ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହଜମା ବୁରହାନକୁ ହତ୍ୟା

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କୀ ନେଟୱାର୍କକୁ ଆଉ ଏକ ବଡ଼ ଝଟକା । ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ଗୁଳି କରି ହତ୍ୟା । ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଜଣେ ଅଜଣା ବ୍ୟକ୍ତି ଗୁଳି କରି ଫେରାର ହୋଇଯାଇଛି ।…

କେନ୍ଦ୍ରମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ: ମନ୍ତ୍ରୀମାନଙ୍କୁ ଦିଲ୍ଲୀ ନ ଛାଡିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତ ସାରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଫେରିବା ପରେ ଆଜି ବସିବ କେନ୍ଦ୍ର ମନ୍ତ୍ରୀପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦି ୩.୦ ସରକାରର ବଡ଼ ସମୀକ୍ଷା ହେବ । ଆଜି ଅପରାହ୍ନ ୪ଟାରେ ଦିଲ୍ଲୀର ସେବା ତୀର୍ଥଠାରେ କେନ୍ଦ୍ର…

ଭାରତରେ କକ୍ରୋଚ୍ ଜନତା ପାର୍ଟିର X ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ : ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆଙ୍କ ବୟାନକୁ ବିରୋଧ କରି ଆରମ୍ଭ ହୋଇଥିବା କକ୍ରୋଚ୍ ଜନତା ପାର୍ଟିର ଏକ୍ସ ଆକାଉଣ୍ଟକୁ ବନ୍ଦ କରାଯାଇଛି । ଗତ କିଛିଦିନ ହେଲାଣି ଇଣ୍ଟରନେଟରେ ଏହି ପାର୍ଟି ବେଶ୍ ଚର୍ଚ୍ଚା ଥିଲା । ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫଲୋର୍ସ ସଂଖ୍ୟା ଦିନକୁ ଦିନ…

ଘରେ ପଶି ମା’ ପୁଅକୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଡବଲ ମର୍ଡର । ଗୋବିନ୍ଦପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଦୁର୍ବୁତ୍ତମାନେ ମା ଏବଂ ପୁଅଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତ ମା ଏବଂ ପୁଅ ଉତ୍ତର ପ୍ରଦେଶର ବାସିନ୍ଦା । ଘଟଣା ବିଷୟରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ…

ଇବୋଲା ଭାଇରସକୁ ନେଇ ଦିଲ୍ଲୀ ଏୟାରପୋର୍ଟରେ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ : ଇବୋଲା ଭାଇରସ ସଂକ୍ରମଣକୁ ନେଇ ଦିଲ୍ଲୀ ଏୟାରପୋର୍ଟରେ ଆଡଭାଇଜରୀ ଜାରି ହୋଇଛି । ଡିଜିଏଚଏସ ଏହି ଭାଇରସକୁ ନେଇ ଆଡଭାଇଜରୀ ଜାରି କରିଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଡଭାଇଜରୀରେ କହିଛନ୍ତି, ଇବୋଲା ଭାଇରସରେ ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା…

ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ବନ୍ଦେ ମାତରମ୍ ଗାଇବା ବାଧ୍ୟତାମୂଳକ

କୋଲକତା : ପଶ୍ଚିମବଙ୍ଗର ବିଜେପି ସରକାର ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ସମସ୍ତ ମଦ୍ରାସାରେ ପ୍ରତିଦିନ ପ୍ରାର୍ଥନା ସଭା ସମୟରେ ଜାତୀୟ ଗୀତ ବନ୍ଦେ ମାତରମ୍ ଗାନ କରିବାକୁ ବାଧ୍ୟତାମୂଳକ କରାଯାଇଛି…

ଭଡା ବୃଦ୍ଧି ନେଇ ଟ୍ୟାକ୍ସି ଚାଳକ ସଂଘର ୩ ଦିନିଆ ଧର୍ମଘଟ ଡାକରା

ନୂଆଦିଲ୍ଲୀ : ଦିଲ୍ଲୀରେ ଇରାନ ଯୁଦ୍ଧର ପ୍ରଭାବ । ଆଜିଠୁ ଦିଲ୍ଲୀରେ ବାଧାପ୍ରାପ୍ତ ହେବ ପରିବହନ । ଦିଲ୍ଲୀ-ଏନସିଆରରେ ଟ୍ୟାକ୍ସି ଏବଂ ଅଟୋ ଧର୍ମଘଟ ହୋଇଛି । ତୈଳ ଦର ବୃଦ୍ଧି ଯୋଗୁଁ ଖର୍ଚ୍ଚ ବଢ଼ିଛି । ଫଳରେ ଭଡ଼ା ବୃଦ୍ଧି ଦାବି ଆନ୍ଦୋଳନକୁ ଓହ୍ଲାଇଛି ଅଲ୍ ଇଣ୍ଡିଆ ମୋଟର…

ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ପ୍ରସ୍ତୁତି ବୈଠକ: ସମୀକ୍ଷା କଲେ ଡିଜିପି

ଭୁବନେଶ୍ଵର:ଆସନ୍ତା ଜୁଲାଇ ୧୬ ତାରିଖରେ ପୁରୀରେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଐତିହାସିକ ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ…

ପ୍ରସୂତୀଙ୍କ ମୁତ୍ୟୁ ଘଟଣାରେ ଡାକ୍ତରଙ୍କ ଗିରଫ ଦାବିରେ ମେଡିକାଲ ଆଗରେ ଧାରଣା

ବାଣପୁର:ଗତକାଲି ବାଣପୁର ଡାକ୍ତରଖାନା ରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସୂତୀ ପାଇଁ ଚିକିତ୍ସା ଚାଲିଥିଲା।ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡାକ୍ତର ରମାକାନ୍ତ ନାୟକଙ୍କ ଭୁଲ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଛି|ଏନେଇ ବାଣପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଛି|ଗତକାଲି…

ଛାତରୁ ପଡ଼ି ଛାତ୍ର ଗୁରୁତର

ନୀଳଗିରି: ନୀଳଗିରି ବ୍ଲକ ଜାମୁଡିହାସ୍ଥିତ ଆଦର୍ଶ ବିଦ୍ୟାଳୟର ଜଣେ ଅଷ୍ଟମଶ୍ରେଣୀ ଛାତ୍ର ଛାତରୁ ଖସିପଡ଼ି ଗୁରୁତର ହୋଇଛନ୍ତି। ଗରଡ଼ିହି ପଞ୍ଚାୟତ ଅଧୀନ ବାଙ୍କିସାହି ଅଞ୍ଚଳର ନିଳାଦ୍ରୀ ଜେନାଙ୍କ ପୁଅ ତନ୍ମୟ(୧୩) ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ସେ ନିକଟସ୍ଥ ଏକ ମେସରେ ରହୁଥିଲେ।…