ ଯଥା ଝାରସଗୁଡା, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ବାଲେଶ୍ୱର ଜୋନର!-->…