ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୩ ଗୁରୁତର
ବରଗଡ଼: ବରଗଡ଼ ହାଟପଦା ସାଇ ମନ୍ଦିର ନିକଟରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ, ୩ ଜଣ ଗୁରୁତର । ଗୋଷ୍ଠୀ ସଂଘର୍ଷର କାରଣ ଅସ୍ପଷ୍ଟ ରହିଛି। ଗତକାଲି୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଭୁଜାଲି ଆକ୍ରମଣରେ ଜଣେ ଗୁରୁତର ଦୁଇ ଆହତ ହୋଇଥିଲେ।
ମୃତକ କଲେଜ!-->!-->!-->…