ଗାଁରେ ବୁଲୁଛି ବାଘ ! ୪ ଦିନ ହେବ ବନ ବିଭାଗ ନାକେଦମ୍…
ବ୍ରହ୍ମପୁର: ଚାରି ଦିନ ହେବ ବନ ବିଭାଗର ନିଦ ହଜାଇ ଦେଲାଣି ଚିତା ବାଘ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳର ରତନେଇ ମନ୍ଦିର ନିକଟ ଜଙ୍ଗଲରେ ଜଣେ ଯୁବକ ଏକ ବାଘ ରାସ୍ତା ପାର ହେବା ବେଳର ଭିଡିଓ କରି ସୋସିଆଲ ମିଡିଆରେ ଛାଡିଥିଲେ। ଏହାକୁ ଦେଖି ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ବାଘର!-->…