ବୃନ୍ଦାବନ ଡଙ୍ଗାବୁଡ଼ି ଘଟଣା: ମାଜିଷ୍ଟ୍ରେଟ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଜାରି

ମଥୁରା : ବୃନ୍ଦାବନରେ ହୋଇଥିବା ଡଙ୍ଗା ଦୁର୍ଘଟଣାରେ ମାଜିଷ୍ଟ୍ରେଟ୍ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । ଡଙ୍ଗା ବୁଡ଼ି ଘଟଣାରେ ୧୫ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା । ଜିଲ୍ଲାଧିକାରୀ ଚନ୍ଦ୍ରପ୍ରକାଶ ସିଂ ଯାଞ୍ଚ ପାଇଁ ଉପରିସ୍ଥ ଜିଲ୍ଲାଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ୧୦ ଏପ୍ରିଲରେ…

ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ବସ୍, ଚାଲିଗଲା ୩ ଜୀବନ, ୩୫ ଆହତ

ରାଜସ୍ଥାନ : ଗତକାଲି ବିଳମ୍ବିତ ରାତିରେ ରାଜସ୍ଥାନ କୋଟାର ନ୍ୟାସନାଲ ହାଇୱେରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩୫ ଜଣ ଆହତ ହୋଇଛନ୍ତି । କୋଟା ବାଇପାସର ହରେ କୃଷ୍ଣ ମନ୍ଦିର ନିକଟରେ ଏକ ଦ୍ରୁତଗାମୀ ସ୍ଲିପର କୋଚ୍…

ବୋଲେରୋ ସହ ଲରି ମୁହାଁମୁହିଁ ଧକ୍କା: ୮ ମୃତ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ମନ୍ତ୍ରଣାଳୟମ ଡିଭିଜନର ଚିକ୍କାମାଗାଲୁରୁ ନିକଟରେ ଏକ ବୋଲେରୋ ଗାଡ଼ି ସହ ଏକ ଲରି ଗାଡି ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ରୁ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।…

ପ୍ଲଟ୍‌ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ…

ବ୍ରହ୍ମପୁର:ଗୋପାଳପୁର ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀରୁ ସୁଧୀର ପାତ୍ର ନାମକ ଜଣେ ପ୍ଲଟ ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ତାଙ୍କୁ ଡୁରା ଗ୍ରାମ ପଞ୍ଚାୟତ ନିକଟସ୍ଥ ଡିଫେନ୍ସ କଲୋନୀ ଅଞ୍ଚଳରୁ କିଛି ଦୁର୍ବୃତ୍ତ ତାଙ୍କୁ ଜବରଦସ୍ତ…

ନୂଆପଡ଼ାରେ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ଶୋଭାଯାତ୍ରା

ନୂଆପଡ଼ା :​ ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ନେଇ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୁଦନ ଦାଶ ଏହି ଶୋଭାଯାତ୍ରାକୁ ମୁଖ୍ୟାଳୟ ପରିସରରୁ ପତାକା…

କଟକରୁ ଅପହୃତ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

କଟକ: କଟକରୁ ଅପହୃତ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁରୀର ଏକ ହୋଟେଲରେ କଲେଜ ଛାତ୍ରୀଙ୍କୁ ନିଶା ଦେଇ ୪ ଜଣ ସାଙ୍ଗ ଦୁଷ୍କର୍ମ କରିଥିବା ଜଣାପଡିଛି। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ୍‌ ଏହି ଘଟଣାରେ ଯାଜପୁର ରୋଡ୍ ଷ୍ଟେସନରୁ ଜଣଙ୍କୁ ଗିରଫ କରିଛି।…

ଡିଜିଟାଲ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା କଟକ ଗ୍ରାମାଞ୍ଚଳ ପୋଲିସ, କୋଟି କୋଟି ଟଙ୍କାର ଗହଣା ଜବତ

ସାଲେପୁର : ପୁଣି ଚର୍ଚ୍ଚାରେ କଟକ ଗ୍ରାମାଞ୍ଚଳ ପୋଲିସ । ଆରକ୍ଷ ଅଧିକ୍ଷଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ପୋଲିସ ଟିମ ଏକ ବଡ଼ ସଫଳତା ହାସଲ କରିଛି । ଅନ୍ତଜିଲ୍ଲାରେ ସକ୍ରିୟ ଥିବା ଏକ ଡିଜିଟାଲ ଚୋର ଗ୍ୟାଙ୍ଗକୁ ଧରିବା ସହିତ କୋଟି କୋଟି ଟଙ୍କାର ସୁନା ଓ ରୂପା…

ଓଳନ୍ଦା ଗାଁରେ ଗାଈ ମଡ଼କ, ୧୦ ଦିନରେ ମଲେଣି ୨୦୦ରୁ ଅଧିକ

ତାଳଚେର : ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଓଳନ୍ଦା ଗାଁରେ ଗାଈ ମଡ଼କ । ୧୦ ଦିନରେ ମଲେଣି ୨୦୦ରୁ ଊର୍ଦ୍ଧ୍ବ ଗାଈ। ଅଜଣା ରୋଗ ଆତଙ୍କ ଯୋଗୁ ଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  ତେବେ ଗାଁରେ ଗୋରୁଗାଈ ସଂଖ୍ୟା ପାଖାପାଖି ୫୦୦ ରୁ ୬୦୦ ଥିବା ବେଳେ ଗତ ୧୦ଦିନ ମଧ୍ଯରେ ମଲେଣି ପ୍ରାୟ ୨୫୦…

ବଢ଼ୁଛି ତାତି, ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ଖରା ଛୁଟି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଏବେଠୁ ଡ଼ରାଇଲାଣି ଗରମ । ଅଧିକାଂଶ ସ୍ଥାନରେ ପାରଦ 40 ଛୁଇଁଲାଣି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି । ଏମିତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯେଉଁ ଜିଲ୍ଲାଗୁଡିକରେ ଅସହ୍ୟ ଗରମ ହେଉଛି,…

ସୀମା ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗରେ ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସୀମା ନିର୍ଦ୍ଧାରଣ ବିବାଦ । ଓଡ଼ିଶାର ସ୍ୱର ଦବିଯିବା ନେଇ ବିରୋଧୀ ଦଳ ନେତା ନବୀନଙ୍କ ସତର୍କବାଣୀ । ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣଠାରୁ ଅଲଗା କର । ପ୍ରସ୍ତାବିତ…