ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ଟିଏମସିର ସାଂସଦ ଏବଂ ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେପି ସରକାର ଆସିବା ପରେ ମମତାଙ୍କ ଟିଏମ୍ସି ଦୁର୍ଗ ଦିନକୁ ଦିନକ ଦୁର୍ବଳ ହେବାରେ ଲାଗିଛି । ଏହାରି ଭିତରେ ଟିଏମସିର ଟାଣୁଆ ନେତା ତଥା ୪ ଥରର ସାଂସଦ…

ଯାନ୍ତ୍ରିକ ତ୍ରୁଟି : ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ : ଦିଲ୍ଲୀରୁ ସାନଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଧାରୁ ଫେରିଲା । ୩ ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଣ ଭରିସାରିଥିବା ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଆସିଛି । ବିମାନରେ ପ୍ରାୟ ୨୩୦ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।…

ସୁପ୍ରିମ ରାୟ : SIR ସଂପୂର୍ଣ୍ଣ ବୈଧ, ଭୋଟର ତାଲିକା ସଂଶୋଧନ କ୍ଷମତା ନିର୍ବାଚନ କମିଶନଙ୍କ ରହିଛି:

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଭୋଟର ତାଲିକା ସଂଶୋଧନ (SIR) ବୈଧ । ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଭୋଟର ଯାଞ୍ଚକୁ କୋର୍ଟଙ୍କ ମଞ୍ଜୁରୀ । ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇ ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR) ବା ଭୋଟର ତାଲିକାର…

ମନି ଲଣ୍ଡରିଂ ମାମଲା: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଘରେ ଇଡ଼ି ରେଡ୍

ଥିରୁଅନନ୍ତପୁରମ : କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ ଲିମିଟେଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡ଼ିର ବଡ଼ କାର୍ଯ୍ୟାନୁଷ୍ଠାନ । ଇଡ଼ି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ) ର ବରିଷ୍ଠ ନେତା ପିନାରାୟୀ ବିଜୟନଙ୍କ ବାସଭବନରେ ରେଡ୍ କରିଛି । ପ୍ରିଭେନସନ ଅଫ୍ ମନି…

ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଶୀଘ୍ର ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ୍‌

ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନକୌଶଳରେ ବିକାଶ କରାଯାଇଥିବା ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ୍‌ ଖୁବ୍‌ଶୀଘ୍ର ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ। ଏହି ଟ୍ରେନରେ ୧୦ଟି ଡବା ଓ ୧୨୦୦ କିଲୋୱାଟ୍‌ର ଇଞ୍ଜିନ ରହିଛି। ଏହା ଘଣ୍ଟା ପ୍ରତି ୭୫ କିମି ବେଗରେ ଗତି କରିବ।…

ହୀରାକୁଦ ବନ୍ଧରୁ ବନ୍ୟାଜଳ ନିଷ୍କାସନ ନେଇ ସତର୍କ କରାଇଲେ ଅତିରିକ୍ତ ହୀରାକୁଦ ମୁଖ୍ୟ ଯନ୍ତ୍ରୀ

ସମ୍ବଲପୁର:ବର୍ଷା ଋତୁରେ ହୀରାକୁଦ ଜଳଭଣ୍ତାରେ ଜଳରାଶି ବୃଦ୍ଧି ପାଇଥାଏ ଏହାକୁ ଆଖି ଆଗରେ ରଖି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସତର୍କତା ଜାରି କରିଛନ୍ତି। ସେ କହିଛନ୍ତି ଚଳିତ ବର୍ଷା ଋତୁରେ ଯେକୌଣସି ସମୟରେ ବନ୍ୟାଜଳ ନିଷ୍କାସନ କରାଯାଇପାରେ।ଏହାକୁ ନଜରରେ ରଖି ମହାନଦୀ ନଦୀ ଶଯ୍ୟାରେ ଚଳାଚଳ…

୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା

ଭୁବନେଶ୍ଵର:ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୭’ର ଆୟୋଜନ କରିବ ଓଡ଼ିଶା। ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶାର ସୁନାମ ପୁଣି ଥରେ ଶୀର୍ଷକୁ ଛୁଇଁଛି।ଆସନ୍ତା ୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାର ବଡ଼ ସୁଯୋଗ ଓଡ଼ିଶାକୁ ମିଳିଛି । ହଂକଂଠାରେ ଅନୁଷ୍ଠିତ…

ପିକଅପ ଓଲଟି ୨ ମୃତ; ୨ ଗୁରୁତର

ରାଜନଗର : ମିକ୍ସଚର ମେସିନ ସହ ପିକଅପ ଓଲଟି ୨ ମୃତ, ୨ ଗୁରୁତର। ରାଜନଗର ବ୍ଲକ ଡେରା ପଞ୍ଚାୟତ ଗୋଖଣି ଗ୍ରାମରୁ ଛାତ ପକାଇ ସାରିବା ପରେ ଶ୍ରମିକ ମାନେ ମିକ୍ସର ମେସିନ ସହ ପିକଅପରେ ଜରିମୂଳ ଯାଉଥିଲେ। ମୁଗକଣି ଗାଁର କିଛି ଦୂରରେ ଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସଂଯୋଗ ରାସ୍ତାର କିଛି…

ମୌସୁମୀ ଓ ଏଲନିନୋ ମୁକାବିଲା ପାଇଁ ପ୍ରସ୍ତୁତ ରଣନୀତି ଉପରେ ଆଲୋଚନା

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ରାଜ୍ୟରେ ସ୍ଵାଭାବିକଠାରୁ କମ୍ ବର୍ଷା ଏବଂ ଏଲନିନୋ ପ୍ରଭାବ ନେଇ କରାଯାଇଥିବା ଆକଳନକୁ ଦୃଷ୍ଟିରେ ରଖି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିଥିଲେ। ଭରଚୁଆଲ ମାଧ୍ୟମରେ ଆୟୋଜିତ ଏହି…

ଠପ୍ ହୋଇପାରେ ଯାତ୍ରୀବାହୀ ବସ ସେବା: ରାଜ୍ୟ ଘରୋଇ ବସ ମାଲିକ ସଂଘର ଧର୍ମଘଟ ଚେତାବନୀ

କଟକ: ଆଗକୁ ବନ୍ଦ୍ ହୋଇପାରେ ଅଖ ଚକ । ଠପ୍ ହୋଇ ପାରେ ଯାତ୍ରୀବାହୀ ବସ ସେବା । ଧର୍ମଘଟକୁ ଓହ୍ଲାଇ ପାରେ ରାଜ୍ୟ ଘରୋଇ ବସ ମାଲିକ ସଂଘ । ଏଭଳି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସଂଘ କହିଛି, ସ୍ୱୟଂ ଚାଳିତ ବ୍ୟବସ୍ଥା ଅନୁଯାୟୀ ପେଟ୍ରୋଲ ଡିଜେଲ ଦର ଲିଟର ପିଛା ୨ ଟଙ୍କା…