ଜଙ୍ଗଲରୁ ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଶୁଆଡ଼ଙ୍ଗ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର । କଙ୍କାଳଟି ସଣ୍ଡସା ଭାଲିଆଗୁଡା ଗାଁର ପୁଷ୍ପ ଗୌଡ଼ଙ୍କର ବୋଲି ଦାବି କରିଛନ୍ତି ପରିବାର । ଗତ ସେପ୍ଟେମ୍ବର ୭ ତାରିଖରେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ ପୁଷ୍ପ । ଆଜି କଙ୍କାଳ ଦେଖିବା ପରେ ପୁଅକୁ!-->…