ଫାଲଟାରେ ଲକ୍ଷାଧିକ ଭୋଟରେ ବିଜେପିର ବିଜୟ

କୋଲକତା: ପଶ୍ଚିମବଙ୍ଗର ଫାଲଟା ବିଧାନସଭା ନିର୍ବାଚନମଣ୍ଡଳୀର ପୁନଃନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଂଶୁ ପଣ୍ଡା ନିକଟତମ ପ୍ରାର୍ଥୀ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସିଷ୍ଟ)ର ଶମ୍ଭୁନାଥ କୁର୍ମିଙ୍କୁ ୧୦୯୦୨୧ ଭୋଟରେ ପରାସ୍ତ କରିଛନ୍ତି। ଦେବାଂଶୁଙ୍କୁ…

ଓଟିରେ ରୋଗୀଙ୍କୁ ବଳାତ୍କାର, ବନ୍ଧା ହେଲେ ଡାକ୍ତର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ମହିଳା ରୋଗୀଙ୍କୁ ଅସ୍ତ୍ରୋପଚାର କକ୍ଷ (ଓଟି)ରେ ବଳାତ୍କାର କରିଥିବା ଅଭିଯୋଗରେ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ…

ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ବାପ-ପୁଅଙ୍କ ମୃତ୍ୟୁ

ଯାଜପୁର : ଗ୍ୟାସ ସିଲିଣ୍ଡର ଲିକ ହୋଇ ୩ଜଣ ଗୁରୁତର ହେବା ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ବାପା ପୁଅଙ୍କ ମୃତ୍ୟୁ । ଗତକାଲି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତ ଗୁଲଜାରନଗରପାଟଣାରେ ଥିବା ଏକ ଜଳଖିଆ ଦୋକନରେ ଗ୍ୟାସ ସିଲିଣ୍ଡର ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୩ଜଣ…

କନ୍ଧମାଳର ନୂଆ ଆରକ୍ଷୀ ଅଧିକ୍ଷକ ହେଲେ ରମେନ୍ଦ୍ର ପ୍ରସାଦ

କନ୍ଧମାଳ : ରାଜ୍ୟ ସରକାର ଙ୍କ ଗୃହ ବିଭାଗ ପକ୍ଷରୁ ଆଇପିଏସ ସ୍ତରରେଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି l ରାଜ୍ୟରେ ୧୮ ଜଣ ଆଇପିଏସ ଓ ଓପିଏସ ମାନଙ୍କୁ ବିଭିନ୍ନ ଭିଭାଗରେ ନିଯୁକ୍ତି ଦିଆଯାଇଛି l ସେହିପରି କନ୍ଧମାଳ ଜିଲ୍ଲା ରେ ନୂଆ ଆରକ୍ଷୀ ଅଧିକ୍ଷକ ରୂପେ ରମେନ୍ଦ୍ର ପ୍ରସାଦଙ୍କୁ ନୂତନ…

ମାଆକୁ ପିଟିପିଟି ମାରିଦେଲା ପୁଅ

ଆଳି : ମାଆକୁ ପିଟିପିଟି ମାରିଦେଲା ପୁଅ ।  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପାତୁଳି ଗାଁରେ ହୀରାମଣି ସାହୁଙ୍କୁ (୭୫ )ତାଙ୍କ ପୁଅ ନିଶାସକ୍ତ ଅବସ୍ଥାରେ ଏକ ବାଡ଼ିରେ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମାଆ ଶୋଇଥିବା ବେଳେ…

ଯାଆଁଳା କନ୍ୟା ସନ୍ତାନ ଜନ୍ମ ହେବାରୁ ଗାଁ ଦାଣ୍ଡରେ ପୁଅ-ବୋହୁଙ୍କୁ ମାଡ଼

ସାଲେପୁର : କନ୍ୟା ସନ୍ତାନ ଜନ୍ମ ହେବାରୁ ପୁଅ ବୋହୁଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଶାଶୁ ଶଶୁର ଓ ନଣନ୍ଦ । ମାସେ ହେଲା ଦେଉଥିଲେ ଅକଥନୀୟ ନିର୍ଯାତନା । ସୋସିଆଲ ମିଡିଆରେ ଭିଡିଓ ଭାଇରଲ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଦୁଇଟି ହାତୀର ମୃତଦେହ ଉଦ୍ଧାର

ନର୍ଲା : ଦୁଇଟି ହାତୀର ମୃତ୍ୟୁ ଖବର ମିଳିଛି । ଗୋଟେ ଦନ୍ତା ହାତୀର ମୃତ୍ୟୁ ହୋଉଥିବାବେଳେ ଆଉ ଏକ ମାଖନା ହାତୀର ମୃତ୍ୟୁ ହୋଇଛି। କଳାହାଣ୍ଡି ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ଏକ ପୋଖରୀ ନିକଟରୁ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ପ୍ରବଳ ଖରା ସାଙ୍ଗକୁ ଜଙ୍ଗଲରେ ପାଣିର ଅଭାବ…

ଦଶାହ ଖାଦ୍ୟ ଖାଇ ୪ ମୃତ, ୧୭ ଆକ୍ରାନ୍ତ

ଝାରସୁଗୁଡ଼ା: ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗାଁରେ ଏକ ଦୁଃଖଦ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦଶାହ ଭୋଜି ଖାଇବା ପରେ ବିଷାକ୍ତ ଖାଦ୍ୟ ପ୍ରଭାବରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୭ ଜଣ ଗୁରୁତର…

ଟ୍ରେନ ଉପରେ ଚଢ଼ି ସେଲଫି ନେଲା ବେଳେ ଜଳିଗଲେ ଯୁବକ

ଭୁବନେଶ୍ବର: ସେଲଫି ନେବା ପଡିଲା ମହଙ୍ଗା । ଟ୍ରେନ ଉପରେ ସେଲଫି ନେବା ବେଳେ କରେଣ୍ଟ ଲାଗି ରେଳ ଷ୍ଟେସନକୁ ଛିଟିକିପଡ଼ିଲେ ଛାତ୍ର । ମଞ୍ଚେଶ୍ୱର ରେଳ ଷ୍ଟେସନରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ମାଲବାହି ଟ୍ରେନ ଉପରେ…

ପୋଖରୀରେ ବୁଡ଼ିଗଲେ ଦୁଇ ଛାତ୍ର

ବ୍ରହ୍ମପୁର:ବ୍ରହ୍ମପୁର ସହର ଅଙ୍କୁଲି ନୁଆସାହି ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତାରୁ ପାଣିରେ ବୁଡ଼ି ଯାଇ ୨ ଜଣ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଆଯୋଧ୍ୟାନଗର ୨ୟ ଲାଇନର ବିଶ୍ୱଜିତ ପଣ୍ଡା(୧୬) ଓ ଖୋଡାସିଂର ଅଭିଜିତ ମାରାଣ୍ଡି(୧୬) । ଆଜି ଉଭୟ ଏହି ପୋଖରୀକୁ ପହଁରା…