ଭିଜିଲାନ୍ସ ଜାଲରେ ST/SC ବିଭାଗର ୨ ଅଡିଟର, ଚଢ଼ାଉ ବେଳେ ପୁଳାପୁଳା ନଗଦ ଜବତ
ବାରିପଦା: ଭିଜିଲାନ୍ସ ଜାଲରେ ୨ ଅଡିଟ ଅଫିସର । ବାରିପଦା ସହରରୁ ଦୁଇ ଅଡିଟ୍ ଅଫିସରଙ୍କୁ ଧରିଲା ଭିଜିଲାନ୍ସ । ଗାଡିରୁ ୫ ଲକ୍ଷ ୮୦ ହଜାର ଟଙ୍କା ଜବତ । ବାରିପଦାରେ ରହୁଥିବା ଏକ ହୋଟେଲ ରୁମରୁ ୮ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ଗତକାଲି ବିଳମ୍ବିତ ରାତିରେ!-->…