କରେଣ୍ଟ୍ ଲାଗି ଟ୍ରକ୍ ସହ ଜଳିଗଲେ ଚାଳକ
ଟମକା: ଯାଜପୁର ଜିଲ୍ଲା ଟମକା ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ଆଜି ଏକ ଦୁର୍ଘଟଣାରୁ ବିଦ୍ୟୁତ୍ କରେଣ୍ଟ୍ ସଂସ୍ପର୍ଶରେ ଆସି ଏହାର ଚାଳକ ପୋଡ଼ିହୋଇ ପ୍ରାଣ ହରାଇଛନ୍ତି। ଏଥିସହ ଟ୍ରକ୍ର ବିଦ୍ୟୁତ୍ ଲାଇନ ସଂପୂର୍ଣ୍ଣ ଭାବେ ଓ କ୍ୟାବିନ ଆଂଶିକ ପୋଡ଼ି ଯାଇଛି। ମୃତ!-->…