ଚୀନରେ ଭୟଙ୍କର ଭୂମିକମ୍ପ, ଅନେକ ଫସିଥିବା ଆଶଙ୍କା

ଚୀନ : ଚୀନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ରବିବାର ରାତି ୧୨:୨୧ ରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଲିଉଝୋର ଲିଉନାନ ଥିଲା । ଭୂକମ୍ପର ତୀବ୍ରତା ୫.୨ ବୋଲି ରିପୋର୍ଟ କରିଛନ୍ତି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ପ୍ରାୟ ୮ କିଲୋମିଟର ଗଭୀରତା ଥିଲା…

କେରଳମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି. ସତୀଶନ

ତିରୁଅନନ୍ତପୁରମ : କେରଳମ ରାଜନୀତିରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଭି.ଡି. ସତୀଶନ । ଭିଡି ସତୀଶନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ୧୦ ବର୍ଷ ପରେ କେରଳରେ ଫେରିଲା…

ବିହାରରେ ଜଳିଗଲା ଯାତ୍ରୀବାହୀ ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିହାର: ଦୁଇଦିନରେ ଦୁଇ ଟ୍ରେନରେ ଅଗ୍ନିକାଣ୍ଡ । ରାଜଧାନୀ ପରେ ଏବେ ଜଳିଲା ବିହାରର ପାସେଞ୍ଜର ଟ୍ରେନ୍ ଜଳିଗଲା ଯାତ୍ରୀବାହୀ ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବିହାର ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନ୍ ରେ ସାସାରାମ-ପାଟନା ପାସେଞ୍ଜର ରେଳ ଷ୍ଟେସନରେ ଅଟକି…

ୟୁପିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୨ ମୃତ

ନୂଆଦିଲ୍ଲୀ: ୟୁପିରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉଭୟ ଦୁର୍ଘଟଣାରେ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସୋମବାର ଲଖିମପୁର ଖେରି ଜିଲ୍ଲାରେ ଏକ ମ୍ୟାଜିକ୍ ଭ୍ୟାନ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ…

ତୈଳ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ, କହିଲେ ଗୁଜବ ହିଁ ସଂକଟ ଛିଡ଼ା କରିଦେଲା

ଭୁବନେଶ୍ୱର : ରାଜ୍ୟରେ ତୈଳ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ ଅନୁ ଗର୍ଗ । ରାଜ୍ୟରେ ନାହିଁ ତୈଳ ଅଭାବ, ସ୍ଥିତି ସ୍ବାଭାବିକ ରହିଛି । ପେଟ୍ରୋଲ ପମ୍ପରେ ଭିଡ଼ ନକରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି । ନିୟମିତ ସ୍ଥିତି ମନିଟର କରିବାକୁ ତୈଳ…

ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି, ମେ’ ୨୫ ଶେଷ ତାରିଖ

ଭୁବନେଶ୍ଵର:ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି। ମେ’ ୨୫ ତାରିଖ ଯାଏଁ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ। ସୋମବାର ସରୁଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି। ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ତାରିଖରୁ ଆରମ୍ଭ ହୋଇଥିଲା। ପରୀକ୍ଷା…

୫ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନଶିକ୍ଷକ

କେନ୍ଦ୍ରପଡ଼ା : କେନ୍ଦ୍ରପଡ଼ା ଜିଲ୍ଲାରେ ଜଣେ ପ୍ରଧାନ ଶିକ୍ଷକ, ବକେୟା ଦରମା ପାଇବା ପାଇଁ ଜଣେ କର୍ମଚାରୀଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ।ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିକଟସ୍ଥ ଚଡ଼େଇଗୁଆଁ ସ୍ଥିତ ହାଇସ୍କୁଲର ପ୍ରଧାନ ଶିକ୍ଷକ ରଘୁନାଥ…

ଧୂମଧାମରେ ଚାଲିଛି ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା : ଆସନ୍ତା ଜୁନ ୧ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଛତ୍ରପୁର…

ଛତ୍ରପୁର, ୧୮/୫ : ଛତ୍ରପୁରରେ ମେ ୪ ତାରିଖ ଠାରୁ ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଧୂମଧାମରେ ଚାଲିଥିବା ବେଳେ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଚଳିତ ବର୍ଷ ଛତ୍ରପୁର ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ଆୟୋଜନ କରାଯିବ । ଏହି…

ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା

ମାହାଙ୍ଗା : ଜମିବାଡ଼ି ବିବାଦକୁ ନେଇ ସୋମବାର ସକାଳେ ଜଣେ ମହିଳାଙ୍କୁ ବିଲରେ ହାଣିଲା ଖୁଡ଼ୁତାଶୂର। ମୃତକ ଜଣକ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅକରପଡା ଗ୍ରାମର ସ୍ଵର୍ଣ୍ଣଲତା ସାହୁ। ଘଟଣା ଅନୁସାରେ ମୃତକ ସ୍ଵର୍ଣ୍ଣଲତା ସାହୁ ଘାସ କାଟିବାକୁ ବିଲକୁ ଯାଇଥିବା ବେଳେ, ଜମିଜମା…

ବାଲିଅନ୍ତା ହତ୍ୟା ମାମଲାରେ ସବୁ ଅଭିଯୁକ୍ତ ଚିହ୍ନଟ: କ୍ରାଇମବ୍ରାଞ୍ଚ ଡିଜି

ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ଚିହ୍ନଟ ହେଲେ ସବୁ ଅଭିଯୁକ୍ତ। ସିସିଟିଭିରୁ ଚିହ୍ନଟ ହୋଇଛନ୍ତି ସବୁ ଅଭିଯୁକ୍ତ। କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାଲିଅନ୍ତା ବର୍ବର କାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ…