ନକଲି NIA ଅଫିସରକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ନକଲି NIA ଅଫିସରକୁ ମାଡିବସିଲା ପୋଲିସ !। ଥାନାରେ ଦଲାଲି କରିବାକୁ ଆସି ଧରାପଡିଲା ଠକ । ରାଜଧାନୀରୁ ଧରାପଡିଲା ନକଲି NIA ଅଫିସର । ନିଜକୁ National Investigation Agency ଅଧିକାରୀ କହି ପୁଲିସକୁ ଦେଖାଉଥିଲା ଠାଣି । ଥାନାକୁ ଆସି ମିଛ…

ଚେକ୍ କ୍ଲୋନିଂ କରି ୯ କୋଟିରୁ ଅଧିକ ଟଙ୍କାର ଠକେଇ, ୨ ଗିରଫ

ଭୁବନେଶ୍ୱର : ଚେକ୍ କ୍ଲୋନିଂ କରି ୯ କୋଟିରୁ ଅଧିକ ଟଙ୍କା ଚଳୁ । EOW ଜାଲରେ ଆଉ ୨ ଠକ । ରାୟପୁରରୁ ମାଡିବସିଲା ଟିମ୍ । ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠିରୁ ୯ କୋଟି ୫୬ ଲକ୍ଷ ଟଙ୍କା ଗାଏବ ମାମଲାରେ EOW କୁ ବଡ଼ ସଫଳତା । ଆଉ ଦୁଇ ଜଣ ଠକଙ୍କୁ ଛତିଶଗଡ଼ର ରାୟପୁରରୁ ଗିରଫ କରିଛି EOW…

ଆସୁଛି ଦୁଇଟି ଲଘୁଚାପ ! ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଆସୁଛି ଡବଲ ଲଘୁଚାପ । ଗୋଟିଏ ବଙ୍ଗୋପସାଗରରେ ଅନ୍ୟଟି ଆରବ ସାଗରରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ୩.୧ କିମି ଉପରସ୍ଥ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଗତ ୧୮ ପରଠାରୁ ଦୁର୍ବଳ ହୋଇଥିବା ମୌସୁମୀ…

ଶିଶୁଯତ୍ନ ଅନୁଷ୍ଠାନରୁ ୪ ନାବାଳିକା ନିଖୋଜ, ସଂପୃକ୍ତ ସଂସ୍ଥା ନାବାଳିକାଙ୍କୁ ବିକ୍ରି କରିଥିବା ଅଭିଯୋଗ

ବାଲେଶ୍ବର: ଶିଶୁଯତ୍ନ ଅନୁଷ୍ଠାନ ପରିସରରୁ ୪ ନାବାଳିକା ନିଖୋଜ । ବାଲେଶ୍ବର ରେମୁଣା ଥାନା ଅନ୍ତର୍ଗତ ମାରିଲାକ ସେବା ସଦନରେ ଗତକାଲି ରାତିରେ ୪ ଜଣ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ମାମଲାରେ ପୂର୍ବରୁ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ ଯତ୍ନ…

ଜମି ବିବାଦକୁ ନେଇ ବାପାକୁ ହାଣିଲା ପୁଅ

ସୋର : ରକ୍ତ ସଂପର୍କକୁ ଭୁଲିଗଲା ପୁଅ । ଜମିବାଡ଼ି ବିବାଦକୁ ନେଇ ବାପାକୁ ହାଣିଲା ପୁଅ । ଜମିବାଡ଼ି ବିବାଦରୁ ସୋର କୋର୍ଟ ସମ୍ମୁଖରେ ବାପାକୁ ହାଣିଲା ପୁଅ । ଗୋଡ଼େଇ ଗୋଡ଼େଇ କଟୁରୀରେ ଦୁଇ ପୁଅ ହାଣିଥିବା ବେଳେ ବାପା ଗୁରୁତର ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।…

ରଥଯାତ୍ରା ପ୍ରସ୍ତୁତି ନେଇ ବୈଠକ ଡାକିଲେ ଆଇନ ମନ୍ତ୍ରୀ, ଭିଡ଼ ନିୟନ୍ତ୍ରଣ ନେଇ ଆଲୋଚନା

ପୁରୀ : ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ରାଜ୍ୟ ଅତିଥି ଭବନରେ ହୋଇଛି ବୈଠକ । ରିପିଟ ନହେଉ ଦଳଚକଟା ଘଟଣା । କେମିତି ହେବ ଭିଡ଼ ନିୟନ୍ତ୍ରଣ। ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରା ? କେମିତି ଭକ୍ତମାନେ ଦର୍ଶନ…

ଛତ୍ରପୁରଠାରେ ଓଡିଶା ମାନବାଧିକାର କମିଶନଙ୍କ କ୍ଯାମ୍ପ କୋର୍ଟ ଅନୁଷ୍ଠିତ

୨୨ଟି ମାମଲାର ତତ୍କାଳ ସମାଧାନ ଓ ୭ଟି ମାମଲାର ବିସ୍ତୃତ ତଦନ୍ତ ରିପୋର୍ଟ ତଲବ ଛତ୍ରପୁର : ଓଡିଶା ମାନବାଧିକାର କମିଶନ ତରଫରୁ ଆଜି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଏକ କ୍ଯାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ “ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ” ଶୀର୍ଷକ ଆଇନ ସଚେତନତା…

ଛତ୍ରପୁର, ତା 22/05/26 : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ “ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ” ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆଜି ଛତ୍ରପୁର ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର…

ଅଟୋକୁ ଧକ୍କା ଦେଲା ବସ୍, ୬ ମୃତ, ୪ ଗୁରୁତର

ବ୍ରହ୍ମପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍ । ଦୁର୍ଘଟଣାରେ ୬ ମୃତ, ୪ ଗୁରୁତର । ଗଞ୍ଜାମ ପୁରୁଷତ୍ତମପୁର ଥାନା ଲଡ଼କପଲ୍ଲା ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି । ଅଟୋଟି…

ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ

ବଲାଙ୍ଗିର : ଗୋଟେ ପଟେ ଅସହ୍ୟ ତାତି, ଅନ୍ୟପଟେ ବିଦ୍ୟୁତ କାଟ୍ । ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ତାତିଲେ ଲୋକେ । ବଲାଙ୍ଗିର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଲେ ଆନ୍ଦୋଳନକାରୀ l ପ୍ରାୟ ତିନିଘଣ୍ଟା ଧରି ବିଦ୍ୟୁତ ବିଭାଗ କର୍ମଚାରୀ ଅଟକ ରହିଥିଲେ l …